Latest Odisha News

BREAKING NEWS

ଆଜି ଦୋଳ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଏଥିପାଇଁ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଏହି ଅବସରରେ ରତ୍ନ ସିଂହାସନରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ସୁନାବେଶ ବା ରାଜରାଜେଶ୍ୱର ବେଶ । ସକାଳ ଧୂପ ପରେ ମହାପ୍ରଭୁଙ୍କ ଠାରେ ପାଟବସ୍ତ୍ର ଲାଗି ହୋଇ ପ୍ରାୟ…

ଭାରତ ପାଇଁ ଅଧିକ ଘାତକ ସାବ୍ୟସ୍ତ ହୋଇପାରେ କରୋନାର ଦ୍ୱିତୀୟ ଲହର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ: ଦେଶକୁ କରୋନାର ଦ୍ୱିତୀୟ ଲହର ଆସି ସାରିଛି । ଶୁକ୍ରବାର ଗୋଟିଏ ଦିନରେ ୬୨ ହଜାରରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ବିଶେଷକରି ମହାରାଷ୍ଟ୍ରରେ କରୋନାର ଦ୍ୱିତୀୟ ଲହରର ସର୍ବାଧିକ ପ୍ରଭାବ ପ୍ରତୀୟ ହେଉଛି । ଏମିତି ନୁହେଁ ଭାରତରେ ପ୍ରଥମ ଥର ଏତେ ସଂକ୍ରମଣ ମାମଲା…

କ୍ରିକେଟର ୟୁସୁଫ୍ ପଠାଣ କରୋନା ସଂକ୍ରମିତ

ଅହମଦାବାଦ: ସଚିନ୍ ତେନ୍ଦୁଲକରଙ୍କ ପରେ ଆଉ ଜଣେ କ୍ରିକେଟରଙ୍କୁ କରୋନା । ଭାରତୀୟ ଦଳର ପୂର୍ବତନ ଖେଳାଳି ୟୁସୁଫ୍ ପଠାଣ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ୟୁସୁଫ୍ ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି । କୋଭିଡ୍ ପଜିଟିଭ୍ ଜଣାପଡ଼ିବା ପରେ ସେ ହୋମ୍ କ୍ୱାରେଣ୍ଟାଇନରେ ଥିବା ସୂଚନା…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ( ତା୨୮-୩-୨୦୨୧ ରବିବାର) ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ମାର୍ଚ୍ଚ ୨୮ ତାରିଖ ରବିବାର ମୀନ ୧୫ ଦିନ ଫାଲଗୁନ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି ଉତ୍ତରାଫାଲଗୁନୀ ନକ୍ଷତ୍ର କନ୍ୟା ଚନ୍ଦ୍ର ଆଜିର ଘାତ ବାର- ମେଷ ରାଶିର ଆଜିର ଘାତ ଚନ୍ଦ୍ର- ବୃଷ ରାଶି ପୁରୁଷ ଓ…

କବିତା : ଫଗୁଣ ଆସିଛି

ସୁପ୍ରିୟା ପଣ୍ଡା  ଫଗୁଣ ଆସିଛି ଫଗୁର ରଙ୍ଗରେ ରଙ୍ଗାଇବ ଚଉଦିଗ ମହକରେ ମନ ମୋହିନେଇ କୁସୁମେ ଭରିବ ରାଗ। କୃଷ୍ଣଚୂଡ଼ାର କମନୀୟ କାନ୍ତି କୋମଳ ପରଷ ବେଶ ଗନ୍ଧ ବାସ ବିନା ମୁଗ୍ଧ କରିବ ରକ୍ତିମ ରଙ୍ଗେ ପଳାଶ। ସୁଗମ ସଙ୍ଗୀତ ସୁଗମିତ କଣ୍ଠେ ଗାଇବ ପ୍ରକୃତି ରାଣୀ ନବ ପଲ୍ଲବ ପ୍ଲାବିତ…

