ପ୍ରଦୂଷଣର ମାତ୍ରା କମିବାରୁ ଇସ୍ପାତ ସହରରେ କୋହଳ ହେଲା କଟକଣା
ରାଉରକେଲା: ସହରରେ ପ୍ରଦୂଷଣ ମାତ୍ରା କମିବା ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସୁନ୍ଦରଗଡ ଜିଲ୍ଲା ପ୍ରଶାସନକୁ ରାଉରକେଲାରେ ଲଗାଯାଇଥିବା କଟକଣା କୋହଳ କରିଛି ।
ମାର୍ଚ୍ଚ ୮ତାରିଖରେ ବାୟୁ ଗୁଣବତ୍ତା ସୂଚକାଙ୍କ ୫୨୬ ଥିବା ବେଳେ ୨୪ ଘଣ୍ଟାରେ ଏହା ହ୍ରାସ ପାଇ ୩୪୨ରେ ପହଞ୍ଚିଛି ।…