Latest Odisha News

ଓଡିଶା ଉପକୂଳରୁ ହାଇପରସୋନିକ ଡେମନଷ୍ଟ୍ରେଟର ଭେହିକିଲର ସଫଳ ପରୀକ୍ଷଣ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରର ଆଇଟିଆରରୁ ବୁଧବାର ଦିନ ହାଇପରସୋନିକ ଟେକ୍ନୋଲୋଜି ଡେମୋନଷ୍ଟ୍ରେଟର ଭେହିକିଲ୍ (ଏଚଏସଟିଡିଭି)ର ସଫଳ ପରୀକ୍ଷଣ ହୋଇଛି । ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥାନ (ଡିଆରଡ଼ିଓ)ର ବରିଷ୍ଠ ବୈଜ୍ଞାନିକ ତଥା ପ୍ରତିରକ୍ଷା ସଚିବଙ୍କ ଉପସ୍ଥିତିରେ ସକାଳ…

ଜାତୀୟ କରାଟେ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଲେ ଓଡିଶାର ଭାଲେନା ଭାଲେଣ୍ଟିନା

ଭୁବନେଶ୍ୱର : ଚେନ୍ନାଇରେ ଆୟୋଜିତ ସିନିୟର୍ ନ୍ୟାସନାଲ୍ କରାଟେ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି ଓଡିଶାର ଭାଲେନା ଭାଲେଣ୍ଟିନା । ଯାହା ରାଜ୍ୟ ପାଇଁ ପୁଣିଥରେ ଗୌରବ ଆଣିଦେଇଛି । ଜାତୀୟ ସ୍ତରର ଇଭେଣ୍ଟରେ ଏହା ତାଙ୍କର ୧୦ମ ସ୍ୱର୍ଣ୍ଣ ପଦକ ବୋଲି ସୂଚନା ମିଳିଛି । ସେ ନିଜର…

ଜୁନ୍ ୧୭-୧୮ରେ ପ୍ରକାଶ ପାଇବ +୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର : ଆସନ୍ତା ଜୁନ୍ ୧୭-୧୮ ତାରିଖ ମଧ୍ୟରେ ଯୁକ୍ତ ୨ କଳା ଓ ବାଣିଜ୍ୟ ବିଷୟର ରେଜଲ୍ଟ ପ୍ରକାଶ ପାଇବ ବୋଲି ବୁଧବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ପ୍ରଦାନ କରିଛନ୍ତି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ଏହି ପରୀକ୍ଷା ପରିଚାଳିତ…

ବାତ୍ୟା ବାୟୁ: ଦୁର୍ବିପାକ ପରିଚାଳନା ନେଇ ଓଡିଶାର ପରାମର୍ଶ ଲୋଡିଲା ଗୁଜୁରାଟ

ଭୁବନେଶ୍ୱର : ଭୟଙ୍କର ସାମୁଦ୍ରିକ ଝଡ ‘ବାୟୁ’ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଗୁଜୁରାଟ ଉପକୂଳରେ ମାଡ ହେବାକୁ ଥିବାବେଳେ ଏହାର ମୁକାବିଲା କରିବା ପାଇଁ ଓଡିଶା ସରକାରଙ୍କ ସହାୟତା ଲୋଡିଛି ଗୁଜୁରାଟ । ଏନେଇ ଗୁଜୁରାଟର ମୁଖ୍ୟ ଶାସନ ସଚିବ ଜେଏନ୍ ସିଂହ ବୁଧବାର ଦିନ ଓଡିଶାର ମୁଖ୍ୟ ଶାସନ ସଚିବ…

ନୀଳଗିରିରେ ପଶିଲେ ଝାଡଖଣ୍ଡୀ ହାତୀପଲ

ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରିର ଦୁର୍ଗାଦେବୀ ଅଞ୍ଚଳ ଦେଇ ବୁଧବାର ଦିନ କିଛି ଝାଡଖଣ୍ଡୀ ହାତୀପଲ କୁଲଡିହା ଅଭୟାରଣ୍ୟ ଅନ୍ତର୍ଗତ ତିନିକୋଶିଆ ବନ ଖଣ୍ଡରେ ପ୍ରବେଶ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଏହି ହାତୀପଲରେ ୩୬ଟି ବଡ ହାତୀ ରହିଥିବାବେଳେ ୫ଟି ଛୁଆ ହାତୀ ଥିବାନେଇ…

