ଓଡିଶାରୁ ସୁସ୍ଥ ହେଲେ ଆଉ ୩୮୧୭ କରୋନା ରୋଗୀ; ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୮୧୭ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ଖୋର୍ଦ୍ଧାରୁ ୯୬୯ ଜଣ, କଟକରୁ ୩୬୮, ବରଗଡ଼ରୁ ୧୫୧ ଜଣ, ବାଲେଶ୍ୱରରୁ ୧୪୬ ଜଣ, ନୂଆପଡ଼ାରୁ ୧୩୫ ଜଣ, ଜଗତସିଂହପୁରରୁ ୧୨୪…