Latest Odisha News

BREAKING NEWS

ବିମାନରେ ଶିଶୁ କନ୍ୟାକୁ ଜନ୍ମ ଦେଲେ ଗର୍ଭବତୀ, ଯାତ୍ରା କରୁଥିବା ଡାକ୍ତର କରାଇଲେ ପ୍ରସବ

ଜୟପୁର: ବେଙ୍ଗାଲୁରୁରୁ ଜୟପୁର ଆସୁଥିବା ଏକ ବିମାନରେ ଜଣେ ଗର୍ଭବତୀ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ବିମାନ ଚାଲୁଥିବା ସମୟରେ ସେହି ବିମାନରେ ଯାଉଥିବା ଜଣେ ଡାକ୍ତର ଓ ବିମାନ କର୍ମଚାରୀ ମହିଳାଙ୍କ ପ୍ରସବ କରାଇଛନ୍ତି । ଜୟପୁରରେ ବିମାନ ପହଞ୍ଚିବା ପରେ ମହିଳା ଓ ନବଜାତକୁ ଏକ ଘରୋଇ…

୪ ବଲ୍ ଖେଳି ମ୍ୟାଚ ଜିତିଲା ମୁମ୍ବାଇ

ମୁମ୍ବାଇ: କ୍ରିକେଟ ଅନିଶ୍ଚିତତାର ଖେଳ । ଏହାର ଆଉ ଏକ ପ୍ରମାଣ ବୁଧବାର ଦେଖିବାକୁ ମିଳିଛି । ଚଳିତ ସିନିୟର ମହିଳା ଦିନିକିଆ କ୍ରିକେଟରେ ମୁମ୍ବାଇ ମାତ୍ର ୪ଟି ବଲ ଖେଳି ମ୍ୟାଚରେ ବିଜୟ ହାସଲ କରିଛି । ବିଶ୍ୱାସ ନ ହେଲେ ବି ଏହା ସତ୍ୟ । ପ୍ରଥମେ ବ୍ୟାଟିଂ କରି ନାଗାଲାଣ୍ଡ ଦଳ ୧୭ ରନରେ ଅଲଆଉଟ…

ଘର କିଣିବାକୁ ଘରଣୀଙ୍କୁ ହତ୍ୟା ଅଭିଯୋଗ

ଭୁବନେଶ୍ବର: କିଛି ଦିନ ତଳେ ମାତ୍ର ଦୁଇ ବର୍ଷ ପୂରିଥିଲା ରାଜଧାନୀ ଉପକଣ୍ଠ ବାଲିଅନ୍ତାର ସୁଚିସ୍ମିତାଙ୍କ ବାହାଘରକୁ । ଏବେ ସେ ଥିଲେ ମାତ୍ର ୫ ମାସର ଗର୍ଭବତୀ । କିନ୍ତୁ ଗତକାଲି ତାଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । ବାପଘର ଲୋକେ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ସ୍ୱାମୀ ତାଙ୍କୁ ହତ୍ୟା…

ଏପ୍ରିଲ ୨୬ରେ ଭାରତ ଆସିବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍ 

ନୂଆଦିଲ୍ଲୀ:ଭାରତ ଆସୁଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍ । ଆସନ୍ତା ଏପ୍ରିଲ ୨୬ ତାରିଖରେ ସେ ଭାରତ ଗସ୍ତରେ ଆସିବେ । ବୋରିସଙ୍କର ଏହା ହେଉଛି ପ୍ରଥମ ଅନ୍ତର୍ଜାତୀୟ ଗସ୍ତ ।  ଆସନ୍ତା ମାସରେ ମୁଁ ଭାରତ ଗସ୍ତରେ ଯିବି । ଏଥିପାଇଁ ମୁଁ ବହୁତ ଖୁସି ଅନୁଭବ କରୁଛି ବୋଲି…

ଅପହଞ୍ଚ ଗାଁ ସବୁର ଗପ

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ମଙ୍ଗଳ ଗ୍ରହରେ କଣ ଅଛି ଜାଣିବା ପାଇଁ ଆମେ ଉପଗ୍ରହ ପଠାଇ ସାରିଛୁ । ଓଡ଼ିଶାରେ ପ୍ରତି ଘର ପକ୍କା, ଗାଁ ସବୁ ସଂଯୁକ୍ତ ଓ ବିକାଶ ପଥରେ ବୋଲି ଅନେକ ବିଜ୍ଞାପନ ଖବରକାଗଜରେ ପ୍ରକାଶ ପାଇଛି । ଯାହା ଏକ ରଙ୍ଗୀନ ଚିତ୍ର ଆମ ଆଗରେ…

