Latest Odisha News

BREAKING NEWS

ସୋସିଆଲ ମିଡିଆର ଶକ୍ତି: ବିବାଦ ବଢ଼ିବା ପରେ ବିଜ୍ଞାପନ ଭିଡିଓକୁ ଡିଲିଟ କଲା ତନିଷ୍କ

ନୂଆଦିଲ୍ଲୀ: ଟାଇଟନ ଗ୍ରୁପର ଗହଣା ବ୍ରାଣ୍ଡ ତନିଷ୍କ ଶେଷରେ ସୋସିଆଲ ମିଡିଆ ଶକ୍ତି ପାଖରେ ହାର ମାନିଛି । ବିବାଦୀୟ ବିଜ୍ଞାପନ ନେଇ ବୟକଟ ତନିଷ୍କ ଟ୍ରେଣ୍ଡ ଧରିବା ପରେ ଶେଷରେ ଏହି ଭିଡିଓକୁ ଡିଲିଟ କରିଛି । ଏହି ବିଜ୍ଞାପନ ଭିଡିଓରେ ଜଣେ ହିନ୍ଦୁ ଧର୍ମର ଝିଅ ମୁସଲମାନ ଘରେ ବୋହୂ ହୋଇଛି ।…

[ଭାଇରାଲ୍ ଭିଡିଓ] ବିଚ୍ ରାସ୍ତାରେ ଲୋମଟାଙ୍କୁରା ମାଡ !

ମଧ୍ୟପ୍ରଦେଶ: ବିଚ୍ ରାସ୍ତାରେ ଜଙ୍ଗଲରାଜ । ଦୁର୍ଘଟଣା ପାଇଁ ମରଣାନ୍ତକ ଆକ୍ରମଣ । ସବୁ ଦେଖି ଶୁଣି ଦେଖଣାହାରୀ ସାଜିଥିଲେ ସାଧାରଣ ଜନତା । ହେଲେ ସୋସିଆଲ ମିଡିଆରେ ଏହି ଭିଡିଓଟି ଏବେ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓକୁ ଯେ କେହି ବି ଦେଖିଛନ୍ତି, ଭୟରେ ତାଙ୍କ ଦେହ ଶୀତେଇ ଉଠିଛି ।…

ନୂଆ ଅବତାରରେ ଅନୁପ ଜଲୋଟା; ଦେଖନ୍ତୁ ଫୋଟୋ

ନୂଆଦିଲ୍ଲୀ: ଭକ୍ତ ଗୀତ ଗାଇବା ପାଇଁ ବେଶ୍ ଜଣାଶୁଣା ଗାୟକ ଅନୁପ ଜଲୋଟାଙ୍କୁ ନୂଆ ଅବତାରରେ ଦେଖିବାକୁ ମିଳିଛି । ବର୍ତ୍ତମାନ ସେ ରାପ ଗୀତ ଗାଇବାକୁ ସଜ ହେଲେଣି । ମଙ୍ଗଳବାର ଦିନ ୬୭ ବର୍ଷିୟା ଗାୟକ ତାଙ୍କ ସହଯୋଗୀ ଜସଲିନ୍ ମଥାରୁଙ୍କ ସହ ତାଙ୍କର ଆଗାମୀ ଚଳଚ୍ଚିତ୍ର "ୱୋ ମେରୀ ଷ୍ଟୁଡେଣ୍ଟ…

ହାଇଦ୍ରାବାଦ ସମ୍ମୁଖରେ ୧୬୮ ରନର ଲକ୍ଷ୍ୟ

ଦୁବାଇ:ଇଣ୍ଡିଆନ ପ୍ରିମିୟର ଲିଗରେ ମଙ୍ଗଳବାର ଅନୁଷ୍ଠିତ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍‌ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ଉଇକେଟ ବିନିମୟରେ ୧୬୭ ରନ କରିଛି । ଫଳରେ ମ୍ୟାଚରେ ବିଜୟ ହାସଲ ପାଇଁ ସନରାଇଜର୍ସ ହାଇଦ୍ରାବାଦକୁ ୧୬୮ ରନ ଆବଶ୍ୟକ ହେବ । ଚେନ୍ନାଇ ପକ୍ଷରୁ ସାମ୍ କୁରାନ…

ପେନସନ ପାଇଁ ଚାଲିଲେ ୧୮ କିମି!!

