ପଦ୍ମଶ୍ରୀ କିଣିବା ଅଭିଯୋଗକୁ ଖଣ୍ଡନ କରି ଏମିତି କହିଥିଲେ ସୈଫ ଅଲ୍ଲୀ ଖାନ୍
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ଙ୍କୁ ୨୦୧୦ ଭାରତର ଚତୁର୍ଥ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହାସହିତ ତାଙ୍କ ଉପରେ ପଦ୍ମଶ୍ରୀ କିଣିବା ଅଭିଯୋଗ ମଧ୍ୟ ହୋଇଥିଲା। ସୈଫ ଅଲି ଖାନ କହିଛନ୍ତି ଯେ ପଦ୍ମଶ୍ରୀ କିଣିବା ଅଭିଯୋଗ ଭୁଲ ଏବଂ ସେ ଭାରତ ସରକାରଙ୍କୁ…