Latest Odisha News

BREAKING NEWS

ଅମରନାଥ ଯାତ୍ରା ପାଇଁ ପଞ୍ଜିକରଣ ଆରମ୍ଭ

ଶ୍ରୀନଗର: ବାର୍ଷିକ ଅମରନାଥ ଯାତ୍ରା ପାଇଁ ପଞ୍ଜିକରଣ ଆରମ୍ଭ ହୋଇଛି । ୫୬ ଦିନିଆ ଯାତ୍ରା ଜୁନ ୨୮ରେ ଆରମ୍ଭ ହେବ ଏବଂ ଅଗଷ୍ଟ ୨୨ରେ ଶେଷ ହେବ । ଅମରନାଥ ଯାତ୍ରା କରିବାକୁ ଚାହୁଁଥିବା ଯାତ୍ରୀ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୩୧୬ଟି ବ୍ରାଞ୍ଚ, ଜମ୍ମୁ-କାଶ୍ମୀର ବ୍ୟାଙ୍କର ୯୦ଟି ବ୍ରାଞ୍ଚ ଓ…

କରୋନା ପାଇଁ ୩ ସପ୍ତାହ ପାଇଁ ବନ୍ଦ ରହିବ ସାପ୍ତାହିକ ହାଟ

ଝାରସୁଗୁଡ଼ା : କରୋନା ସଂକ୍ରମଣ ପାଇଁ ଝାରସୁଗୁଡ଼ାରେ ବନ୍ଦ ରହିବ ସାପ୍ତାହିକ ହାଟ । ଆସନ୍ତା ୩ ସପ୍ତାହ ପାଇଁ ଜିଲ୍ଲାର ସମସ୍ତ ସାପ୍ତାହିକ ହାଟ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଜିଲ୍ଲାପାଳ । ସାପ୍ତାହିକ ହାଟ…

ଉ‌ତ୍କଳ ଦିବସ ରାଉଣ୍ଡ ଟେବୁଲ ବୈଠକରେ ଅର୍ଥନୈତିକ ବିକାଶ ଉପରେ ଗୁରୁତ୍ବ

ନୂଆଦିଲ୍ଲୀ: ଏପ୍ରିଲ ପହିଲା ଉ‌ତ୍କଳ ଦିବସ ଅବସରରେ 'ଓଡିଶା ପଜିଟିଭ୍' ଓ 'ରୂଟସ୍ ଅଫ୍ ଓଡ଼ିଶା'ର ମିଳିତ ଆନୁକୂଲ୍ୟରେ ଓଡ଼ିଶାର ଅର୍ଥନୈତିକ ବିକାଶ ବିଷୟରେ ନୂଆଦିଲ୍ଲୀରେ ଏକ ଜାତୀୟ ସ୍ତରର ରାଉଣ୍ଡ ଟେବୁଲ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକଟି ସାମାଜିକ ମାଧ୍ୟମରେ ସିଧା ପ୍ରସାରଣ…

ଛତିଶଗଡ଼ ଦୁର୍ଗରେ ଏପ୍ରିଲ ୬ରୁ ଲକଡାଉନ୍‌

ଛତିଶଗଡ଼ : ଦେଶରେ ଦିନକୁ ଦିନ ବଢୁଛି କରୋନା ମାମଲା । ସଂକ୍ରମଣ ବଢ଼ିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଲାଣି । ଏହାକୁ ଦୃଷ୍ଟିରେ ରଖି ଛତିଶଗଡ଼ ଦୁର୍ଗରେ ଲାଗି ହୋଇଛି କଟକଣା । ମହାମାରୀ ପାଇଁ ଦୁର୍ଗ ଜିଲ୍ଲାରେ ଲାଗୁ ହୋଇଛି ସଂପୂର୍ଣ୍ଣ ଲକଡାଉନ୍ । ଆସନ୍ତା ଏପ୍ରିଲ ୬ରୁ ୧୪…

ଚୋରି କରିବାକୁ ଯୋଜନା କରୁଥିଲେ ସାବଧାନ ! ବାଲିମେଳା ଟ୍ରାଫିକ୍ ଛକରେ ଲାଗିଛି ସିସିଟିଭି, ସ୍ବେଚ୍ଛାସେବୀଙ୍କ ଉଦ୍ୟମକୁ…

ମାଲକାନଗିରି: ମାଲକାନଗିରିରେ ଚୋରି କି ଡକାୟତି କରିବାକୁ ଆସୁଥିଲେ ସାବଧାନ । ଏଣିକି ପୋଲିସ ହାତରୁ ଆଉ ଖସିପାରିବେନି ଚୋର । ଚୋରଙ୍କୁ ଧରିବାକୁ ସହରରେ ଲାଗିଛି ସିସିଟିଭି କ୍ୟାମେରା । ୩୨୬ ନମ୍ବର ଜାତିୟ ପଥର ବାଲିମେଳା ଟ୍ରାଫିକ୍ ଛକ ଉପରେ ଲାଗିଛି ଏହି ସବୁ କ୍ୟାମେରା । ଅପରାଧିଙ୍କ…

