Latest Odisha News

BREAKING NEWS

ଟ୍ରେଣ୍ଡରେ ଏବେ ଗୁଚିର ଏହି ଘାସ ଦାଗ ଲାଗିଥିବା ପ୍ୟାଣ୍ଟ; ଯାହାର ମୂଲ୍ୟ ଜାଣିଲେ ଉଡିଯିବ ହୋସ୍

ନୂଆଦିଲ୍ଲୀ: ନିଜର କ୍ୱାଲିଟି, ନିଆରା ଡିଜାଇନ ଓ ଉପସ୍ଥାପନା ପାଇଁ ବ୍ରାଣ୍ଡେଡ଼ କପଡା ଗୁଡିକ ଅନ୍ୟ ମାନଙ୍କ ଠାରୁ ଭିନ୍ନ ହୋଇଥାଏ । ଅନ୍ୟପଟେ ଟପ୍ ଡିଜାଇନ୍ ଏବଂ ଅତ୍ୟଧିକ ପ୍ରାଇସ୍ ଟ୍ୟାଗ୍ ପାଇଁ ମଧ୍ୟ ସେଗୁଡ଼ିକ ଲୋକପ୍ରିୟ । ଗୁଚି ହେଉଛି ଏହିପରି ଏକ ଆଗଧାଡ଼ିର ବ୍ରାଣ୍ଡ ।…

କରୋନା କାଳର ପ୍ରସିଦ୍ଧ ଶବ୍ଦ । ଜାଣନ୍ତୁ କଣ ଏହି ଶବ୍ଦଗୁଡିକ ।

ନୂଆଦିଲ୍ଲୀ: କରୋନା ମହାମାରୀ କାଳରେ ଅନେକ ନୂତନ ଶବ୍ଦ ଉତ୍ପନ୍ନ ହୋଇଛି । ଯେପରିକି ସାମାଜିକ ଦୂରତା, କଣ୍ଟାକ୍ଟ ଟ୍ରେସିଙ୍ଗ୍ ଭଳି ବିଭିନ୍ନ ଶବ୍ଦ ଏହି ତାଲିକାରେ ଅନ୍ତର୍ଭୁକ୍ତ । ଏଇ ଯେମିତି କୋଭିଡ୍‌-୧୯ ନିର୍ଦ୍ଦେଶାବଳୀକୁ ଅନୁସରଣ କରୁ ନ ଥିବା ଲୋକଙ୍କୁ ‘କୋଭିଡିୟଟ୍‌’ କୁହାଯାଉଛି ।…

ମହିଳା ଚାଷୀ ମୀନତିଙ୍କ ପାଇଁ ନୂଆ ସୁଯୋଗ ଆଣିଦେଲା ରିଲାଏନ୍ସ ଫାଉଣ୍ଡେସନର କୃଷି ପରାମର୍ଶ

ବାଲେଶ୍ୱର: ବାଲିଆପାଳ ପୁରୁଲିଆ ଗାଁର ମହିଳା ଚାଷୀ ମୀନତି ପ୍ରଧାନ । ପ୍ରାୟ ଦୁଇ ଏକର ଜମିରେ ଖରିଫ ଋତୁରେ ଧାନ ଓ ରବି ଋତୁରେ ବାଦାମ ଓ ବିଭିନ୍ନ ପନିପରିବା ଚାଷ କରିଥାନ୍ତି । ଗତ ଖରିଫ ଋତୁରେ ପ୍ରାୟ ଏକ ଏକର ଧାନ କ୍ଷେତରେ ହଠାତ୍ ରୋଗପୋକ ଲାଗିଲେ । ପତ୍ରଗୁଡିକ ହଳଦିଆ ହୋଇଗଲା ।…

ରାଜ୍ୟର ଏହି ୧୪ ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୪ ଟି ଜିଲ୍ଲାରେ ବର୍ଷା ସହ ଘଡଘଡି ସମ୍ଭାବନା ରହିଥିବା ନେଇ ବୁଧବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ,ଗଞ୍ଜାମ, ଗଜପତି, କନ୍ଧମାଳ, ଦେଓଗଡ଼, ଅନୁଗୁଳ, ସୋନପୁର,…