ଆମେ ଜିଉଁଥିବା ଜୀବନ ସବୁଠୁ ବଡ ଗଳ୍ପ : ରୋହିତ କୁମାର ଦାଶ

ଓଡ଼ିଆ ସାହିତ୍ୟ ଆକାଶର ଜଣେ ଉଜ୍ଜ୍ୱଳ ନକ୍ଷତ୍ର ରୋହିତ କୁମାର ଦାଶ । ତାଙ୍କ ସୃଷ୍ଟିର ଦିଗନ୍ତ ମାପି ହୁଏ ନାହିଁ । ତାଙ୍କ ରଚିତ ଗଳ୍ପର ନିଆରା ବିଷୟବସ୍ତୁ ତଥା ଆକର୍ଷଣୀୟ କଥନଶୈଳୀ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖେ ପାଠକଙ୍କୁ । ତାଙ୍କ ରଚିତ ଗଳ୍ପ ଗୁଡ଼ିକ ଆଙ୍ଗିକ ଦୃଷ୍ଟିରୁ  କ୍ଷୁଦ୍ର ଥିଲେ…

ଯାଜପୁରରେ ସାମାଜିକ କର୍ମୀଙ୍କ ଉପରକୁ ବୋମାମାଡ଼

ଯାଜପୁର : ସାମାଜିକ କର୍ମୀଙ୍କ ଉପରକୁ ବୋମାମାଡ଼ । ସାମାଜିକ କର୍ମୀ ସର୍ବେଶ୍ବର ବେହେରାଙ୍କ ଗାଡି ଉପରକୁ ବୋମାମଡ଼ କରିଛନ୍ତି ଦୁର୍ବୃତ୍ତ । ବୋମାମାଡ଼ରେ ସାମାଜିକ କର୍ମୀ ସର୍ବେଶ୍ବର ବେହେରାଙ୍କ ସମେତ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ଯାଜପୁର ଇମାନନଗରେ ଘଟିଛି ଏଭଳି ଘଟଣା ।…

ମ୍ୟାନମାରରେ ସେନାର ନୃଶଂସ ପଣିଆ, ଗୁଳିମାଡରେ ୯୧ ପ୍ରଦର୍ଶନକାରୀଙ୍କ ମୃତ୍ୟୁ

ନାଇପିଟୱା: ମ୍ୟାନମାର ମାଟି ଆଜି ପ୍ରଦର୍ଶନକାରୀଙ୍କ ରକ୍ତରେ ଲାଲ ହୋଇଛି । ଜବରଦସ୍ତ ସରକାର ହାତମୁଠାକୁ ନେଇଥିବା ସେନାର ନୃଶଂସ ପଣିଆ ଚରମସୀମାରେ ପଂହଚିଛି । ସେନାର ଦମନ ନୀତିକୁ ଶାନ୍ତିପୂର୍ଣ୍ଣ ବିରୋଧ କରୁଥିବା ବିକ୍ଷୋଭକାରୀଙ୍କ ଉପରେ ଗୁଳି ଚାଳନା କରାଯାଇଥିଲା । ଏଥିରେ ୯୧ଜଣଙ୍କ…

ନୟାଗଡ଼ ଜଗନ୍ନାଥପ୍ରସାଦ ନିକଟରେ ଓଲଟିଲା ବସ୍, ୧୫ ଆହତ

ନୟାଗଡ଼ : ନୟାଗଡ଼ ଜଗନ୍ନାଥପ୍ରସାଦ ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ ଓଲଟି ପଡ଼ିରୁ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ସେହିପରି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି । ୧୫ ଜଣ ଆହତଙ୍କ ମଧ୍ୟରୁ ୯ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ନୟାଗଡ଼ ଡାକ୍ତରଖାନାରେ…

ଚାଷୀଙ୍କ ହିଂସା ! ବିଚ୍ ରାସ୍ତାରେ ବିଜେପି ବିଧାୟକଙ୍କୁ ମାଡ ମାରିଲେ

ଚଣ୍ଡୀଗଡ: କୃଷି ଆଇନକୁ ବିରୋଧ କରିବା ଆଳରେ କେତେକ ଚାଷୀ ହିଂସାକାଣ୍ଡ କରିବାକୁ ପଛାଉ ନାହାନ୍ତି । ପ୍ରଥମେ ସରକାର, ପରେ ସାଥୀ କୃଷକ ଏବଂ ଧୀରେ ଧୀରେ ସେମାନେ ଜନସାଧାରଣଙ୍କ ବିଶ୍ୱାସ ହରାଉଛନ୍ତି । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଚାଷୀ ବି ହିଂସାକାଣ୍ଡ କରିପାରେ ? ଅମ୍ରିତସରରେ ବିଜେପି…