Latest Odisha News

BREAKING NEWS

କରୋନାରେ ଆଖି ବୁଜିଲେ ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀ

ଭୁବନେଶ୍ୱର: ଦିଂବଗତ ବିଜେଡି ନେତା ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କର କରୋନାରେ ଦେହାନ୍ତ ହୋଇଛି । ୬୪ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁବରଣ କରିଛନ୍ତି । ଏନେଇ ତାଙ୍କ ପୁଅ ଶାକ୍ୟ ପ୍ରତାପ ସୂଚନା ଦେଇଛନ୍ତି । ନିକଟରେ କରୋନା ସଂକ୍ରମିତ ହୋଇଥିଲେ ପ୍ରଣୟ ମହାରଥୀ ।…

କବିତା : ଦେଶ

ଭବାନୀ ଭୂୟାଁ    ଏ ମାଟି ତୋର ଏ ଆକାଶ ତୋର ପାଣି ତୋର ପବନ ବି ତୋର । ଏ ଜଙ୍ଗଲ ତୋର ଏ ପାହାଡ଼ ବି ତୋର । କିଏ କହିଲା ତୋର ଦେଶ ନାହିଁ ? ଦେଶ ଖଣ୍ଡେ ମାଟି ନୁହେଁ କି , ନାଲି ନେଳି ଗାରଟଣା ସୀମାରେଖା ନୁହେଁ । ଯିଏ ଯେତେବେଳେ ପାରିବ ତୋତେ ଉତଖାତ କରିବ । ତୋ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୩୦-୫-୨୦୨୧ ରବିବାର ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ମଇ ତା ୩୦ ରିଖ ରବିବାର ବୃଷ ୧୬ ଦିନ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥି ଉତ୍ତରାଷାଢା ନକ୍ଷତ୍ର ମକର ଚନ୍ଦ୍ର ଘାତ ବାର-: ମେଷ ଘାତ ଚନ୍ଦ୍ର-: ସିଂହ ରାଶି…

ଘାଟିରେ ଓଲଟିଲା ଆମ୍ବୁଲାନ୍ସ

ଉଦଳା : ରୋଗୀ ଆଣିବାକୁ ଯାଉଥିବା ବେଳେ ଓଲଟିଲା ଆମ୍ବୁଲାନ୍ସ । ଶନିବାର ଦିନ ଠାକୁରମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ରୋଗୀ ଆଣିବାକୁ ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସ ଶରତ ଘାଟିରେ ଓଲଟି ପଡ଼ିଛି ।ଗାଡ଼ିରେ ଥିବା ଡ୍ରାଇଭର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବାର ଜଣାପଡିଛି।…

ଉପହାସ ନୁହେଁ, କରୋନାରୁ ବର୍ତ୍ତିବା ପାଇଁ ଅଭିନବ ଉପାୟ

ଭୁବନେଶ୍ୱର: କରୋନା ମହାମାରୀର ଦ୍ୱିତୀୟ ଲହର ସହ ଲଢୁଛି ଭାରତ । ଅନେକ ଲୋକ ସଂକ୍ରମଣରୁ ବର୍ତ୍ତିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ହେଲେ ନିକଟରେ ଏକ ଦେଶୀ ଯୁଗାଡ ସୋସିଆଲ୍ ମିଡିଆରେ ଖୁବ ଚର୍ଚ୍ଚା ସାଉଣ୍ଟିଛି । #ଦେଶୀଯୁଗାଡ କରୋନାରୁ ବର୍ତ୍ତିବା ପାଇଁ ଅଭିନବ ଉପାୟ…

ଦଶୀପୁର ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷିତ

କଙ୍କଡାହାଡ଼: ଦଶୀପୁର ୭ ଦିନ ପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷିତ । ଢେଙ୍କାନାଳ କଙ୍କଡାହାଡ଼ ବ୍ଲକ ପ୍ରଶାସନ ତରଫରୁ ଦଶୀପୁର ଜୁନ ମାସ ୪ ତାରିଖ ସକାଳ ୭ ପର୍ଯ୍ୟନ୍ତ ୭ ଦିନ ପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରଯାଇଛି । କରୋନା ମହାମାରୀ ଏବେ ଗାଁ ମୁହାଁ ହୋଇଛି । ପ୍ରତିଦିନ…

