Latest Odisha News

BREAKING NEWS

ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ସମ୍ମାନଜନକ ‘କଳିଙ୍ଗ ରତ୍ନ’ ସମ୍ମାନ ପ୍ରଦାନ

ଭୁବନେଶ୍ୱର : ସାରଳା ସାହିତ୍ୟ ସଂସଦ ଆନୁକୂଲ୍ୟରେ ଆଦିକବି ଶାରଳା ଦାସଙ୍କ ୬୦୦ତମ ଜନ୍ମ ବାର୍ଷିକୀ ପାଳିତ ହୋଇଯାଇଛି । ଏହି ଅବସରରେ ପୂର୍ବତନ ବିଧାୟକ ତଥା ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ସମ୍ମାନ ଜନକ 'କଳିଙ୍ଗ ରତ୍ନ' ସମ୍ମାନ ପ୍ରଦାନ କରାଯାଇଛି। ଏହି ଅବସରରେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

 ଆଜିର ରାଶିଫଳ ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ଅପ୍ରେଲ ୩ ତାରିଖ ଶନିବାର ମୀନ ୨୧ ଦିନ ଚୈତ୍ର ମାସ କୃଷ୍ଣପକ୍ଷ ସପ୍ତମୀ ତିଥି ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର ଆଜିର ଘାତ ବାର- ବୃଷ ସିଂହ ଓ କନ୍ୟା ରାଶିର ଆଜିର ଘାତ ଚନ୍ଦ୍ର- ତୁଳା କୁମ୍ଭ ରାଶି ପୁରୁଷ ଓ ବୃଷ, ମିଥୁନ ରାଶି…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ସୁଏଜ୍ କେନାଲ, ଏଭର ଗିଭେନ୍ ଓ ଧୁମ୍ ମ୍ୟୁଜିକ୍

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ସୁଏଜ କେନାଲ ଭିଡିଓ । ଭିଡିଓରେ ଶୁଭିଛି ଫିଲ୍ମ ଧୁମର ମ୍ୟୁଜିକ । ଅନେକ ଲୋକ ଏହି ଘଟଣାକୁ ସତ ବୋଲି ଦାବି କରିଛନ୍ତି । ହେଲେ ଅନେକ ନ୍ୟୁଜ ଏଜେନ୍ସି ଏହି ଘଟଣାର ସତ୍ୟତାକୁ ନେଇ ଅଙ୍ଗୁଳି ଉଠାଇବା ପରେ ସାମ୍ନାକୁ ଆସିଥିଲା ଅସଲ କାହାଣୀ ।

ବିଜେପି କରୁଛି ଶସ୍ତା ରାଜନୀତି, ଓଡ଼ିଶାରେ ବିଜୁଳି ଦର ବୃଦ୍ଧି କଥା ବିଜେପି କହିବା ହାସ୍ୟାସ୍ପଦ: ବିଜେଡି

ଭୁବନେଶ୍ୱର: ବିଜୁଳି ଦର ବୃଦ୍ଧି ନେଇ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ବିଜୁଳି ଦର ବୃଦ୍ଧି ନେଇ ବିଜେପି ନେତାମାନେ କହିବା ଅତ୍ୟନ୍ତ ହାସ୍ୟାସ୍ପଦ । କାରଣ ବିଜେପି ଶାସିତ ରାଜ୍ୟଗୁଡିକରେ ବିଦ୍ୟୁତ ଦରବୃଦ୍ଧି ଓଡିଶା ଠାରୁ ଢେର ଅଧିକ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‍…

ବିନା ଅନୁମତିରେ ମନ୍ତ୍ରୀଙ୍କ ଘରକୁ ଯାଇ ଟିକା ଦେଇ ସ୍ୱାସ୍ଥ୍ୟକର୍ମୀ ନିଲମ୍ୱିତ

ବେଙ୍ଗାଲୁରୁ: ମନ୍ତ୍ରୀଙ୍କ ଘରକୁ ଯାଇ ଟିକା ଦେଇ ଜଣେ ସ୍ବାସ୍ଥ୍ୟକର୍ମୀ ନିଲମ୍ବିତ ହୋଇଛନ୍ତି । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।  କୋଭିଡ୍-୧୯ ଟିକାକରଣ ନିୟମର ଉଲଙ୍ଘନ କରିବା ସ୍ବାସ୍ଥ୍ୟକର୍ମୀଙ୍କୁ ମହଙ୍ଗା ପଡିଛି । କର୍ଣ୍ଣାଟକର ଏଥିପାଇଁ ସ୍ବାସ୍ଥ୍ୟକର୍ମୀଙ୍କୁ ଚାକିରୀରୁ…

