Latest Odisha News

BREAKING NEWS

ରାଜ୍ୟରେ ଆଜି ୧୭ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଶୂନ, ୪ଟି ଜିଲ୍ଲା କରୋନା ମୁକ୍ତ

ଭୁବନେଶ୍ୱର: ଦେଶରେ କରୋନା କେସ୍ ବଢୁଥିଲେ ବି ରାଜ୍ୟରେ ସ୍ଥିତି ନିୟନ୍ତ୍ରଣରେ ରହିଛି । ଗତ ୨୪ ଘଣ୍ଟାରେ ଓଡ଼ିଶାର ୧୭ ଜିଲ୍ଲାରେ କେହି ନୂଆ ସଂକ୍ରମିତ ହୋଇ ନାହାନ୍ତି । ୧୩ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୬୫ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୩୭ ଓ ଲୋକାଲ୍ କଣ୍ଟାକ୍ଟ…

ଜାଲ ନୋଟ୍ କାରବାର ଅଭିଯୋଗରେ ପୂର୍ବତନ ମହିଳା ସରପଞ୍ଚ ଗିରଫ

ହିନ୍ଦୋଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ଜାଲ୍ ନୋଟ୍ କାରବାର । ଗିରଫ ହେଲେ ପୂର୍ବତନ ମହିଳା ସରପଞ୍ଚ । ନରସିଂହପୁର ବନ୍ଧଗୁଡ଼ାର ପୂର୍ବତନ ସରପଞ୍ଚଙ୍କୁ ଜାଲ୍ ନୋଟ କାରବାରରେ ସମ୍ପୃକ୍ତ ଅଭିଯୋଗରେ ଗିରଫ କରିଛି ହିନ୍ଦୋଳ ଥାନା ପୋଲିସ । ହିନ୍ଦୋଳ ବଜାରରେ ଭଡ଼ା ଘରି ରହି ବଜାରରେ ୧୧ ହଜାର…

ସାହି ଭିତରେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ

ପୁରୀ: ଯୁବକଙ୍କୁ ଗୋଡ଼େଇ ଗୋଡ଼ଇ ହାଣିଲେ ଦୁର୍ବୃତ୍ତ । ସାହି ଭିତରେ ମରଣାନ୍ତକ ଆକ୍ରମଣ । ପୁରୀ ବାସେଳିସାହି ଥାନା ମିଶ୍ରସାହିରେ ଏହି ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି…

ଭାରତର ସବୁଠାରୁ ବୟସ୍କ ବ୍ୟକ୍ତି ଭାବେ ଟିକା ନେଲେ ୧୦୭ ବର୍ଷୀୟ ବୃଦ୍ଧ କେୱାଲ କ୍ରିଷନ

ନୂଆଦିଲ୍ଲୀ: ୧୦୭ ବର୍ଷ ବୟସରେ ଭାରତର ବିଧାନସଭା ଡ୍ରାଫ୍ଟ କମିଟିର ଅଂଶ ହୋଇଥିବା କେୱାଲ କ୍ରିଷନ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ସୋମବାର ପ୍ରଥମ ଡୋଜ୍ କୋଭିଡ୍-୧୯ ଟିକା ନେଇଥିବା ଭାରତର ସବୁଠାରୁ ବୟସ୍କ ବ୍ୟକ୍ତି ଭାବେ ଉଭା ହୋଇଛନ୍ତି। ହୃଦ୍‌ରୋଗ ବିଶେଷଜ୍ଞ ଡ. ଅଶୋକ…

ଓଡ଼ିଶାରେ NSG ଟିମ୍: ଆଜି ଲିଙ୍କରାଜ ମନ୍ଦିରରେ ମକଡ୍ରିଲ୍, ୧୮ରେ ଶ୍ରୀମନ୍ଦିରରେ ସୁରକ୍ଷା ଯାଞ୍ଚ

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଛି ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡର (NSG) ପାଞ୍ଚ ଜଣିଆ ଟିମ୍ । ଏଥିରେ ଦୁଇ ଜଣ ଅଧିକାରୀ ଅଛନ୍ତି । ଏହି ଟିମ୍ ଆଜି ଲିଙ୍ଗରାଜ ମନ୍ଦିରରେ ମକ୍ ଡ୍ରିଲ୍ କରିବା କାର୍ଯ୍ୟକ୍ରମ ରହିଛି । ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବ ଏନଏସଜି ଟିମ୍ । କାଲି କୋଣାର୍କରେ ହେବ…