ଖୋଲିବ ଚନ୍ଦକା ଅଭୟାରଣ୍ୟ; ଜାଣନ୍ତୁ କେବେଠୁ

ଭୁବନେଶ୍ୱର: କୋଭିଡ ପାଇଁ ବିଗତ ୬ ମାସ ହେବ ବନ୍ଦ ରହିଛି ସମସ୍ତ ପର୍ଯ୍ୟଟନ ସ୍ଥଳୀ । ତେବେ ଗତ ୨ ଦିନ ତଳେ ପର୍ଯ୍ୟଟନ ଦିବସ ଅବସରରେ ରାଜ୍ୟରେ ସମସ୍ତେ ପର୍ଯ୍ୟଟନ ସ୍ଥଳୀ ଗୁଡିକ ଖୋଲିବ ନେଇ ନିଷ୍ପତ୍ତି ହୋଇଛି । ତେବେ ଖୁବଶୀଘ୍ର ଖୋଲିବାକୁ ଯାଉଛି ଚନ୍ଦକା ଅଭୟାରଣ୍ୟ । କୋଭିଡ…

ଉତ୍ତରପ୍ରଦେଶରେ ଓଡ଼ିଆ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ମୀର୍ଜାପୁର: ଉତ୍ତରପ୍ରଦେଶରେ ଜଣେ ଓଡ଼ିଆ ଯୁବକଙ୍କର ସନ୍ଦେହଜନକ ମୃତ୍ୟୁ । ମୃତ ଯୁବକଙ୍କ ନାମ ହେଉଛି ଜୀବନନ୍ଦୁ ରଥ । ତାଙ୍କ ବୟସ ୩୫ ବର୍ଷ ହୋଇଥିବା ବେଳେ ତାଙ୍କ ଘର ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍‌ ଅନ୍ତର୍ଗତ ଗୁରୁଜାଙ୍ଗୁଲି ଗ୍ରାମରେ ବୋଲି ଜଣାପଡିଛି। ପ୍ରାପ୍ତ ସୂଚନାନୁସାରେ,…

ମାସ୍କ ଦୁର୍ନୀତି: ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ, ଦୋଷୀଙ୍କୁ ଦଣ୍ଡ ଦେବେ ସରକାର

ଭୁବନେଶ୍ୱର: କରୋନା କାଳରେ ମାସ୍କ ଦୁର୍ନୀତି ପ୍ରସଙ୍ଗରେ ବଡ ବୟାନ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । କୋଭିଡ କିଟ୍ କିଣାରେ ଆସିଥିବା ଦୁର୍ନୀତି ଅଭିଯୋଗ ଲୋକାୟୁକ୍ତଙ୍କ ପାଖରେ ବିଚାରଧୀନ ଅଛି । ତଦନ୍ତ ପରେ ଯିଏ ଦୋଷୀ ସାବ୍ୟସ୍ତ ହେବ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଅଙ୍ଗଦାନ କରିବେ ଅମିତାଭ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡର ବିଗ୍ ବି । ବଲିଉଡର ମହାନାୟକ ଅମିତାଭ ବଚ୍ଚନ କରିବେ ଅଙ୍ଗଦାନ । ଏନେଇ ସେ ନିଜେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଘୋଷଣା କରିଛନ୍ତି । T 3675 - I am a pledged ORGAN DONOR .. I wear the green ribbon of its sanctity !!?…

ଅନୁରାଗ କଶ୍ୟପ ହାଜର ହୋ… ସମନ୍ କଲା ମୁମ୍ବାଇ ପୋଲିସ

ମୁମ୍ବାଇ: ଯୌନ ନିର୍ଯାତନା ମାମଲାରେ ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କୁ ମୁମ୍ବାଇ ପୋଲିସର ସମନ୍ । ଆସନ୍ତାକାଲି ସକାଳ ୧୧ଟାରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ରହିଛି । ମୁମ୍ୱାଇର ଭରଶୋଭା ଥାନାରେ ହାଜର ହେବେ ଅନୁରାଗ କଶ୍ୟପ । ତାଙ୍କର ବୟାନ ରେକର୍ଡ କରିବ ମୁମ୍ବାଇ ପୋଲିସ ।…

କୋଭିଡ ନିୟମ ଉଲଂଘନ କରିବାରୁ ସରପଞ୍ଚଙ୍କୁ ୧ ଲକ୍ଷ ଟଙ୍କାର ଜରିମାନା

ବରଗଡ଼: କୋଭିଡ ୧୯ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିଥିବା ଅଭିଯୋଗରେ ବରଗଡ ଜିଲ୍ଲାର ଜଣେ ସରପଞ୍ଚ ଦେଇଛନ୍ତି ୧ ଲକ୍ଷ ଟଙ୍କାର ଜରିମାନା । ଗାଇସିଲାଟର ବ୍ଲକର ଡେଭଲପମେଣ୍ଟ ଅଫିସର (ବିଡିଓ) ନିରଂଜନ ସା ଦେଇଥିବା ସୂଚନା ଅନୁସାରେ, ମଙ୍ଗଳବାର ଦିନ ପାଖାପାଖି ୧୫୦ ଗ୍ରାମବାସୀଙ୍କ ସହ…