କେନ୍ଦୁଝର: ପେନ୍‌ସନ୍‌ ସଂଗ୍ରହ କରିବା ପାଇଁ ଜଣେ ମହିଳା ନିଜ ଶାରୀରିକ ଅକ୍ଷମ ସ୍ୱାମୀଙ୍କୁ ଟ୍ରାଇ ସାଇକେଲରେ ବସାଇ ପ୍ରାୟ ୧୮ କିଲୋମିଟର ରାସ୍ତା ପାର କରିଛନ୍ତି । ସୂଚନାନୁସାରେ,ଚମ୍ପୁଆ ବ୍ଲକ ଅନ୍ତର୍ଗତ ବଡ଼ନଇଁ ଗ୍ରାମର ଶାରୀରିକ ଅକ୍ଷମ ବ୍ୟକ୍ତି ଦୁଲୁଙ୍ଗ ଚାଟମ୍ବା ଏବଂ ତାଙ୍କ ପତ୍ନୀ…

ଶେଷରେ ଘରକୁ ଚେନ୍ନାଇ ରଙ୍ଗରେ ରଙ୍ଗେଇଦେଲେ ଧୋନୀ ପ୍ରଶଂସକ

ମାଡ୍ରାସ:ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସଂସ୍କରଣରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ ଭଲ ପ୍ରଦର୍ଶନ କରୁ ନ ଥିଲେ ମଧ୍ୟ ଏହାର ପ୍ରଶଂସକ କିନ୍ତୁ ଏବେ ବି ବିଶ୍ୱାସ ତୁଟି ନାହିଁ । ତାମିଲନାଡୁର ଗୋପୀ କ୍ରିଷ୍ଣନ ଏବଂ ତାଙ୍କ ପରିବାର ସଦସ୍ୟ ଧୋନୀ ଏବଂ ଚେନ୍ନାଇ…

ଡ଼ିସେମ୍ବର ୧୫ରୁ ବନ୍ଦ ହେବାକୁ ଯାଉଛି ‘ୟାହୁ’

ନୂଆଦିଲ୍ଲୀ: ଏକଦା ଓ୍ବେବ ଦୁନିଆର ବଡ଼ ମେସେଜ ବୋର୍ଡ ସିଷ୍ଟମ ପାଲଟି ଥିବା ୟାହୁ ଆସନ୍ତା ଡିସେମ୍ବର ୧୫ ତାରିଖରୁ ବନ୍ଦ ହେବାକୁ ଯାଉଥିବା ସୂଚନା ମିଳିଛି। ଏନେଇ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି ୨୦୧୭ ମସିହାରେ ୟାହୁକୁ କିଣିଥିବା ବେରିଜୋନ୍‌। ୟାହୁ ଗ୍ରୁପ୍ ବିଗତ କିଛି ବର୍ଷ ହେବ…

ରୋନାଲ୍ଡୋ କରୋନା ସଂକ୍ରମିତ

ଲିସବନ:ପର୍ତୁଗାଲର ମହାନ ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ରୋନାଲ୍ଡୋ ନିଜର କୋଭିଡ-୧୯ ଟେଷ୍ଟ କରାଇଥିଲେ । ମଙ୍ଗଳବାର ରିପୋର୍ଟରେ ସେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଏବେ ସେ ୧୪ ଦିନ କ୍ୱାରେଂଟାଇନରେ…

ଆସନ୍ତୁ ଜାଣିବା କଣ ପାଇଁ ସଲମାନ ଓ ପ୍ରଭୂଦେବା ଦକ୍ଷିଣ କୋରିଆରୁ ଷ୍ଟଂଟମ୍ୟାନ କ୍ୱୋନ ତାଇଙ୍କୁ ଆଣିଲେ

ମୁମ୍ବାଇ:ରାଧେ ଫିଲ୍ମ ଶୁଟିଂ ଲକଡାଉନ ଯୋଗୁ ପ୍ରାୟ ୭ ମାସ ବନ୍ଦ ରହିଥିଲା । ଭାଇଜାନ ସଲମାନ ଖାଁ ଏବେ ଏହାର ଶୁଟିଂ ଜୋରସୋରରେ ଆରମ୍ଭ କରି ଦେଇଛନ୍ତି । ଏହି ବିଗ ବଜେଟ ଫିଲ୍ମର ଆକ୍ସନ ଦୃଶ୍ୟ ପାଇଁ ଦକ୍ଷିଣ କୋରିଆରୁ ଷ୍ଟଂଟମ୍ୟାନ ତଥା ଫାଇଟ ମାଷ୍ଟର କ୍ୱୋନ ତାଇଙ୍କୁ ଅଣାଯାଇଛି । ପୂର୍ବରୁ ସେ…

ପାର୍ବଣ ଋତୁରେ ଗଡିବ ୧୯୬ ଯୋଡ଼ା ଟ୍ରେନ୍; ଜାଣନ୍ତୁ ସବିଶେଷ ତଥ୍ୟ

ଭୁବନେଶ୍ୱର: ରେଳ ମନ୍ତ୍ରଣାଳୟ ପକ୍ଷରୁ ପାର୍ବଣ ଋତୁରେ ୧୯୬ ଯୋଡା ଟ୍ରେନ୍ ଚଳାଚଳ କରିବା ନେଇ ଘୋଷଣା କରାଯାଇଛି। ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଖୁସି ଦେଖାଦେଇଛି। ଜୋନାଲ ରେଲୱେର ଏହି ପ୍ରସ୍ତାବକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ ଦିଆଯାଇଥିବା ନେଇ ଜଣେ ଅଧିକାରୀ କହିଛନ୍ତି। ଏନେଇ…