ରେଳ ଯାତ୍ରୀ ଧ୍ୟାନ ଦିଅନ୍ତୁ, ଟ୍ରେନରେ ରାତିରେ କରିହେବନି ମୋବାଇଲ ଓ ଲାପଟପ ଚାର୍ଜ 

ନୂଆଦିଲ୍ଲୀ: ଏଣିକି ଟ୍ରେନରେ ରାତିରେ ବନ୍ଦ ରହିବ ପାୱାର ପଏଣ୍ଟ । ମୋବାଇଲ ଓ ଲାପଟପ ଚାର୍ଜ କରିବା ଉପରେ କଟକଣା ଲଗାଇଛି ଭାରତୀୟ ରେଳ ବିଭାଗ । ସିଟ ପାଖରେ ଥିବା ଚାର୍ଜ ପଏଣ୍ଟରେ ମୋବାଇଲ କି ଲାପଟପ ଚାର୍ଜ କରିହେବନାହିଁ । ଅର୍ଥାତ ଚାର୍ଜିଂ ପଏଣ୍ଟ କାମ କରିବନି ।  ଟ୍ରେନ୍ ଚାଲୁଥିବା…

ତାତିରୁ ଆଶ୍ୱସ୍ତି: ଆଗାମୀ ୩ ଦିନ କାଳବୈଶାଖୀ ସମ୍ଭାବନା, ରାଜ୍ୟର ୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଓ ଘୂର୍ଣ୍ଣିଝଡ଼ ସମ୍ଭାବନା ରହିଛି । ଏଥିପାଇଁ ରାଜ୍ୟର ୫ ଜିଲ୍ଲାକୁ ସତର୍କ କରିଯାଇଛି । ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କନ୍ଧମାଳ ଏବଂ ନୟାଗଡ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଓ୍ବେଲ୍ଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆଜି…

ଆଇପିଏଲ ବ୍ୟାଟିଂ ରେକର୍ଡସ: ଶତକବୀରଙ୍କ ମଧ୍ୟରେ କୋହଲି ଏକୁଟିଆ ଭାରତୀୟ

ଭୁବନେଶ୍ୱର: ଇଣ୍ଡିଆନ ପ୍ରିମିୟର ଲିଗର ପରବର୍ତୀ ସଂସ୍କରଣ ୯ ଏପ୍ରିଲରୁ ଆରମ୍ଭ ହେବାକୁ ଯାଉଛି । ଏଥର ସମସ୍ତ ଟିମ୍ ନୂତନ ରଣନୀତି ଓ ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଇବେ । ଆସନ୍ତୁ ଜାଣିବା ଆଇପିଏଲରେ ପ୍ରମୁଖ ବ୍ୟାଟିଂ ରେକର୍ଡସ ସମ୍ପର୍କରେ... ଶତକବୀରଙ୍କ ମଧ୍ୟରେ ଭାରତରୁ କେବଳ କୋହଲି:…

ପିପିଲି ଉପ ନିର୍ବାଚନ ପାଇଁ କଂଗ୍ରେସ ଘୋଷଣା କଲା ଷ୍ଟାର ପ୍ରଚାରକ ତାଲିକା

ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ବିଜେଡି ନିଜର ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରିଥିବା ବେଳେ, କଂଗ୍ରେସ ମଧ୍ୟ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଦଳୀୟ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପାଇଁ ପିପିଲିରେ ପ୍ରଚାର କରିବେ କଂଗ୍ରେସର ୩୦ ଜଣ ଷ୍ଟାର କ୍ୟାମ୍ପେନର । ତାଲିକାରେ…

ପିପିଲି ପାଇଁ ବିଜେଡିର ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା

ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେଡି । ଆସନ୍ତା ୧୭ ତାରିଖରେ ପିପିଲିରେ ଉପନିର୍ବାଚନ ହେବ । ଏଥିପାଇଁ କ୍ୟାମ୍ପେନରେ କମ୍ପୁଛି ପିପିଲି ନିର୍ବାଚନମଣ୍ଡଳୀ । ନିର୍ବାଚନରେ ପ୍ରଚାର ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକଙ୍କୁ ପ୍ରଚାର…