Latest Odisha News

BREAKING NEWS

କାହିଁକି ରଣବୀର ଏବଂ ରିଦ୍ଧିମାଙ୍କ ସହ ରହିବାକୁ ପସନ୍ଦ କରନ୍ତିନି ଅଭିନେତ୍ରୀ ନୀତୁ କପୁର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ନୀତୁ କପୁର ନିଜ ଏକାନ୍ତତାକୁ ନେଇ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ସେ ଏକୁଟିଆ ରହିବାକୁ ପସନ୍ଦ କରନ୍ତି ଆଉ ସେଥିପାଇଁ ସେ ତାଙ୍କ ପୁଅ ରଣବୀର ଏବଂ ଝିଅ ରିଦ୍ଧିମାଙ୍କ ସହ ରୁହନ୍ତି ନାହିଁ ବୋଲି କହିଛନ୍ତି ନୀତୁ। ଗତ ବର୍ଷ ସ୍ୱାମୀ ରିଷି କପୁରଙ୍କ…

ଜୁନ୍ ୧ ଯାଏ ଲକଡାଉନ୍ ଭଳି କଟକଣାକୁ ବଢ଼ାଇଲା ମହାରାଷ୍ଟ୍ର, ବାହାରୁ ଆସିଲେ RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟ

ମୁମ୍ବାଇ: କରୋନା ସଂକ୍ରମଣରେ ବ୍ରେକ୍ ଲାଗି ପାରୁନି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ମୁକାବିଲା ପାଇଁ କଟକଣା ବି ବଢ଼ିଲା । ମହାରାଷ୍ଟ୍ରରେ ଆସନ୍ତା ୧ ତାରିଖ ଯାଏ ଲକଡାଉନ୍ ଭଳି କଟକଣା ବଳବତ୍ତର ରହିବ । କଟକଣାକୁ ଜୁନ୍ ୧ ତାରିଖ ସକାଳ ୭ଟା ଯାଏ ବୃଦ୍ଧି କରିଛନ୍ତି ମହାରାଷ୍ଟ୍ର ସରକାର ।…

ଭାରତ ବାୟୋଟେକ୍‌ର ୫୦ କର୍ମଚାରୀ କରୋନା ପଜିଟିଭ

ହାଇଦ୍ରାବାଦ: ଭାରତ ବାୟୋଟେକ୍‌ କମ୍ପାନୀର ୫୦ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ଭରତ ବାୟୋଟେକର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ସୁଚିତ୍ରା ଇଲାଙ୍କ ଟ୍ୱିଟ୍‌ ମାଧ୍ୟମରେ ସୂଚନା ଦିଆଯାଇଛି। ନିର୍ଦ୍ଦେଶକ ଇଲାଙ୍କ ଟ୍ବଟ୍‌ରେ କୁହାଯାଇଛି ଯେ କୋଭିଡ କାରଣରୁ ଆମର ୫୦…

କଟକ-ଭୁବନେଶ୍ୱରରେ ଘଣ୍ଟାଏ କାଳବୈଶାଖୀ ବର୍ଷା, ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସକ୍ରିୟ ରହିଛି । ଆଗାମୀ ଘଣ୍ଟାଏ ଯାଏ କଟକ ଓ ଭୁବନେଶ୍ୱରରେ ଜାରି ରହିବ କାଳବୈଶାଖୀ ଜନିତ ବର୍ଷା ପବନ । ଘଡ଼ଘଡ଼ି ବି ମାରିବ । ଏନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଭୁବନେଶ୍ୱର ଓ କଟକ ପାଇଁ…

ଆସୁଛି ଚଳିତବର୍ଷର ପ୍ରଥମ ବାତ୍ୟା ! ଆରବ ସାଗରରେ ଖୁବଶୀଘ୍ର ଦାନା ବାନ୍ଧିବ

ନୂଆଦିଲ୍ଲୀ: ଆରବ ଆଗରରେ ଆସୁଛି ଚଳିତବର୍ଷର ପ୍ରଥମ ବାତ୍ୟା । ସମ୍ଭାବ୍ୟ ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ ଓ ବିଭିନ୍ନ ପାଣିପାଗ ସଂସ୍ଥା । ଏବେ ଦକ୍ଷିଣ-ପୂର୍ବ ଆରବ ସାଗରରେ ବାତ୍ୟା ଅନୁକୂଳ ପରିବେଶ ସୃଷ୍ଟି ହୋଇଛି । ଆମାଗୀ ୨୪ ଘଣ୍ଟା ମଧ୍ୟରେ ଲାକ୍ଷାଦ୍ୱୀପ ଓ ଦକ୍ଷିଣ-ପୂର୍ବ ଆରବ…

