କଳାକାରଙ୍କ ପାଇଁ କାଳ ସାଜିଛି ମୁମ୍ବାଇ : ସୁଶାନ୍ତଙ୍କ ପରେ ବିହାରର ଆଉ ଏକ ଅଭିନେତାଙ୍କ ସନ୍ଦେହଜନକ ମୃତ୍ୟୁ
ମୁମ୍ବାଇ: କଳାକାରଙ୍କ ପାଇଁ କାଳ ସାଜିଛି ମୁମ୍ବାଇ ଆଉ ବଲିଉଡ । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ କେସର ସମାଧାନ ହୋଇ ନ ଥିବା ବେଳେ ଆଉ ଜଣେ ବିହାର ଅଭିନେତା ଅକ୍ଷତ ଉତ୍କର୍ଷ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଏପରିକି ପରିବାରବର୍ଗ ମଧ୍ୟ ଏହାକୁ ହତ୍ୟାକାଣ୍ଡ ବୋଲି କହିଛନ୍ତି…