ଚୋରି କରିବାକୁ ଯୋଜନା କରୁଥିଲେ ସାବଧାନ ! ବାଲିମେଳା ଟ୍ରାଫିକ୍ ଛକରେ ଲାଗିଛି ସିସିଟିଭି, ସ୍ବେଚ୍ଛାସେବୀଙ୍କ ଉଦ୍ୟମକୁ…

ମାଲକାନଗିରି: ମାଲକାନଗିରିରେ ଦିନକୁ ଦିନ ଚୋରି ଓ ଡକାୟତି ପରି ଅନେକ ଅପରାଧ ସଂଖ୍ୟା ବଢୁଛି । ଅପରାଧିଙ୍କ ଉପରେ ନଜର ରଖିବା ଲାଗି ସହରବାସୀ ମୁଖ୍ୟ ରାସ୍ତାରେ ସିସିଟିଭି କ୍ୟାମେରା ଲଗାଇ ପାଇଁ ଜିଲ୍ଲା ପ୍ରଶାସନ ପାଖରେ ଦାବି କରିଥିଲେ । କିନ୍ତୁ ପ୍ରଶାସନ ଶୁଣିଲା ନାହିଁ । ଶେଷରେ…

ଆଇସୋଲେସନ୍‌ରେ ରହିଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ସ୍ୱାମୀ ରବର୍ଟ ଭଦ୍ରାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆ‌ଇସୋଲେସନ୍‌ରେ ରହିଛନ୍ତି। ଏଥିପାଇଁ ପ୍ରିୟଙ୍କା ଗାନ୍ଧୀ ତାଙ୍କର ଆଗାମୀ ନିର୍ବାଚନୀ ଯାତ୍ରାକୁ ମଧ୍ୟ ବାତିଲ କରିଛନ୍ତି। ପ୍ରିୟଙ୍କା ଗାନ୍ଧୀ ଶୁକ୍ରବାର ଦିନ…

ଫେରିଲା କଟକଣା: ମାଲକାନଗିରିରେ ଦୋକାନୀ ଓ ଗ୍ରାହକଙ୍କୁ ମାସ୍କ ବାଧ୍ୟତାମୂଳକ 

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୁଣି କରୋନା କଟକଣା କଡାକଡି । ଦୋକାନୀ ଓ ଗ୍ରାହକଙ୍କୁ ମାସ୍କ ବାଧ୍ୟତାମୂଳକ କରିଛି ଜିଲ୍ଲାପ୍ରଶାସନ । ଜନଗହଳି ପୂର୍ଣ୍ଣ ଅଂଚଳକୁ ଗଲେ ମାସ୍କ ଓ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ଧର୍ମୀୟ ଅନୁଷ୍ଠାନରେ ମଧ୍ୟ ମାସ୍କ ଓ ସାମାଜିକ ଦୂରତା…

କୋଟିପତି ଗଞ୍ଜେଇ ମାଫିଆ ଗିରଫ, ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ସନ୍ଦେହ 

ମୟୂରଭଞ୍ଜ: କୋଟିପତି ଗଞ୍ଜେଇ ମାଫିଆ ଗିରଫ । ଏହାସହ ଜବତ ହୋଇଛି ଲକ୍ଷାଧିକ ଟଙ୍କାର ଗଞ୍ଜେଇ । ଗିରଫ ଗଞ୍ଜେଇ ମାଫିଆ ହେଲେ ମୟୂରଭଞ୍ଜ କପ୍ତିପଦା ଥାନା କୟାଁଖୁଂଟା ଗାଁର ଶରତ ନାଏକ । ଦୁଇ ବର୍ଷ ହେବ ଜନବସତିରେ ରହି ସେ ଗଞ୍ଜେଇ କାରବାର କରି ଆସୁଥିଲା । ବିଶେଷସୂତ୍ରରୁ ଖବର ପାଇ ସ୍ପେଶାଲ୍…

ଅଭିନେତ୍ରୀ ରୁପାଲି ଗାଙ୍ଗୁଲିଙ୍କୁ କରୋନା

ମୁମ୍ବାଇ: ଷ୍ଟାର୍‌ ପ୍ଲସ୍‌ରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ 'ଅନୁପମା'ର ମୁଖ୍ୟ ଚରିତ୍ର ଅନୁପମା ଅର୍ଥାତ ରୁପାଲି ଗାଙ୍ଗୁଲି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରୁପାଲି ଘରେ ପୃଥକ୍‌ ଭାବେ ରହିଛନ୍ତି। ତାଙ୍କ ପରିବାର ସଦସ୍ୟଙ୍କ କୋଭିଡ୍‌ ପରୀକ୍ଷା କରାଯାଇଛି, ସେମାନଙ୍କର ରିପୋର୍ଟ…