କରୋନାରେ ଅନାଥ ହୋଇଥିବା ପିଲାଙ୍କୁ ମିଳିବ ୧୦ ଲକ୍ଷ ଟଙ୍କାର ସହାୟତା

ନୂଆଦିଲ୍ଲୀ : କରୋନାରେ ଅନାଥ ହୋଇଥିବା ଶିଶୁଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । କରୋନାରେ ଉଭୟ ବାପା-ମା’ଙ୍କୁ ହରାଇଥିବା କିମ୍ବା ଅଭିଭାବକଙ୍କୁ ହରାଇଥିବା ପିଲାଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ । ଏଥିସହ ମାଗଣା ସ୍ବାସ୍ଥ୍ୟ ବୀମା ଓ ଶିକ୍ଷା ସୁବିଧା ଘୋଷଣା କରିଛନ୍ତି କେନ୍ଦ୍ର…

ମହାମାରୀ ସମୟରେ ମନ ଜିଣୁଛନ୍ତି ବର୍ଷା…

ଭୁବନେଶ୍ୱର : ମହାମାରୀ ସମୟରେ ମନ ଜିଣୁଛନ୍ତି ବର୍ଷା । ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କୋଭିଡ ଗାଇଡ଼ଲାଇନ ପାଳନ କରି  ଗରିବ ଲୋକଙ୍କୁ ସହାୟତା ପ୍ରଦାନ କରୁଛନ୍ତି । ଏ ନେଇ ଗରିବ ଲୋକମାନଙ୍କୁ ସହାୟତା କରିବା ପାଇଁ ସୋସିଆଲ ମିଡିଆରେ ସମସ୍ତଙ୍କୁ ଅନୁରୋଧ କରୁଛନ୍ତି । ବସ୍ତି ସବୁ…

ଡାକ୍ତର ଦମ୍ପତ୍ତିଙ୍କୁ ବିଚ୍ ରାସ୍ତାରେ ନିର୍ମମ ହତ୍ୟା, ଦେଖନ୍ତୁ ଭିଡ଼ିଓ

ରାଜସ୍ଥାନ: କରୋନା ମହାମାରୀ ସମୟରେ ଭରତପୁର ଜିଲ୍ଲାରେ ଡାକ୍ତର ଦମ୍ପତ୍ତିଙ୍କ ମୃତ୍ୟୁ । କରୋନା ସଂକ୍ରମଣ ନୁହେଁ ବରଂ ବିଚ୍ ରାସ୍ତାରେ ଦୁଇ ଅଜଣା ଆତତାୟୀ ସାଜିଥିଲେ ତାଙ୍କ ହତ୍ୟାକାରୀ । ଏହି ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଅନ୍ୟପଟେ ହତ୍ୟା ଅଭିଯୁକ୍ତଙ୍କୁ ଗିରଫ କରିବାରେ…

ମହାମାରୀ ଓ ବିପର୍ଯ୍ୟୟ ମୁକାବିଲା ନେଇ ସଙ୍କଳ୍ପ ପାରିତ

ଭୁବନେଶ୍ବର : ମହାମାରୀ ଓ ବିପର୍ଯ୍ୟୟ ମୁକାବିଲା ନେଇ ସଙ୍କଳ୍ପ ପାରିତ ହୋଇଛି । ଆଜି ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ ଏହି ସଙ୍କଳ୍ପ ପାରିତ ହୋଇଛି । ଏହାସହ ଆହୁରି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସଙ୍କଳ୍ପ ପାରିତ ହୋଇଛି । ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶାର ଦକ୍ଷତା ସଂପର୍କରେ ସାରା…