Latest Odisha News

ରିଲାଏନ୍ସ ଜିଓ ଓଡ଼ିଶାର ସବୁଠୁ ପସନ୍ଦଯୋଗ୍ୟ ଡିଜିଟାଲ ସେବା ପ୍ରଦାନକାରୀ ସଂସ୍ଥା: ଟ୍ରାଇ ରିପୋର୍ଟ

ଭୁବନେଶ୍ୱର: ଓଡ଼ିଶାର ଟେଲିକମ ଓ ଡିଜିଟାଲ ସେବା କ୍ଷେତ୍ରରେ ରାଜସ୍ୱ ଅଗ୍ରଣୀ ସ୍ଥିତିକୁ ଆହୁରି ସୁଦଢ଼ କରି ରିଲାଏନ୍ସ ଜିଓ ୨୦୧୯ ଜୁନ ତ୍ରୟମାସରେ ମୋଟ ରାଜସ୍ୱ କ୍ଷେତ୍ରରେ ୪୬.୬%ରୁ ଅଧିକ ବଜାର ଅଂଶ ହାସଲ କରିଥିବା ଭାରତୀୟ ଦୂରସଂ•ର ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଏହି କ୍ଷେତ୍ର ଲାଗି…

ଏବେ ଓଡ଼ିଶାରେ ପରୀକ୍ଷା ହେବାର ୪୫ ଦିନ ମଧ୍ୟରେ ପ୍ରକାଶିତ ହେବ ଫଳାଫଳ

ଭୁବନେଶ୍ୱର: ଏବେଠାରୁ ଓଡ଼ିଶାରେ ସରକାରଙ୍କ ପରିଚାଳିତ ସମସ୍ତ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟମାନଙ୍କରେ ଅନୁଷ୍ଠିତ ହେଉଥିବା ପରୀକ୍ଷା ହେବାର ୪୫ ଦିନ ମଧ୍ୟରେ ଫଳାଫଳ ପ୍ରକାଶିତ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ତେବେ +୩ ପରୀକ୍ଷା ଫଳାଫଳ ଘୋଷଣା ଉପରେ ସବୁଠୁ ଅଧିକ ଗୁରୁତ୍ୱ…

ରାଜଧାନୀରେ ଆରମ୍ଭ ହେଲା ‘ରାଜ୍ୟସ୍ତରୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା’

ଭୁବନେଶ୍ୱର: ରାଜଧାନୀସ୍ଥିିତ ସହିଦନଗର ଇଣ୍ଡୋର ଷ୍ଟାଡ଼ିୟମରେ ବୁଧବାର ଦିନ ‘ରାଜ୍ୟସ୍ତରୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା’ ଆରମ୍ଭ ହୋଇଛି ।ଏହି ପ୍ରତିଯୋଗିତା ‘ଓଡ଼ିଶା ରାଜ୍ୟ ବ୍ୟାଡ଼ମିଣ୍ଟନ ଆସୋସିଏସନ’ ଏବଂ ‘ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ’ର ମିଳିତ ଉଦ୍ୟମରେ ଅନୁଷ୍ଠିତ ହେଉଛି । ଏହି…

ପ୍ରେମକଣ୍ଢେଇ

ପ୍ରେମକଣ୍ଢେଇ ସୋନାଲି ସ୍ୱାଇଁ ତତେ ଲାଜ ପସନ୍ଦ ବୋଲି ଲାଜ କ'ଣ ନ ଜାଣି ବି ମୁଁ ଅଳଙ୍କାର କରି ପିନ୍ଧିନେଲି ସବୁ ଲାଜ ତତେ ଭଅଁରର ଗୁଣୁଗୁଣୁ ପସନ୍ଦ ବୋଲି ମୁଁ ବି ଗାଇବାକୁ ଲାଗିଲି ବେସୁରା ଗୀତ ସେ ଶଂଖୀବିଲେଇ ଭାରି ଫୁଲେଇ ବୋଲି ତୁ ତାକୁ କେତେ ଆଦର କରୁ ବାସ ତୋ ପ୍ରେମଟିକକ…

