କେଶ କାଟିବା ପଡିଲା ମହଙ୍ଗା, ଚାକିରୀ ହରାଇଲେ ଉବେର ଡ୍ରାଇଭର
ହାଇଦ୍ରାବାଦ: ଫେସ୍ ସ୍କାନରରେ ଚେହେରା ମେଳ ନହେବାରୁ ହାଇଦ୍ରାବାଦରେ ଅନଲାଇନ୍ ଟ୍ୟାକ୍ସି କମ୍ପାନୀ ଉବର ତା'ର କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରିଛି।
ଏହି ଉବର ଡ଼୍ରାଇଭରଙ୍କ ନାମ ହେଉଛି ଶ୍ରୀକାନ୍ତ। ଯିଏକି ତିରୁପତି ବାଲାଜୀରେ କେଶ ଦାନ କରିଥିଲେ, ଯାହା ତାଙ୍କ ପାଇଁ ମହଙ୍ଗା…