Latest Odisha News

BREAKING NEWS

ଜମ୍ମୁ-କାଶ୍ମୀର: ଆତଙ୍କବାଦୀ ଆକ୍ରମଣରେ ସହିଦ ହେଲେ ଓଡିଆ ଯବାନ

ଭୁବନେଶ୍ୱର : ଜମ୍ମୁ-କାଶ୍ମୀର ଅନ୍ତର୍ଗତ ଅନନ୍ତନାଗ ଜିଲ୍ଲାରେ ସୋମବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଘଟିଥିବା ଗୁଳି ବିନିମୟରେ ଜଣେ ଓଡିଆ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନଙ୍କ ନାମ ଅଜିତ ସାହୁ ଏବଂ ତାଙ୍କ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ…

କାଳବୈଶାଖୀ ଆଶଙ୍କା: ୭ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୭ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ ରାୟଗଡା, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ,…

ବିଜେପି ସାଂସଦ ଓମ୍ ବିର୍ଲା ହେବେ ଲୋକସଭା ବାଚସ୍ପତି

ନୂଆଦିଲ୍ଲୀ : ବିଜେପି ସାଂସଦ ଓମ୍ ବିର୍ଲା ସପ୍ତଦଶ ଲୋକସଭାର ଆଗାମୀ ବାଚସ୍ପତି ହୋଇପାରନ୍ତି ବୋଲି ସୂଚନା ମିଳିଛି । ଶ୍ରୀଯୁକ୍ତ ବିର୍ଲା ରାଜସ୍ଥାନର କୋଟାରୁ ୨ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ଏହାବ୍ୟତୀତ ସେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅତି ଘନିଷ୍ଠ ବୋଲି ସୁତ୍ରରୁ…

ମଧ୍ୟାହ୍ନର ମେଘ

ମଧ୍ୟାହ୍ନର ମେଘ ପ୍ରତାପ ବିଶ୍ୱାଳ ତାକୁ ଆଉ କିଛି ପଚାରନ୍ତୁ ନାହିଁ । ନୀରବତା ଏବେ ତାର ଅବଲମ୍ବନ । ମୌନତା ଶିଖି ନେଇଛି ସେ କେଉଁ ପାହାଡ଼ଠାରୁ । ନିଜେ ସେ ଭାଂଗି ଦେଇଛି ତା ବାଇଚଢେ଼ଇର ବସା । ସଂପର୍କ ଫେଣାର ଟୋପି ଟୋପି ସାଇତା ମହୁ ଆଜି ଶୂନ୍ୟ । ଜୀବନ ଲାଗୁଛି ଖାଁ-ଖାଁ । ଆଉ କାହାକୁ…

ଆଜିଠୁ ଅଲାରନାଥଙ୍କ ଦର୍ଶନ ଆରମ୍ଭ

ବ୍ରହ୍ମଗିରି : ପୁରୀସ୍ଥିତ ବ୍ରହ୍ମଗିରିର ଅଲାରନାଥ ପୀଠରେ ମଙ୍ଗଳବାର ଦିନଠାରୁ ଦର୍ଶନ ଆରମ୍ଭ ହୋଇଛି । ଫଳରେ ଏହି ଭଗବାନଙ୍କ ଅଶସର ଦର୍ଶନ ପାଇଁ ଭକ୍ତଙ୍କ ଗହଳୀ ଜମିବାରେ ଲାଗିଛି । ସୋମବାର ଦିନ ଆୟୋଜିତ ହୋଇଥିବା ସ୍ନାନପୂର୍ଣ୍ଣିମାରେ ଚତୁର୍ଦ୍ଧା ମୂର୍ତ୍ତି ଅତ୍ୟଧିକ ଗାଧୋଇବା ଫଳରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ ତା ୧୮-୦୬-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁନ ତା ୧୮ ରିଖ ମଙ୍ଗଳବାର ମିଥୁନ ୦୪ ଦିନ ଆଷାଢ ମାସ କୃଷ୍ଣ ପକ୍ଷ ପ୍ରତିପଦା ତିଥି ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ ବାର-: ମକର ରାଶିର ଘାତ…

ବେଙ୍ଗାଲୁରୁ ଶ୍ରୀଜଗନ୍ନାଥ ମନ୍ଦିରରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା

ବେଙ୍ଗାଲୁରୁ: କର୍ଣ୍ଟାଟକ ରାଜଧାନୀ ବେଙ୍ଗାଲୁରୁରେ ରହିଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ମହାସମାରୋହରେ ପାଳିତ ହୋଇଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ବେଙ୍ଗାଲୁରୁରେ ରହିଥିବା ହଜାର ହଜାର ସଂଖ୍ୟାରେ ଓଡ଼ିଆ ଶ୍ରଦ୍ଦାଳୁଙ୍କ ଦ୍ୱାରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ପାଳିତ ହୋଇଯାଇଛି…

ଆମେରିକାର କାଲିଫୋର୍ଣ୍ଣିଆରେ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ପାଳିତ

ଫ୍ରୀମଣ୍ଟ: ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଜଗତର ନାଥ, ସେ ହେଉଛନ୍ତି ସମଗ୍ର ବିଶ୍ୱର ଦେବତା । ଦେଶ ବିଦେଶରେ ମହାପ୍ରଭୁ ପୂଜିତ ହେଉଥିବା ବେଳେ ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ତାଙ୍କୁ ଧନୀ ହୁଅନ୍ତୁ ବା ଗରିବ ହୁଅନ୍ତୁ ସମସ୍ତେ ଭକ୍ତିର ସହକାରେ ପୂଜା କରିଥାଆନ୍ତି । ଓଡ଼ିଶାର ନୀଳାଚଳ…

ସୂଚ୍ୟଗ୍ରେ ମେଦିନୀ

ସୂଚ୍ୟଗ୍ରେ ମେଦିନୀ ହୃଷୀକେଶ ମହାରଣା ରାତି ଆସି ୧୧ ଟା ହେଲାଣି, ଅନିରୁଦ୍ଧ ଏଯାଏଁ କାମରୁ ଫେରିନି । ଘରେ ଏକୁଟିଆ ରତନୀ କଣ କରୁଥିବ କେଜାଣି । ଅନିରୁଦ୍ଧ ନଫେରିବା ଯାଏ ତୁଣ୍ଡରେ ଦାନା ଦିଏ ନାହିଁ । ହାତୁଡି ପିଟିପିଟି ହାତରୁ ପରସ୍ତେ ଚମଡା ଉଠିଗଲାଣି । ସାଇକେଲ ହେଣ୍ଡେଲ ଧରିବାକୁ ବଳ…

ଶ୍ରୀବଳଦେବ ଜୀଉଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଘୋଷଣା କଲେ ୨କୋଟି ଟଙ୍କାର ପ୍ରକଳ୍ପ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ କେନ୍ଦ୍ରାପଡ଼ା ଗସ୍ତରେ ଯାଇ ଶ୍ରୀ ବଳଦେବ ଜୀଉଙ୍କ ଦର୍ଶନ କରିଛନ୍ତି । ଆଜି ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀଜୀଉମାନେ ସ୍ନାନମଣ୍ଡପରେ ପୂଜା ପାଉଛନ୍ତି । ମୁଖ୍ୟମନ୍ତ୍ରୀ ସ୍ନାନ ମଣ୍ଡପରେ ଠାକୁରମାନଙ୍କୁ ଦର୍ଶନ କରିଥିଲେ ।…