Latest Odisha News

BREAKING NEWS

ମାସ ଶେଷରେ ବିବାହ କରିବେ ସିଙ୍ଗର ନେହା କକ୍କର ?

ମୁମ୍ବାଇ: ପ୍ରେମିକ ହିମାଂଶ କୋହଲିଙ୍କ ସହ ବ୍ରେକ୍‌ଅପ୍ ପରେ ଭାଙ୍ଗିପଡିଥିଲେ ନେହା କକ୍କର । ହେଲେ ନିଜକୁ ସଜାଡି ପୁଣିଥରେ ସେ ସଳଖି ଛିଡାହୋଇଥିଲେ । ସେବେଠୁ ତାଙ୍କ ନୂଆ ପ୍ରେମ କାହାଣୀ ଓ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କେବେ ଓ କାହାକୁ ବିବାହ କରିବେ ନେହା ? ଏହି ପ୍ରଶ୍ନ…

ଏମ୍ସ ଡାକ୍ତର ସୁଧୀର ଗୁପ୍ତାଙ୍କ ଅଡିଓ ଟେପ୍ ଭାଇରାଲ; ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ ହତ୍ୟା!

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଏଯାଏଁ ସମାଧାନ ହୋଇନଥିବା ବେଳେ ଏବେ ଭାଇରାଲ ହେଉଛି ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ଡାକ୍ତର ସୁଧୀର ଗୁପ୍ତାଙ୍କ ଏକ ପୁରୁଣା ଅଡିଓ ଟେପ୍। "ଯେଉଁଥିରେ ସୁଶାନ୍ତ ସିଂଙ୍କୁ ହତ୍ୟା କରାଯାଇଛି ବୋଲି ସେ ପ୍ରକାଶ…

ବାଲେଶ୍ଵରରେ ବନ୍ୟା ପରିସ୍ଥିତି

ବାଲେଶ୍ଵର: ଉପରମୁଣ୍ଡରେ ପ୍ରବଳ ବର୍ଷା ହେତୁ ସୋମବାର ଦିନ ଜାଲକା ନଦୀର ଜଳସ୍ତର ବିପଦ ସଙ୍କେତଠାରୁ ଉପରେ ପ୍ରବାହିତ ହେଉଛି। ଏହାପରେ ବାଲେଶ୍ଵର ଜିଲ୍ଲାରେ ଦୁଇଟି ବ୍ଲକରେ ଆତଙ୍କ ଖେଳିଯାଇଛି। ନଦୀର ବିପଦ ସଂକେତ ସ୍ତର ୫.୫ ରହିଥିବା ବେଳେ ସକାଳ ୯ ଟା ସୁଦ୍ଧା ଏଠାରେ ଜଳସ୍ତର ୬.୨୩…

ଓଜେଇଇ ପରୀକ୍ଷା: ଆଜି ଉପଲବ୍ଧ ହେବ ଆଡମିଟ୍ କାର୍ଡ; ଜାଣନ୍ତୁ କିପରି କରିବେ ଡାଉନଲୋଡ

ଭୁବନେଶ୍ୱର: ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୦ ପାଇଁ ସୋମବାର ଦିନ ଆଡମିଟ୍ କାର୍ଡ ପ୍ରକାଶ ପାଇବ। ଓଜେଇଇ ୨୦୨୦ ପାଇଁ ରେଜିଷ୍ଟର କରିଥିବା ପ୍ରାର୍ଥୀମାନେ ସେମାନଙ୍କର ଆଡମିଟ୍ କାର୍ଡକୁ ଅଫିସିଆଲ୍ ଓ୍ବେବସାଇଟ ojee.nic.in.ରେ ଅନଲାଇନରେ ଡାଉନଲୋଡ୍ କରିପାରିବେ।…

ରିୟା ଚକ୍ରବର୍ତ୍ତୀଙ୍କୁ ଛାଡି ଦିଆଯାଉ: ସ୍ୱରା ଭାସ୍କର

ମୁମ୍ବାଇ: ଦୀର୍ଘ ୪ ମାସ ହେବ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ନେଇ ଚାଲିଥିବା ଦ୍ଵନ୍ଦରେ ଏକ ପ୍ରକାରର ପୂର୍ଣ୍ଣଛେଦ ପକାଇଛି ଏମ୍ସର ଫରେନ୍ସିକ୍ ରିପୋର୍ଟ। ଏହି ଫରେନ୍ସିକ୍ ରିପୋର୍ଟରେ ସୁଶାନ୍ତଙ୍କୁ ହତ୍ୟା କରାଯାଇନଥିବା ସ୍ପଷ୍ଟ ହେବା ପରେ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ…