ସମାଜରେ ଅତ୍ୟଧିକ ଭେଦଭାବର ଶିକାର ହେଉଛନ୍ତି କେଶହୀନ ବ୍ୟକ୍ତି

ନୂଆଦିଲ୍ଲୀ: ସାଧାରଣତଃ ଲୋକମାନେ କେଶହୀନ ବ୍ୟକ୍ତିଙ୍କୁ ଏକ ଭିନ୍ନ ଦୃଷ୍ଟିକୋଣରୁ ଦେଖନ୍ତି। ତେବେ ଏହା ପଛର କାରଣ ଜାଣିବା ପାଇଁ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ଆମେରିକାର ୨ ହଜାରରୁ ଅଧିକ ଲୋକଙ୍କ ଉପରେ ଏକ ଅନଲାଇନ୍ ସର୍ଭେ କରିଥିଲା ​​ଏବଂ ଜାଣିବାକୁ ପାଇଲା ଯେ ସମାଜ ଏହି କେଶହୀନ…

ବିଧାନସଭା ଅଚଳ: ଆଜି ବି ଆରମ୍ଭରୁ ହଟ୍ଟଗୋଳ, ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର: ଶାସକ-ବିରୋଧୀ ହଟ୍ଟଗୋଳ ଯୋଗୁ ଧୋଇ ଯାଇଛି ବିଧାନସଭା ତିନିଟି କାର୍ଯ୍ୟ ଦିବସ । ଅଚଳାବସ୍ଥା ହଟୁନି । ବିରୋଧୀ ଓ ଶାସକ ଦଳ ସଦସ୍ୟଙ୍କ ତମ୍ବିତଫାନ ଯୋଗୁ ଚାଲି ପାରୁନି ଗୃହ । ଆଜି ବି ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ହୋଇଛି । ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ…

ଟିକା ନେବା ପରେ କରୋନା ସଂକ୍ରମିତ ହେଲେ ଗୁଜରାଟର ଜଣେ ମନ୍ତ୍ରୀ

ଅହମ୍ମଦାବାଦ: ଟିକା ନେବା ପରେ ଗୁଜରାଟରେ କରୋନା ସଂକ୍ରମିତ ହେଲେ ଜଣେ ମନ୍ତ୍ରୀ । ତାଙ୍କ ନାଁ ଈଶ୍ୱର ସିଂହ ପଟେଲ୍ । ଆଜି ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି । ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମନ୍ତ୍ରୀ ଈଶ୍ୱରସିଂହ ପଟେଲ୍ । ଗତ କିଛି ଦିନ ଭିତରେ ତାଙ୍କ ସମ୍ପର୍କରେ ଆସିଥିବା…

ଭାରତରେ ୨୪ ଘଣ୍ଟାରେ ୨୪ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ, ୨୦ ହଜାର ସୁସ୍ଥ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ମଙ୍ଗଳ ବାର ଦିନ ଏହି ସଂଖ୍ୟା ୧,୧୪,୦୯,୮୩୧କୁ ଛୁଇଁଥିବା ନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

କରୋନାର ନୂଆ ଷ୍ଟ୍ରେନ୍ ଅଧିକ ମାରାତ୍ମକ, ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ଦେଶରେ କରୋନା କାୟା ମାଡ଼ି ମାଡ଼ି ଚାଲିଛି । ଯଦିଓ ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣରେ ରହିଛି, ତଥାପି ସତର୍କତା ନିହାତି ଆବଶ୍ୟକ । ଏବେ ୬ଟି ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ରାଜ୍ୟବାସୀଙ୍କୁ ସତର୍କ କରାଇଛି ସ୍ୱାସ୍ଥ୍ୟ ବିଭାଗ । କରୋନାର ନୂଆ ଷ୍ଟ୍ରେନ୍ ପୂର୍ବ ଅପେକ୍ଷା ଅଧିକ…