Latest Odisha News

BREAKING NEWS

କର ବା ମର ମ୍ୟାଚରେ ମୁହାଁମୁହିଁ ହେବେ ଇଣ୍ଡିଆ-ଇଂଲଣ୍ଡ, ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ କରିବେ କୋହଲି

ପୁନେ: ଭାରତ-ଇଂଲଣ୍ଡ ମଧ୍ୟରେ ଆଜି ଖେଳାଯିବ ନିର୍ଣ୍ଣାୟକ ଦିନିକିଆ । ପୁନେରେ ଏହି ମ୍ୟାଚ୍ ଖେଳାଯିବ । ଯିଏ ଜିତିବ ସିଏ ହେବ ସିରିଜ ବିଜେତା । ଉଭୟ ଦଳ ଗୋଟିଏ ଗୋଟଏ ମ୍ୟାଚ୍ ଜିତିଥିବାରୁ ଆଜି ଟକ୍କର ଜୋରଦାର ହେବ ବୋଲି ଆଶା କରାଯାଉଛି । ଦ୍ୱିତୀୟ ଦିନିକିଆରେ ଇଂଲିଶ ବାହିନୀ ବିଶାଳ ସ୍କୋରକୁ…

ପୂଜା ବେଳେ ମୂର୍ତ୍ତି ଖସି ଆହତ ସେବାୟତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବ ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ନିକଟରେ ଥିବା ଉଗ୍ର ନୃସିଂହ ମନ୍ଦିରରେ ମୂର୍ତ୍ତି ଖସି ଆହତ ହୋଇଥିବା ସେବାୟତଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭେଟିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ଆହତ ସେବାୟତ ଜମ୍ବେଶ୍ୱର ମହାପାତ୍ରଙ୍କୁ ତାଙ୍କ ଘରେ ଭେଟିବା ସହ…

ମିଆଁମାରରେ ସେନା ଖେଳିଲା ରକ୍ତର ହୋଲି, ବିକ୍ଷୋଭକାରୀଙ୍କ ଉପରେ ଗୁଳିମାଡ଼ରେ ୧୦୦ରୁ ଅଧିକ ମୃତ

ୟଙ୍ଗୁନ: ମିଆଁମାରରେ ସେନା ଶାସନକୁ ଲୋକଙ୍କ ବିରୋଧ ଜାରି ରହିଛି । ଶନିବାର ଦେଶର ରାଜଧାନୀ ନାୟପିଟାୱରେ ବାର୍ଷିକ ସୈନ୍ୟ ଦିବସରେ ସେନା ପରେଡ୍ କରିଥିଲା । ଆଉ ଆନ୍ଦୋଳନ ଦମନ କରିବାକୁ ଯାଇ ସେନା ୧୦୦ରୁ ଅଧିକ ଲୋକଙ୍କୁ ହତ୍ୟା କରିଛି । ଲୋକଙ୍କ ଆନ୍ଦୋଳନକୁ ଦବାଇବାକୁ ଯାଇ ମିଆଁମାରରେ ଏବେ…

ମନ୍ କି ବାତରେ ଆଜି ହୋଲି ଓ କରୋନା ଉପରେ କହିପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କାୟା ମେଲାଉଛି କରୋନା । ତାସହ ସାରା ଦେଶରେ ଦୋଳ ପୂର୍ଣ୍ଣିମା ଓ ହୋଲି ପାଳନକୁ ଅପେକ୍ଷା କରିଛି ସାରା ଦେଶ । ଏହାରି ଭିତରେ ଆଜି ମନ୍ କି ବାତରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଣ କହିବେ ପ୍ରଧାନମନ୍ତ୍ରୀ ତାଉପର ସମସ୍ତଙ୍କ…

କାର୍ଡିଓଲୋଜି ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ୨ ରୋଗୀ ମୃତ

କାନପୁର: ଉତ୍ତରପ୍ରଦେଶ କାନପୁରରେ କାର୍ଡିଓଲୋଜି ଇନଷ୍ଟିଚ୍ୟୁଟର ଆଇସିୟୁରେ ଭୟାବହ ନିଆଁ ଲାଗିଛି । ଅଗ୍ନିକାଣ୍ଡ ପରେ ଆଇସିୟୁରେ ଥିବା ରୋଗୀଙ୍କୁ ତୁରନ୍ତ ବାହାର କରିଦିଆଯାଇଛି । ୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ରୋଗୀ ତିମାରଦାର ହସ୍ପିଟାଲରେ ଫସି ରହିଥିବା ସୂଚନା…

