Latest Odisha News

ବିଶ୍ୱକପ କ୍ରିକେଟ: ଲର୍ଡ଼ସ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆଠୁ ହାର ମାନିଲା ଇଂଲଣ୍ଡ

ଲର୍ଡ଼ସ: କ୍ରିକେଟର ମକ୍କା ଲର୍ଡ଼ସ ଗ୍ରାଉଣ୍ଡରେ ସବୁଠୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଅନୁଷ୍ଠିତ ହୋଇଥିଲା ମ୍ୟାଚ । ଭରପୁର ଘରୋଇ ଦର୍ଶକଙ୍କ ଉପସ୍ଥିତିରେ କଙ୍ଗାରୁ ଦଳ ଆୟୋଜକ ଇଂଲଣ୍ଡକୁ ୬୪ ରନରେ ପରାସ୍ତ କରି ବୃହତ ବିଜୟ ହାସଲ କରିପାରିଛି । ଟସ ଜିଣି ଇଂଲଣ୍ଡ…

ଭାରତରେ ସୋଆରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କଲା ମାଇକ୍ରୋସଫ୍ଟ

ଭୁବନେଶ୍ୱର: ଭାରତରେ ପ୍ରଥମ କରି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ୍ ଏଡୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ରୁ ୨୦୨୦ ବ୍ୟାଚ ବିଟେକ୍ ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାମ୍ପସ୍ ନିଯୁକ୍ତି ଚୟନ ପ୍ରକ୍ରିୟା ଆରମ୍ଭ କରିଛି ମାଇକ୍ରୋସଫ୍ଟ…

ବାରମ୍ବାର ପ୍ରେମରେ

ବାରମ୍ବାର ପ୍ରେମରେ ନୀହାରିକା ମଲ୍ଲିକ ତୁମେ କୁହ ପ୍ରେମରେ ପଡିବା ସହଜ କ୍ଷଣଟିଏ ଲୋଡା, ଆଖିରେ ଆଖି ମିଶିବାକୁ ମନ ସହ ମନ ମିଶିବାକୁ ଆଉ ତାପରେ ବାସ୍ ହୋଇଯାଏ ପ୍ରେମ । ପରଖି ନିରେଖି ପ୍ରେମ କରିହୁଏନି , ଆଖିବୁଜି ବିଶ୍ଵାସର ସହ ପିଇଯାଅ ଆଉ ତା'ପରେ ଦେଖ ସବୁ ପ୍ରେମମୟ,…

ସମଲେଶ୍ୱରୀ ଏକ୍ସପ୍ରେସ ଇଞ୍ଜିନରେ ନିଆଁ ଲାଗି ୩ ରେଳବାଇ କର୍ମଚାରୀ ମୃତ

ରାୟଗଡ଼ା: ସମଲେଶ୍ୱରୀ ଏକ୍ସପ୍ରେସ ଇଞ୍ଜିନରେ ମଙ୍ଗଳବାର ଦିନ ଅପରାହ୍ନ ୪ଟା ୩୦ରେ ନିଆଁ ଲାଗିଯିବା ଯୋଗୁଁ ୩ଜଣ ରେଳ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଲାଇନଚ୍ୟୁତ ହେବା ଯୋଗୁଁ ଇଞ୍ଜିନରେ ନିଆଁ ଲାଗିଥିବା ଜଣାପଡ଼ିଛି ଏବଂ ଏହି ଦୁର୍ଘଟଣାରେ କିଛି ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି ।…

ବିନା ସବସିଡିରେ ହଜ ଯାତ୍ରା କରିବେ ୨ ଲକ୍ଷ ଭାରତୀୟ

ଭୁବନେଶ୍ୱର : ଚଳିତ ବର୍ଷ ବିନା ସବସିଡିରେ ପ୍ରଥମ ଥର ପାଇଁ ୨ ଲକ୍ଷ ଭାରତୀୟ ମୁସଲମାନ ହଜ ଯାତ୍ରା କରିବେ । ନୂଆଦିଲ୍ଲୀଠାରେ ଆଜି ଅନୁଷ୍ଠିତ ହୋଇଥିବା ହଜ ୨୦୧୯ ପ୍ରତିନିଧିମାନଙ୍କ ଏକ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ ମୁଖତାର ଅବାସ ନକଭି ଏନେଇ…