କୋଭିଡ୍‌ ଟେଷ୍ଟ ପାଇଁ ମୋବାଇଲ୍ ଭ୍ୟାନ୍ ଲଞ୍ଚ କଲା ଗଞ୍ଜାମ ପ୍ରଶାସନ

ବ୍ରହ୍ମପୁର: କରୋନା ପରୀକ୍ଷା କେନ୍ଦ୍ରଗୁଡିକରେ ଭିଡ଼କୁ ଏଡାଇବା ପାଇଁ ଗଞ୍ଜାମ ପ୍ରଶାସନ ବ୍ରହ୍ମପୁର ଏବଂ ନିକଟବର୍ତ୍ତୀ ଅଞ୍ଚଳରେ କୋଭିଡ୍‌ ଟେଷ୍ଟ ପାଇଁ ଏକ ମୋବାଇଲ୍ ଭ୍ୟାନ୍ ଲଞ୍ଚ କରିଛି। ଏହି ସୁବିଧା ଜିଲ୍ଲାର ଅନ୍ୟ ଅଞ୍ଚଳରେ କିଛି ଦିନ ପରେ ଉପଲବ୍ଧ ହେବ। ଏହାଦ୍ବାରା ପରୀକ୍ଷା…

ପୋଲିସ୍ ଏନକାଉଣ୍ଟରରେ ୨ ନକ୍ସଲ ନିହତ, ବିପୁଳ ବିସ୍ଫୋରକ ଜବତ

ମାଲକାନଗିରି: ମହାରାଷ୍ଟ୍ର ଗଡ଼ଚିରୋଲି ଜିଲ୍ଲାରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଦୁଇ ଜଣ ସଶସ୍ତ୍ର ନକ୍ସଲ ପ୍ରାଣ ହରାଇଛନ୍ତି । ମୃତ ଦୁଇ ହାର୍ଡକୋର ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ନକ୍ସଲ ଥିବା ଜଣା ପଡ଼ିଛି । ଗତ କିଛିଦିନ ତଳେ ନକ୍ସଲ ମାନେ ପୋମକେ ଗାଟ୍ଟା…

ମହାମାରୀରୁ ବି ଲାଭ କମାଉଛି ଚୀନ !

ବେଜିଂ: କରୋନା ମହାମାରୀରୁ ମୁକିଳିବା ପାଇଁ ସାରା ବିଶ୍ୱ ଏକତ୍ର ହେଉଥିବା ବେଳେ ଚୀନ କିନ୍ତୁ ଏଥିରୁ ବାଦ୍ ପଡିଛି । ବିପତି ବେଳେ କିଭଳି ଅଧିକ ଲାଭ ଆଦାୟ କରାଯାଇ ପାରିବ ସେ ନେଇ ମୁଣ୍ଡ ଖେଳାଉଛି । ଚୀନ କୋଭିଡ ସହ ଜଡିତ ସାମଗ୍ରୀର ଦାମ ୨ଗୁଣା ବୃଦ୍ଧି କରିଛି । ସପ୍ଲାୟ ଚେନ୍ ଖୋଲା ରହିଲେ…

ଅଗଷ୍ଟ ସୁଦ୍ଧା କୋଭିଶିଲ୍ଡର ମାସିକ ଉତ୍ପାଦନ ୧୦ କୋଟି ଛୁଇଁବ ଏବଂ କୋଭାକ୍ସିନର ୭.୮ କୋଟି

ନୂଆଦିଲ୍ଲୀ: ଏବେ ସମଗ୍ର ଦେଶରେ ଟିକାର ଅଭାବର ଦୃଶ୍ୟ ଦେଖିବାକୁ ମିଳୁଛି। ଗୋଟିଏ ଡୋଜ୍‌ ନେଲା ପରେ ଆଉ ଗୋଟିଏ ଡୋଜ୍‌ ପାଇଁ ଲୋକଙ୍କୁ ଅପେକ୍ଷା କରିବାକୁ ପଡ଼ୁଛି। ତେବେ ଏହା ଭିତରେ ସେରମ୍ ଇନଷ୍ଟିଚ୍ୟୁଟ୍ ଏବଂ ଭରତ ବାୟୋଟେକ୍ ଆସନ୍ତା ଚାରିମାସ ପାଇଁ କେନ୍ଦ୍ରକୁ ସେମାନଙ୍କ ଉତ୍ପାଦନ…

କୋଭିସିଲ୍ଡ ଡୋଜ୍ ମଧ୍ୟରେ ବ୍ୟବଧାନ ୧୨ରୁ ୧୬ ସପ୍ତାହ ରଖିବାକୁ ସୁପାରିସ୍

ନୂଆଦିଲ୍ଲୀ: କୋଭିସିଲ୍ଡ ଡୋଜ୍ ମଧ୍ୟରେ ବଢିବ ବ୍ୟବଧାନ । ଏନେଇ ନୀତି ଆୟୋଗ ସଦସ୍ୟ ଭିକେ ପାଉଲ ସରକାରଙ୍କୁ ସୁପାରିସ୍ କରିଛନ୍ତି । କୋଭିସିଲ୍ଡର ପ୍ରଥମ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ୧୨ରୁ ୧୬ ସପ୍ତାହ ଅନ୍ତର ରଖିବାକୁ ସୁପାରିସ୍ କରାଯାଇଛି । ଏବେ ପ୍ରଥମ ଡୋଜ୍ କୋଭିସିଲ୍ଡ ନେବାର ୬ରୁ ୮ ସପ୍ତାହ…