ପ୍ଲାଷ୍ଟିକ୍ ବର୍ଜିତ ରେଳଷ୍ଟେସନ ଭାବେ ସମ୍ବଲପୁର ଘୋଷିତ ହେଲା

ସମ୍ବଲପୁର: ଆଜି ଠାରୁ ସମ୍ବଲପୁର ରେଳ ଷ୍ଟେସନ କୁ ପ୍ଲାଷ୍ଟିକ ବର୍ଜିତ ରେଳ ଷ୍ଟେସନ ଭାବେ ଘୋଷଣା କରାଯାଇଅଛି । ତିରୁପତି ରେଳ ଷ୍ଟେସନ ପରେ ଏହା ଦେଶର ଦ୍ଵିତୀୟ ପ୍ଲାଷ୍ଟିକ ବର୍ଜିତ ରେଳ ଷ୍ଟେସନ ବିବେଚିତ ହୋଇଛି । ଏହି ଅବସରରେ ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଡ଼.ଜୟଦୀପ…

ଦେଖନ୍ତୁ ଭିଡ଼ିଓ: ଜଳିଗଲା ଯାତ୍ରୀବାହୀ ବସ୍, ବର୍ତ୍ତିଲେ କର୍ମଚାରୀ

ଭୁବନେଶ୍ୱର: ରାଜଧାନୀ ବରମୁଣ୍ଡାସ୍ଥିତ ବସଷ୍ଟାଣ୍ଡରେ ବୁଧବାର ମଧ୍ୟାହ୍ନରେ ଏକ ଅଘଟଣ ଘଟିଯିବା ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଏକ ଯାତ୍ରୀବାହୀ ବସରେ ହଠାତ୍ ନିଆଁ ଲାଗିଯିବା ଫଳରେ ବସଷ୍ଟାଣ୍ଡରେ ଉପସ୍ଥିତ ରହିଥିବା ସମସ୍ତ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା…

କାଠଯୋଡ଼ି ପୋଲରେ ଫାଟ ସୃଷ୍ଟି, ଯାନବାହନ ଚଳାଚଳ ବାଧାପ୍ରାପ୍ତ

କଟକ: କଟକସ୍ଥିତ ୧୬ ନଂ ଜାତୀୟ ରାଜପଥରେ ଥିବା କାଠଯୋଡ଼ି ପୋଲରେ ଫାଟ ସୃଷ୍ଟି ହୋଇଥିବା ଯୋଗୁଁ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହୋଇଛି । ଏହି ଘଟଣା ଜଣାପଡ଼ିବା ପରେ ଜାତୀୟ ରାଜପଥ (ଏନଏଚଏଆଇ) କର୍ତ୍ତୃପକ୍ଷର ବିଭାଗୀୟ ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦାରଖ କରିଛନ୍ତି । ସେଠାରେ ଏନଏଚଏଆଇ…

ଦହି ଆଳୁ

ଘରେ ପ୍ରସ୍ତୁତ କରନ୍ତୁ ଦହି ଆଳୁ । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ । ଆବଶ୍ୟକୀୟ ସାମଗ୍ରୀ- ୨୫୦ ଗ୍ରାମ ସିଝା ଆଳୁ, ୧ଟି କଞ୍ଚାଲଙ୍କା, ୧୦୦ଗ୍ରାମ ଖଟା ଦହି, ୧ଚାମଚ ଜୀରା, ୧/୪ହେଙ୍ଗୁ, ୩ତେଜପତ୍ର, ଲୁଣ ସ୍ୱାଦ ଅନୁସାରେ, ୧ଚାମଚ ଲଙ୍କାଗୁଣ୍ଡ, ୧/୪ ହଳଦୀ ପାଉଡର, ୨ଚାମଚ…

ପ୍ରାକ୍ଟିସ ଛାଡି ଅନୁଷ୍କାଙ୍କ ସହ ନୌକାରେ ବୁଲିଲେ କୋହଲି, ତାପରେ ଜାଣନ୍ତୁ କଣ ହେଲା

କାନପୁର: ଓ୍ବେଷ୍ଟଇଣ୍ଡିଜରେ ଟିମ ଇଣ୍ଡିଆର ପ୍ରଦର୍ଶନ ଖୁବ ଭଲ ରହିଛି । ଆଗାମୀ ଟେଷ୍ଟ ମ୍ୟାଚ  ଅଗଷ୍ଟ ୩୦ରେ ହେବାକୁ ଥିବାବେଳେ ଅଭ୍ୟାସ ଛାଡି ଅଧିନାୟକ ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ମଜାମସ୍ତି କରୁଥିବାର ନଜର ଆସିଛନ୍ତି । ଭାରତୀୟ ଟିମର ଅନ୍ୟ କେତେଜଣ ଖେଳାଳିଙ୍କ…