ମୁହଁକୁ ମିଠା, ଦେହକୁ ହିତ : ମହୁ

ଆଦିମ କାଳରୁ ମଣିଷ ମହୁର ବ୍ୟବହାର କରିଆସୁଛି । ସାତରୁ ସତୁରୀ ପର୍ଯ୍ୟନ୍ତ ସବୁ ବର୍ଗର ଲୋକଙ୍କ ପାଇଁ ଏହା ଖୁବ୍ ଦରକାରୀ । ଏମିତିକି ଆମ ଦେଶରେ ଶିଶୁଟିଏ ଜନ୍ମ ନେଲେ ବୁନ୍ଦାଏ ମହୁ ଦେଇ ତାକୁ ସ୍ୱାଗତ କରାଯାଇଥାଏ । ମହୁ ନଷ୍ଟ ନହୋଇ ହଜାର ହଜାର ବର୍ଷ ସୁରକ୍ଷିତ ରହିପାରେ । ତେଣୁ ଆମର ସଭ୍ୟତା…

ସମଲେଶ୍ୱରୀ ଏକ୍ସପ୍ରେସରେ ନିଆଁ ଲାଗିଲା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରାୟଗଡ଼ା: ହାୱଡ଼ା-ଜଗଦ୍ଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ ଲାଇନଚ୍ୟୁତ ହେବା ଯୋଗୁଁ ଇଞ୍ଜିନରେ ନିଆଁ ଲାଗିଛି । ଲାଇନଚ୍ୟୁତ ହୋଇଥିବା ୧୮୦୦୫ ନଂ ସମଲେଶ୍ୱରୀ ଏକ୍ସପ୍ରେସ ଏକ ଟାୱାର କାରକୁ ଧକ୍କା ଦେଇଥିଲା । ଏହାଫଳରେ ଟ୍ରେନର ଇଞ୍ଜିନରେ ନିଆଁ ଲାଗିଯାଇଥିଲା । ରେଳବାଇ ସୂତ୍ରରୁ ଜଣାପଡ଼ିଛି ଯେ,…

ବିରୋଧି ଦଳ ନେତାଙ୍କୁ ନେଇ ହଟ୍ଟଗୋଳ, ଆସନ୍ତାକାଲି ଯାଏଁ ଗୃହ ମୁଲତବୀ

ଭୁୁବନେଶ୍ୱର: ଓଡିଶା ବିଧାନସଭାର ଆଜି ଥିଲା ପ୍ରଥମ ଅଧିବେଶନ । ପ୍ରଥମ ଅଧିବେଶନ ପ୍ରଥମ ଦିନରୁ ହିଁ ଆରମ୍ଭ ହୋଇଛି ହଟ୍ଟଗୋଳ । ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକଙ୍କୁ ନେଇ କଂଗ୍ରେସ ସଦସ୍ୟ ମାନେ ହଟ୍ଟଗୋଳ କରିଥିଲେ । ଗହକାର୍ଯ୍ୟରେ ବାଧା ସୃଷ୍ଟି ହେବା ଯୋଗୁଁ ଆସନ୍ତା କାଲି ଯାଏଁ ମୁଲତବୀ…

ଜଗତସିଂହପୁରରେ ପ୍ରତିଷ୍ଠା ହେବ ପ୍ଲାଷ୍ଟିକ ପାର୍କ

ଭୁବନେଶ୍ୱର : ଦେଶବ୍ୟାପୀ ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା କରାଯିବାର ଯୋଜନା ରହିଛି ବୋଲି ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ପ୍ରଦାନ କରି କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡିଭି ସଦାନନ୍ଦ ଗୌଡା କହିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀଯୁକ୍ତ ଗୌଡା କହିଛନ୍ତି, “ଏହି ଯୋଜନାର…