ବରିଷ୍ଠ ଆଇଏଫ୍‌ଏସ୍ ଶିଶିର ରଥ ନୂଆ ପିସିସିଏଫ୍ ନିଯୁକ୍ତ

ଭୁବନେଶ୍ୱର: ବରିଷ୍ଠ ଆଇଏଫ୍‌ଏସ୍ ଅଧିକାରୀ ଶିଶିର କୁମାର ରଥଙ୍କୁ ରାଜ୍ୟ ସରକାର ନୁଆ ପିସିସିଏଫ୍ ଭାବେ ନିଯୁକ୍ତି ଦେଇଛନ୍ତି । ଏଥିସହିତ ସେ ରାଜ୍ୟ ବନସୁରକ୍ଷା ବଳର ମୁଖ୍ୟ ଦାୟିତ୍ୱ ନିର୍ବାହ କରିବେ । କଟକରେ ଜନ୍ମଗ୍ରହଣ କରିଥିବା ୧୯୮୭ ବ୍ୟାଚର ଏହି ଆଇଏଫ୍‌ଏସ୍ ଅଫିସରଙ୍କୁ ଏହି ପଦବୀକୁ…

କଟକରେ ୱାଟର ସ୍ପୋର୍ଟସ ପାର୍କ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ଓଟିଡିସି ଅଧ୍ୟକ୍ଷା

କଟକ:ୱାଟର ସ୍ପୋର୍ଟସ ପାର୍କ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର । କଟକ ଗସ୍ତରେ ଯାଇ ମାତାମଠ ଠାରେ ଥିବା ଏହି ୱାଟର ସ୍ପୋଟର୍ସର ସମୀକ୍ଷା କରିଛନ୍ତି । ଓଟିଡିସିର ବରିଷ୍ଠ ପଦାଧିକାରୀ ଓ ଇଞ୍ଜିନିୟରମାନେ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ । …

ଆରତୀ କରଙ୍କ ‘ପୁଣ୍ୟାତ୍ମା ଗୋପବନ୍ଧୁ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ପୂର୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀ ମଣ୍ଡଳ ଦ୍ୱାରା ପ୍ରକାଶିତ , ଡ. ଆରତୀ କରଙ୍କ ରଚିତ ପୁଣ୍ୟାତ୍ମା ଗୋପବନ୍ଧୁ ପୁସ୍ତକ ରାଜ ଭବନ ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି। ଏହି ପୁସ୍ତକ ପାଇଁ ରାଜ୍ୟପାଳ ଲେଖିକା ତଥା ନ୍ୟାସୀ ମଣ୍ଡଳର…

ଏପ୍ରିଲ ୯ରେ ରିଲିଜ କରିବ ଫିଲ୍ମ ‘ହେଲୋ ଚାର୍ଲି’

ନୂଆଦିଲ୍ଲୀ: ଜ୍ୟାକି ଶ୍ରଫ ଏବଂ ଆଧାର ଜୈନଙ୍କ ଅଭିନୀତ 'ହେଲୋ ଚାର୍ଲି' ଆମାଜନ ପ୍ରାଇମ ଭିଡିଓରେ ଏପ୍ରିଲ ୯ରେ ରିଲିଜ କରିବ। ଆଜି ଫିଲ୍ମର ଟିଜର ରିଲିଜ କରିଛି। ପଙ୍କଜ ସରସ୍ୱତଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ରିତେଶ ସିଦ୍ଧୱାନୀ ଏବଂ ଫରହାନ ଅଖତରଙ୍କ ଦ୍ୱାରା ନିର୍ମିତ ହେଲୋ ଚାର୍ଲି ଏପ୍ରିଲ…

ମିଗ୍-୨୧ ଦୁର୍ଘଟଣାରେ ଆଇଏଏଫ୍‌ ଗ୍ରୁପ୍ କ୍ୟାପଟେନ୍‌ଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବୁଧବାର ଏୟାରବେସରେ ମିଗ-୨୧ ବିସନ ବିମାନ ଦୁର୍ଘଟଣାରେ ଭାରତୀୟ ବାୟୁସେନାର ଜଣେ ଗ୍ରୁପ୍ କ୍ୟାପଟେନଙ୍କ ମୃତ୍ୟୁ ଘଟିଛି ବୋଲି ଆଇଏଏଫ କହିଛି। ବିମାନଟି ଯୁଦ୍ଧ ତାଲିମ ମିଶନ ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ବୋଲି IAF ଟ୍ୱିଟରରେ କହିଛି। ଏଥିରେ କୁହାଯାଇଛି ଯେ…