ଫିଲ୍ମ ‘ତୁଫାନ୍’ର ଟିଜର୍ ରିଲିଜ
ନୂଆଦିଲ୍ଲୀ: ଫରହାନ ଅଖତର ଷ୍ଟାରରଙ୍କ ଫିଲ୍ମ ତୁଫାନର ଟିଜର ରିଲିଜ ହୋଇଛି। ଏଥିରେ ଫରହାନଙ୍କ ବେଶ୍ ଦମ୍ଦାର ଅଭିନୟ ଦେଖିବାକୁ ମିଳିଛି। ଏହି ଚଳଚ୍ଚିତ୍ରରେ ଫର୍ହାନଙ୍କ ବ୍ୟତୀତ ପରେଶ ରାୱଲ, ମୃଣାଳ ଠାକୁର ଏବଂ ବିଜୟ ରାଜ ପ୍ରମୁକ ଭୂମିକାରେ ଅଭିନୟ କରିଛନ୍ତି।
ଟୁଫାନ୍ର ଟିଜର…