Latest Odisha News

BREAKING NEWS

ବ୍ୟଙ୍ଗ : ଟାଇମ ପାସ୍

 ଓଁ ଅଭିଜ୍ଞାନ ସାହୁ କଥା କ'ଣ କି ଏଇ ଗତବର୍ଷ ଲକ ଡାଉନର ଦୁଇ ଦିନ ପୂର୍ବରୁ ଆମ ଶ୍ରୀମତୀଙ୍କ ମୋବାଇଲ ଖରାପ ହୋଇଯାଇଥିଲା । ତାଙ୍କ ଦୁର୍ଯୋଗକୁ ଫୋନ ସଜଡ଼ା ହେବା ପୂର୍ବରୁ ଲକଡାଉନ ଘୋଷଣା ହୋଇଗଲା । ମୋବାଇଲ ପ୍ରିୟ ଘରଣୀ ଏବେ ଦିନ ଯାକ ଖାଲି ରାମ୍ପି ବିଦାରି ହୋଇ କରୋନାର ଚଉଦ ପୁରୁଷ…

ବନ୍ଦ ଘରୁ ବିଜେପି ସାଂସଦଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସଂସଦୀୟ ଦଳ ବୈଠକ ସ୍ଥଗିତ

ନୂଆଦିଲ୍ଲୀ: ବିଜେପି ସାଂସଦଙ୍କ ସନ୍ଦେହଜନକ ମୃତ୍ୟୁ । ବନ୍ଦ ଘରୁ ସନ୍ଦେହଜନକ ଅବସ୍ଥାରେ ବିଜେପି ସାଂସଦଙ୍କ ମୃତଦେହ ମିଳିଛି । ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା କ୍ଷେତ୍ରରୁ ସାଂସଦ ଥିବା ରାମ ସ୍ୱରୂପ ଶର୍ମାଙ୍କ ଦେହାନ୍ତ ହୋଇଛି ।…

ଟିକା ନେଲେ ତେଲୁଗୁ ସୁପରଷ୍ଟାର ନାଗାର୍ଜୁନ ଅକ୍କିନେନି

ନୂଆଦିଲ୍ଲୀ: ତେଲୁଗୁ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ନାଗାର୍ଜୁନ ଅକ୍କିନେନି ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ମଙ୍ଗଳବାର ଦିନ କୋଭାକ୍ସିନ ଟିକା ଗ୍ରହଣ କରିଛନ୍ତି। ସେ ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ପ୍ରଥମ ସୁପରଷ୍ଟାର ଯିଏକି କରୋନା ଟିକାକରଣର ପ୍ରଥମ ଡୋଜ ଗ୍ରହଣ…

୧୨ ବର୍ଷରୁ କମ୍ ବୟସ୍କ ଛୁଆଙ୍କ ଉପରେ ଟିକା ପରୀକ୍ଷଣ ଆରମ୍ଭ କଲା ମଡର୍ଣ୍ଣା

ନ୍ୟୁୟର୍କ: ୬ ମାସରୁ ୧୨ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ କରୋନା ଭ୍ୟାକ୍ସିନ୍ ପରୀକ୍ଷଣ ଆରମ୍ଭ କରିଛି ମଡର୍ଣ୍ଣା । ପ୍ରଥମ ଫାର୍ମା କମ୍ପାନୀ ଭାବେ ଆମେରିକାରେ ମଡର୍ଣ୍ଣା ଛୁଆଙ୍କ ଉପରେ କୋଭିଡ୍ ଭ୍ୟାକ୍ସିନର ପରୀକ୍ଷଣ ଆରମ୍ଭ କରିଛି । ଆମେରିକା ସହ କାନାଡ଼ାରେ ମଧ୍ୟ ମଡର୍ଣ୍ଣା ୬ ହଜାର ୭୫୦ ସୁସ୍ଥ…

ମାଡୁଛି ମହାମାରୀ: ୨୪ ଘଣ୍ଟାରେ ଦେଶରେ ୨୮ହଜାର ପଜିଟିଭ୍, ୧୮୮ ମୃତ

ନୂଆଦିଲ୍ଲୀ: ଦେଶରେ ମହାରୂପ ଦେଖାଇବା ଆରମ୍ଭ କରିଛି ମହାମାରୀ । ପୁଣି ଥରେ କରୋନା ସଂକ୍ରମଣ ଉପରମୁହାଁ ହେଲାଣି । ଗତକାଲି ଅପେକ୍ଷା ଆଜି ଏକାଥରକେ ୪ହଜାର ନୂଆ ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୮ହଜାର ୯୦୩ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା…