ଆଜି ୱାର୍ଲଡ ହାବିଟାଟ୍‌ ଡେ; ଜାଣନ୍ତୁ କଣ ଏହାର ଉଦ୍ଦେଶ୍ୟ

ପ୍ରତିବର୍ଷ ଅକ୍ଟୋବର ମାସ ପ୍ରଥମ ସୋମବାର ‘ୱାର୍ଲଡ ହାବିଟାଟ୍ ଡେ’ ବା ବିଶ୍ବ ବାସସ୍ଥାନ ଦିବସ ପାଳନ କରାଯାଏ। ଏହାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ନିରନ୍ତର ବିକାଶ ବିଷୟରେ ଅବଗତ କରାଇବା। ଯାହା ଦ୍ବାରା ପ୍ରତ୍ୟେକ ମାନବ ବସତିର ମୌଳିକ ଅବସ୍ଥା ପୂରଣ ହୋଇପାରିବ। ପ୍ରତିବର୍ଷ ପରି ଏହି…

ମନ୍ତ୍ରୀ ସମୀର ଦାଶ ଓ ବିଧାୟକ ଉମା ସାମନ୍ତରାୟଙ୍କ ନାଁରେ ଏତଲା

ପୁରୀ: କୋଭିଡ ନିୟମ ଉଲ୍ଲଂଘନ ନେଇ ପୁରୀ ସମୁଦ୍ରକୂଳ ଥାନାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ନାଁରେ ଏତଲା ହୋଇଛି । ସେହିପରି ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ନାଁରେ ବି ଏତଲା ହୋଇଛି । ଜଗନ୍ନାଥ ସେନା ପକ୍ଷରୁ ଦୁଇ ଜଣଙ୍କର ନାଁରେ ଏତଲା ଦିଆଯାଇଛି । ଏତଲାରେ ଦର୍ଶାଯାଇଛି ଯେ,…

ଟପ୍ ସିଡ ହାଲେପ ବିଦା: କ୍ୱାର୍ଟରରେ ସ୍ୱିଟେକ, ଏଲିନା

ପ୍ୟାରିସ: ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟର ମହିଳା ବିଭାଗରେ ବଡ ବିପର୍ଯ୍ୟୟ ଘଟିଛି । ଟପସିଡ ରୋମାନିଆର ସିମୋନ ହାଲେପ ୪ର୍ଥ ରାଉଣ୍ଡରେ ପୋଲାଣ୍ଡର ୧୯ ବର୍ଷୀୟ ଇଗା ସ୍ୱିଟେକଙ୍କ ନିକଟରୁ ୬-୧, ୬-୨ ସେଟରେ ପରାଜିତ ହୋଇଛନ୍ତି । ୧୭ ମ୍ୟାଚ ପରେ ହାଲେପ ପରାଜୟର ସ୍ୱାଦ ଚାଖିଛନ୍ତି ।…

ବିଏସ୍‌ଏନ୍‌ଏଲ୍‌ର ଧମାକାଦାର୍‌ ଅଫର୍‌; ମାଗଣାରେ ମିଳିବ ୨୫ ପ୍ରତିଶତ ଡାଟା

ନୂଆଦିଲ୍ଲୀ: ବିଏସ୍‌‌ଏନ୍‌ଏଲ୍‌କୁ ୨୦ ବର୍ଷ ପୂର୍ତ୍ତି ଅବସରରେ କମ୍ପାନୀ ଗ୍ରାହକଙ୍କ ପାଇଁ ଏକ ଆକର୍ଷଣୀୟ ଅଫର୍‌ ଘୋଷଣା କରିଛି। ଅକ୍ଟୋବର ମାସରେ ବିଏସ୍‌ଏନ୍‌ଏଲ୍‌ ଗ୍ରାହକଙ୍କୁ ୨୫ ପ୍ରତିଶତ ଡାଟା ମାଗଣାରେ ପ୍ରଦାନ କରିବ। ଗ୍ରାହକଙ୍କୁ ଉତ୍କୃଷ୍ଟ ସେବା ଯୋଗାଇବା ପାଇଁ ଅନେକ ପ୍ଲାନ୍‌…

JEE ଆଡଭାନ୍ସ ରେଜଲ୍ଟ: ୪୩, ୨୦୪ ପାସ, ଚିରାଗ ଓ କନିଷ୍କା ଟପ୍ପର

ନୂଆଦିଲ୍ଲୀ: ପ୍ରକାଶ ପାଇଲେ ଜେଇଇ ଆଡଭାନ୍ସ ରେଜଲ୍ଟ । ମୋଟ୍ ୧ଲକ୍ଷ ୫୦ ହଜାର ୮୩୮ ଛାତ୍ରଛାତ୍ରୀ ଜେଇଇ ଦେଇଥିଲେ । ପେପର-୧ ଓ ପେପର-୨ରୁ ମୋଟ୍ ୪୩ ହଜାର ୨୦୪ ଜଣ ଜେଇଇ ଆଡଭାନ୍ସରେ କୃତକାର୍ଯ୍ୟ ହୋଇଛନ୍ତି । ଏମାନଙ୍କ ଭିତର ଅଛନ୍ତି ୬ ହଜାର ୭୦୭ ଜଣ ଛାତ୍ରୀ ଓ ୩୬ ହଜାର ୪୯୭ ଛାତ୍ର ।…