ଦେଶରେ ପୁଣି ୩୦୦ ପାର କଲା ଦୈନିକ କରୋନା ଡେଥ୍ କେସ୍

ନୂଆଦିଲ୍ଲୀ: ଦେଶରେ ମହାରୂପ ଦେଖାଉଛି ମହାମାରୀ । ବଢୁଛି ଟେଷ୍ଟିଂ, ତାସହ ସଂକ୍ରମିତଙ୍କ ସଂଖ୍ୟା ବି ବଢି ଚାଲିଛି । ଗତ ୨୪ ଘଣ୍ଟାରେ ସାରା ଦେଶରେ ୧୧ଲକ୍ଷ ୮୧ ହଜାର କରୋନା ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୬୨ହଜାର ୭୧୪ ନୂଆ ଆକ୍ରାନ୍ତ । ତେବେ ସବୁଠୁ ଚିନ୍ତାଜନକ ହୋଇଛି ଦୈନିକ…

ହୋଲି ପାଇଁ ସୋମବାର ଅପରାହ୍ଣ ୩ଟା ଯାଏ ଚାଲିବନି ‘ମୋ ବସ୍’

ଭୁବନେଶ୍ୱର: ଆସନ୍ତାକାଲି ସୋମବାର ରଙ୍ଗର ପର୍ବ ହୋଲି । କୋଭିଡ୍ କଟକଣା ମଧ୍ୟରେ ଘରେ ହୋଲି ପାଳନ ନେଇ ସରକାର ନିର୍ଦ୍ଦେଶ ଦେଇଛନ୍ତି । ହୋଲିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ପୂର୍ବାହ୍ନରେ ମୋ ବସ୍ ଗଡ଼ିବ ନାହିଁ । ଏନେଇ କ୍ରୁଟ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।…

ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ନିକଟରେ ଥିବା ଉଗ୍ର ନୃସିଂହ ମନ୍ଦିରରୁ ମୂର୍ତ୍ତି ଖସି ସେବାୟତ ଆହତ

ପୁରୀ: ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ନିକଟରେ ଅଘଟଣ । ଉଗ୍ର ନୃସିଂହ ମନ୍ଦିରରୁ ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି ଖସି ପଡ଼ଥିବା ବେଳେ ଏଥିରେ ଜଣେ ସେବାୟତ ଆହତ ହୋଇଛନ୍ତି । କୁନୁ ମହାପାତ୍ର ନାମକ ଜଣେ ସେବାୟତଙ୍କ ଗୋଡ଼ରେ ଆଘାତ ଲାଗିଛି । ସକାଳେ ମନ୍ଦିରରେ ସେବାୟତ ଜଣଙ୍କ ଉଗ୍ର ନୃସିଂହ ଲୁଗା…

ଟ୍ରାନ୍ସଫର୍ମରକୁ ଧକ୍କା ଦେଲା ମାଛ ବୋଝେଇ ଟ୍ରକ, ୨ ମୃତ

ବ୍ରହ୍ମପୁର: ଟ୍ରାନ୍ସଫର୍ମରରେ ପିଟି ହେଲା ମାଛ ବୋଝେଇ ଟ୍ରକ । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଗାଡ଼ି ଡ୍ରାଇଭର ଓ ସୁପରଭାଇଜର ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ଗୁରୁତର ହୋଇଛନ୍ତି ହେଲପର । ଗଞ୍ଜାମ ଜିଲ୍ଲା ସୁନାପୁର ମେରାଇନ ଥାନା ଅନନ୍ତରାୟପୁରରେ ଗତକାଲି ରାତିରେ ଏହି…

ରାତିରେ ବୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୫ ବଖରା ଘର ଓ ୧୧ ଗୋରୁ ଜୀବନ୍ତ ଦଗ୍ଧ

ଭଦ୍ରକ: ରାତିରେ ଲାଗିଲା ନିଆଁ । ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୧୫ ବଖରା ଘର । ୧୧ ଗୋରୁ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅନ୍ତର୍ଗତ ହେଙ୍ଗୁପତି ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ହୋଇଛି । ଘଟପୁର ମହାଳିକ ସାହିରେ ହଠାତ୍ ନିଆଁ ଲାଗିଥିଲା । ଧୀରେ…