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଦିଲୀପ ଗାନ୍ଧୀଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାରତୀୟ ଜନତା ଦଳର ନେତା ଦିଲୀପ ଗାନ୍ଧୀଙ୍କ ବୁଧବାର ଦେହାନ୍ତ ହୋଇଛି। ସେ କରୋନା ସଂକ୍ରମିତ ହୋଇଥିଲେ। ତାଙ୍କୁ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା। ମଙ୍ଗଳବାର ଦିନ ଦିଲୀପ ଗାନ୍ଧୀ କରୋନାଭାଇରସ୍ ରିପୋର୍ଟ ପଜିଟିଭ୍…

ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କୁ ଟିକାକରଣ, ଦିନକୁ ଟିକା ନେବେ ଶହେ ଜଣ

ପୁରୀ: ଆଜିଠୁ ଆରମ୍ଭ ହେଉଛି ଶ୍ରୀମନ୍ଦିର ସେବାୟତଙ୍କୁ ଟିକାକରଣ । ଏଥିପାଇଁ ସ୍ୱତନ୍ତ୍ର ଶିବିରର ଶୁଭାରମ୍ଭ କରାଯିବ । ପ୍ରତିଦିନ ୧୦୦ ଜଣ ସେବାୟତଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ଲୋକନାଥ ରୋଡ୍ ପ୍ରତିହାରୀ ନିଯୋଗଠାରେ ଏହି ଟିକାକରଣ କାର୍ଯ୍ୟକ୍ପମ ଚାଲିବ । ଏହି ଶିବିରକୁ…

ଆଜିଠାରୁ ଭୋପାଳ, ଇନ୍ଦୋରରେ ରାତ୍ରି କର୍ଫ୍ୟୁ ଲାଗୁ

ଭୋପାଳ: ରାଜ୍ୟରେ କୋଭିଡ ମାମଲା ବୃଦ୍ଧି ପାଉଥିବାରୁ ମଧ୍ୟପ୍ରଦେଶ ସରକାର ମଙ୍ଗଳବାର ଦିନ ଭୋପାଳ ଏବଂ ଇନ୍ଦୋର ମ୍ୟୁନିସିପାଲିଟି ଅଞ୍ଚଳରେ ରାତ୍ରି କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାସହିତ ଅନ୍ୟ ଆଠଟି ସହରରେ ରାତି ୧୦ ଟାରେ ଦୋକାନ ବଜାର ବନ୍ଦ କରିବାକୁ ନିର୍ଦ୍ଦେଶ…

ସ୍ପା’ରେ ସିରିଜ ଗୁଳିମାଡ଼, ୮ ଜଣଙ୍କର ମୃତ୍ୟୁ

ଜର୍ଜିଆ(ଆମେରିକା): ଆମେରିକାର ଜର୍ଜିଆରେ ଗୁଳିକାଣ୍ଡ । ତିନିଟି ପୃଥକ ପୃଥକ ସ୍ପା'ରେ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ । ଏଥିରେ ୮ ଜଣ ପ୍ରାଣ ହରାଇଛନ୍ତି । ଏହି ଘଟଣାରେ ଜଣେ ୨୧ ବର୍ଷୀୟ ଯୁବକଙ୍କୁ ପୋଲିସ ହେପାଜତରେ ନେଇଛି । ତାଙ୍କୁ ପଚରାଉଚରା ଚାଲିଛି । ଗତକାଲି ଜର୍ଜିଆର ତିନିଟି…

କୁକୁର ବୁଲାଇବାକୁ କେନ୍ଦ୍ର କରି ବଚସାରୁ ଗୁଳିମାଡ଼

ବ୍ରହ୍ମପୁର: କୁକୁର ବୁଲାଇବାକୁ କେନ୍ଦ୍ର କରି ପ୍ରଥମେ ଝଗଡ଼ା ପରେ ଗୁଳିମାଡ଼ । ମଙ୍ଗଳବାର ବିଳମ୍ବିତ ରାତିରେ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳେ ଏଭଳି ଘଟିଛି । ସୂଚନା ଅନୁସାରେ ବୈଦ୍ୟନାଥପୁର ଥାନା ଖଡ଼ା ସିଂ ଧୋବାସାହିର ଜଣେ ଯୁବକ ରାତିରେ ବାହାରେ କୁକୁରକୁ ବୁଲାଉଥିଲେ । ଯାହାର…