ଓଡ଼ିଶାର ଏହିସବୁ ବେଳାଭୂମିରେ ଖରାଦିନର ମଜ୍ଜା ନିଅନ୍ତୁ…

ଭୁବନେଶ୍ୱର: ବ୍ୟସ୍ତ ବହୁଳ ଜୀବନରୁ ଟିକେ ବ୍ରେକ୍ । ଆଉ ବୁଲିବା ପାଇଁ ହିଲ୍ ଷ୍ଟେସନ କିମ୍ବା ସମୁଦ୍ର କୂଳ । ପ୍ରାକୃତିକ ଶୋଭାରାଜିରେ ଭରପୁର ଓଡିଶା । ଯେତିକି ପୁରୁଣା ଏହାର ଐତିହ ଓ ସଂସ୍କୃତି ସେତିକି ସୁନ୍ଦର ଏହାର ପରିବେଶ । ଯଦି ଆପଣ ପ୍ରକୃତିକୁ ଭଲ ପାଆନ୍ତି ତେବେ ଓଡିଶା ହିଁ ଆପଣଙ୍କ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ ତା ୧୨-୦୬-୨୦୧୯ ବୁଧବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁନ ତା ୧୨ ରିଖ ବୁଧବାର ବୃଷ ୨୯ଦିନ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ହସ୍ତା ନକ୍ଷତ୍ର କନ୍ୟା ଚନ୍ଦ୍ର କର୍କଟ ରାଶିର ଘାତ ବାର ବୃଷ ରାଶି…

ଅରୁନ୍ଧତୀ

ଅରୁନ୍ଧତୀ ଦେବବ୍ରତ ମଦନରାୟ ଏଭଳି ଦୃଶ୍ୟଟେ ମୋ’ ପାଇଁ ଅପେକ୍ଷା କରିଥିବ, ତାହା ଆଶା କରି ନଥିଲି । ଚିନ୍ତିତ ଓ ବ୍ୟଥିତ ହୋଇ ବସିଚି ସୋଫାରେ ଅରୁନ୍ଧତୀ । ତା’ ଜୀବନରେ ଯାହା ଘଟିଚି, ତାହା ସେତେ ଗୁରୁତ୍ୱପୂର୍ଣ୍ଣ ହୋଇ ନପାରେ ମୋ’ ପାଇଁ । ମୁଁ ଜଣେ ଗାଳ୍ପିକ। ଅନେକ ଚରିତ୍ରକୁ ନେଇ ଲେଖିଚି…

କଥା ଏତିକି ମାତ୍ର

କଥା ଏତିକି ମାତ୍ର ମମତା ଦାଶ କେତେ ସହଜରେ ଟ୍ରକ ଡାଲାରେ ଲଦା ହେଇଗଲା ସବୁ ପଦାର୍ଥ, ଅପଦାର୍ଥ ମୋର, ସ୍ମୃତି, ସ୍ମୃତିହୀନତା ମୋର, ଏତେଗୁଡ଼ାଏ ମାସ, ବର୍ଷ, ଦିବସ ମୋର ଏତେଗୁଡ଼ାଏ ଘଟଣା ଅଘଟଣର ଇତିହାସ ବି ସେମାନେ ପହଂଚିବା ବେଳକୁ ମୁଁ ଆଉ ନଥିବି ଘରଟି ବି ଉଭେଇ ଯାଇଥିବ…

ମାଟିର ମଣିଷ ମନୁଆ ପାଢ଼ୀ

ମାଟିର ମଣିଷ ମନୁଆ ପାଢ଼ୀ ବିନୟ ଭୂଷଣ ପାଣିଗ୍ରାହୀ ପାଟଣା ସାହି ବଜାର ବିଗତ ଦୁଇ ଦଶନ୍ଧି ଭିତରେ ବଢ଼ିବଢି ଏତେବଡ଼ ହେଇ ଯାଇଛି ଯେ ଗୋଟେ ଛୋଟ ସହରର ଭ୍ରମ ସୃଷ୍ଟି କରୁଛି। ନ'ନମ୍ବର ରାଜ୍ୟ ରାଜପଥ ଉପରେ ହେଇଥିଲେ ମଧ୍ୟ ମଫସଲି ଗ୍ରାମ ପରିବେଷ୍ଟିତ ଏ ଅଞ୍ଚଳ ଦିନେ ଏତେ ବିକଶିତ ହେଇଯିବ ବୋଲି…