Latest Odisha News

ମଜା

ମଜା ଜ୍ଞାନ ହୋତା ଚାଳଘର ମଜା ଦୋତାଲାରେ ନାହିଁ ପଖାଳର ମଜା ତତଲାରେ ନାହିଁ ! ଗୁଣୁଗୁଣେଇବା ମଜା ଗାଇବାରେ ନାହିଁ ଚାଖିବାର ମଜା ଭାଇ ଖାଇବାରେ ନାହିଁ ! ଭାବିବାର ମଜା ଛୁଇଁବାରେ ନାହିଁ ଉଣ୍ଡିବାର ମଜା ଚାହିଁବାରେ ନାହିଁ ! ଚୁପ ରହିବାର ମଜା କହିବାରେ ନାହିଁ ଢୁଳେଇବା ମଜା…

ବାଚସ୍ପତିଙ୍କ ଅନୁପସ୍ଥିତିରେ ଗୃହକାର୍ଯ୍ୟ ତୁଲାଇବେ ଅଧିଷ୍ଠାତା ମଣ୍ଡଳୀ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ମଙ୍ଗଳବାର ଦିନ ଏକ ୭ଜଣିଆ ଅଧିଷ୍ଠାତା ମଣ୍ଡଳୀ ଗଠିତ ହୋଇଛି । ବାଚସ୍ପତିଙ୍କ ଅନୁପସ୍ଥିତି ସମୟରେ ଏହି ଅଧିଷ୍ଠାତା ମଣ୍ଡଳୀ ବିଧାନସଭା ଗୃହକାର୍ଯ୍ୟ ତୁଲାଇବେ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି । ଏହି ୭ ଜଣିଆ ଅଧିଷ୍ଠାତା ମଣ୍ଡଳୀେରେ ଯେଉଁ ସବୁ ବିଧାୟକ…

ଛାତିରେ ଯନ୍ତ୍ରଣା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହେଲେ ବ୍ରାଏନ୍ ଲାରା

ମୁମ୍ବାଇ : ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର୍ ବ୍ରାଏନ୍ ଲାରା ମଙ୍ଗଳବାର ଦିନ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ହସ୍ପିଟାଲ କର୍ତ୍ତପକ୍ଷଙ୍କ କୌଣସି ସୂଚନା ଦେବାକୁ ମନାକରି ଦେଇଥିବାବେଳେ ତାଙ୍କର ଛାତିରେ…

ସାରା ଓ କାର୍ତ୍ତିକଙ୍କ ଲୁଚାଛପା ପ୍ରେମ, ଭାଇରାଲ ହେଲା ଫଟୋ

ମୁମ୍ବାଇ: ଛୋଟେ ନବାବଙ୍କ ଅଲିଅଳି କନ୍ୟା ସାରା ଏବେ କାଶ୍ମୀରର ସବୁଜିମା ଘେରା ପାହାଡ ପର୍ବତରେ ବୁଲୁଥିବା ଦେଖିବାକୁ ମିଳିଛି । ସାରା ଏକା ନାହାନ୍ତି, ସାଙ୍ଗରେ ଅଛନ୍ତି ନାୟକ କାର୍ତ୍ତିକ ଆର‌୍ୟନ । ସୂଚନା ମୁତାବକ ଏମାନେ ଅପକମିଂ ଫିଲ୍ମ ‘ଲଭ ଆଜକଲ୨’ର ସୁଟିଂ ପାଇଁ ଏଠାକୁ ଆସିଛନ୍ତି ।…

ବିଜୟ କୁମାର ସାହୁ ହେଲେ ଓଡିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ନୂଆ ପରାମର୍ଶଦାତା

ଭୁବନେଶ୍ୱର : ଓଡିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ନୂଆ ପରାମର୍ଶଦାତା ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି ଡଃ ବିଜୟ କୁମାର ସାହୁ । ଅପରପକ୍ଷରେ ୩୧୪ଟି ଉଚ୍ଚମାନର ସିବିଏସଇ ସ୍କୁଲ, ଓଡିଶାର ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏଁ ଖୋଲିବା ନେଇ ରୋଡମ୍ୟାପ୍ ଜରିଆରେ ସେ ମୁଖ୍ୟମନ୍ତ୍ରୀ ନବୀନ…

ଏନସେଫାଲିଟିସ୍ ସହ ଲିଚୁର ସମ୍ପର୍କ ନାହିଁ: ବିଶେଷଜ୍ଞ

ବିହାର: ବିହାରରେ ଦିନକୁ ଦିନ ଶିଶୁ ମୃତ୍ୟୁ ବଢୁଥିବା ବେଳେ ଏହି ଘଟଣା ଏବେ ନୂଆ ମୋଡ ନେଇଛି । ପିଲାଙ୍କର ଏହି ଅକାଳ ମୃତ୍ୟୁକୁ ନେଇ ଲିଚୁକୁ ଦାୟୀ କରାଯାଉଥିଲା ବେଳେ ଏହା ସହ ଲିଚୁର କୌଣସି ସମ୍ପର୍କ ନଥିବା ନ୍ୟାସନାଲ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଡ. ବିଶାଳନାଥ ସ୍ପଷ୍ଟ କରିଛନ୍ତି ।…

୧୦ମ ଶ୍ରେଣୀ ଛାତ୍ରୀ ୫ ଦୁର୍ବୃତ୍ତଙ୍କ ଦ୍ୱାରା ଗଣଦୁଷ୍କର୍ମର ଶୀକାର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ଏକ ପଡିଆ ନିକଟରେ ସୋମବାର ସନ୍ଧ୍ୟାରେ ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ୫ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବାସିନ୍ଦା ଉକ୍ତ ଝିଅଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଟିସ୍କୋ ହସ୍ପିଟାଲରେ…

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୮ଟି ସ୍ଥାନରେ ବର୍ଷା ସହ ଘଡଘଡିର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ କେନ୍ଦୁଝର, ସୁନ୍ଦରଗଡ, ଗଞ୍ଜାମ, ଖୋର୍ଦ୍ଧା, ପୁରୀ,…

ଷୋଡ଼ଶ ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ: ଫନି ବାତ୍ୟା ମୁକାବିଲା ଲାଗି ସରକାରଙ୍କୁ ପ୍ରଶଂସା

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ । ବିଧାନସଭାର ଏହି ଅଧିବେଶନ ୨ଟି ପର୍ଯ୍ୟାୟରେ ଅଗଷ୍ଟ ୮ ତାରିଖ ଯାଏଁ ଚାଲିବ ବୋଲି ସୂଚନା ମିଳିଛି । ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ସରକାର ପ୍ରଥମ ଦିନରୁ ହିଁ ତାଙ୍କର ପ୍ରତିଶ୍ରୁତି ପୂରଣ କରିବା ଲାଗି…

ଭାରତରେ ସ୍ମାର୍ଟଫୋନ୍ ବ୍ୟବହାରକାରୀ ସର୍ବାଧିକ ମୋବାଇଲ ଡାଟା ବ୍ୟବହାର କରୁଛନ୍ତି

ଭୁବନେଶ୍ୱର: ଭାରତରେ ସ୍ମାର୍ଟଫୋନ୍ ବ୍ୟବହାରକାରୀ ନିଜ ସ୍ମାର୍ଟଫୋନର ବହୁତସାରା ମୋବାଇଲ ଡାଟା ବ୍ୟବହାର କରିଥାନ୍ତି । ଏରିକସନ୍ ମୋବିଲିଟି ରିପୋର୍ଟ ଜୁନ୍ ୨୦୧୯ ସଂସ୍କରଣ ଅନୁସାରେ ଭାରତୀୟ ସ୍ମାର୍ଟଫୋନ ବ୍ୟବହାରକାରୀ ବିଶ୍ୱରେ ସର୍ବାଧିକ ମୋବାଇଲ୍ ଡାଟା ବ୍ୟବହାରକାରୀ ଅଟନ୍ତି । ଭାରତରେ…