Latest Odisha News

BREAKING NEWS

ବିମାନ ବନ୍ଦରରେ ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ ଓ ପଞ୍ଜିକରଣ ବାଧ୍ୟତାମୂଳକ

ଭୁବନେଶ୍ବର : ପଡ଼ୋଶୀ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ତତ୍ପର । ମୁକାବିଲା ପାଇଁ ଆଗୁଆ ନିଆଯାଇଛି ସତର୍କତା ମୂଳକ ପଦକ୍ଷେପ । ସଂକ୍ରମଣ ବୃଦ୍ଧି ପାଇବା ପରେ ଆଜିଠୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିଥିବା ସମସ୍ତ ଯାତ୍ରୀଙ୍କର କରାଯାଇଛି…

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୧ କରୋନା ଆକ୍ରାନ୍ତ

ଭୁବନେଶ୍ବର : ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୭୧ କରୋନା ଆକ୍ରାନ୍ତ । ସୁସ୍ଥ ହେବା ପରେ ଏମାନଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୧୧ ଜଣ ସୁସ୍ଥ ହୋଇଥିବା ବେଳେ, ବରଗଡ଼ ଓ ସମ୍ବଲପୁରରୁ ୮ ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।…

କରୋନା ଟିକା ନେଇଥିବା ଲୋକଙ୍କୁ ହଜ୍‌ ଯାତ୍ରା ପାଇଁ ମିଳିବ ଅନୁମତି

ଥିରୁଭନନ୍ତପୁରମ : ହଜ୍‌ ଯାତ୍ରା କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଜାରି ହୋଇଛି ନିର୍ଦ୍ଦେଶନାମା । କରୋନା ଟିକା ନେଇଥିବା ବ୍ୟକ୍ତି କେବଳ ହଜ୍ ଯାତ୍ରା କରିପାରିବେ ବୋଲି କହିଛି ସାଉଦି ଆରବ । ଭାରତରୁ ହଜ୍‌ ଯାତ୍ରା କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ମଧ୍ୟ ଏହି ନିୟମ କାର୍ଯ୍ୟକାରୀ…

ଜଙ୍ଗଲରେ ଲାଗିଛି ନିଆଁ, ଅଗ୍ନିକାଣ୍ଡରେ ଫସିଛନ୍ତି ହାତୀ, ଶୁଭୁଛି ଚିତ୍କାର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ଲାଗିଛି ନିଆଁ । ନିଆଁରେ ଫସି ଚିତ୍କାର କରୁଛନ୍ତି ହାତୀ । ଯେଉଁଥିପାଇଁ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି । ଅଗ୍ନିକାଣ୍ଡରେ ଦୁଇ ତିନୋଟି ହାତୀ ଫସିଥିବା ଆଶଙ୍କା କରାଯାଇଛି । ଫଳରେ ହାତୀ ମାନଙ୍କ ବିକଟାଳ ଚିତ୍କାରରେ ସ୍ଥାନୀୟ…

ଅପରିବର୍ତ୍ତିତ ରହିଲା ଇପିଏଫ ସୁଧହାର

ନୂଆଦିଲ୍ଲୀ : ଦେଶର ୬ କୋଟି କର୍ମଚାରୀଙ୍କ ପାଇଁ ଖୁସି ଖବର । ଅପରିବର୍ତ୍ତିତ ରହିଲା ଇପିଏଫ ସୁଧହାର । ୨୦୨୦-୨୧ ଆର୍ଥିକ ବର୍ଷରେ ସୁଧହାର ପୂର୍ବଭଳି ୮.୫ ପ୍ରତିଶତ ରହିଛି । ଏନେଇ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ବା ଇପିଏଫ୍ଓ ପକ୍ଷରୁ ଏକ ବୈଠକରେ ଘୋଷଣା କରାଯାଇଛି । ଶ୍ରୀନଗରରେ…

ବିବାହ କରିବେ ବୁମରାହ-ଅନୁପମା !

ଚେନ୍ନାଇ: ଏବେ ସୋସିଆଲ ମିଡିଆରେ ଭାରତୀୟ କ୍ରିକେଟ ଦଳର ପେସ ବୋଲର ଯଶପ୍ରୀତ ବୁମରାହଙ୍କ ବିବାହ ନେଇ ଚର୍ଚ୍ଚା ଜୋର ଧରିଛି । ବୁମରାହ ଦକ୍ଷିଣ ଭାରତର ଅଭିନେତ୍ରୀ ଅନୁପମା ପରମେଶ୍ୱରନଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି ଖବର ପ୍ରକାଶ ପାଇଛି । ତେବେ ଏହା ସତ୍ୟ କି ଗୁଜବ ତାହା ପ୍ରମାଣିତ…

ବାଇକ ଉପରେ ମାଡିଗଲା ବସ୍, ଗୋଟିଏ ପରିବାରର ୩ ମୃତ 

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଡଙ୍ଗରିଗୁଡ଼ାଠାରେ ଏକ ଦୁଃଖଦ ଘଟଣା ଘଟିଛି । ବାଇକ୍ ଉପରେ ଜୟ ଜଗନ୍ନାଥ ନାମକ ଏକ ଘରୋଇ ବସ୍ ମାଡିଯିବାରୁ ବାଇକରେ ଥିବା ବାପା-ମା ଓ ଝିଅର ମୃତ୍ୟୁ ହୋଇଛି । ମୃତକମାନେ ସ୍ଥାନୀୟ ଅଞ୍ଚଳ ତୁରେଛଡ଼ା ଗାଁର ଗୋଟିଏ ପରିବାର ସ୍ୱାମୀ…

ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ୨୦୫ ରନ ଜବାବରେ ଭାରତ ୨୪/୧

ମୋଟେରା: ଏଠାରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ୪ର୍ଥ କ୍ରିକେଟ ଟେଷ୍ଟର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ଭଲ ସ୍ଥିତିରେ ରହିଛି । ଇଂଲଣ୍ଡ ପ୍ରଥମ ଇନିଂସ ସ୍କୋର ୨୦୫ ରନ ଜବାବରେ ଭାରତ ଗୋଟିଏ ଉଇକେଟ ହରାଇ ୨୪ ରନ କରି ଇଂଲଣ୍ଡ ସ୍କୋରଠାରୁ ୧୮୧ ରନ ପଛରେ ରହିଛି । ରୋହିତ ଶର୍ମା ୮ ଓ…

କେରଳ ବିଧାନସଭା ନିର୍ବାଚନ: ଇ ଶ୍ରୀଧରନ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ନୂଆଦିଲ୍ଲୀ:ଆଗାମୀ କେରଳ ବିଧାନସଭା ନିର୍ବାଚନ ପାଇଁ ବିଜେପି ନୂଆ ରଣନୀତି ପ୍ରସ୍ତୁତ କରିଛି । ମେଟ୍ରୋ ମ୍ୟାନ ଭାବେ ଖ୍ୟାତି ଲାଭ କରିଥିବା ଇ ଶ୍ରୀଧରନଙ୍କୁ ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛି । କେରଳରେ ଶ୍ରୀଧରନ ଜଣେ ସଚ୍ଚୋଟ ବ୍ୟକ୍ତି ଭାବେ ପରିଚିତ । ସେ ବିଜେପିରେ ସାମିଲ…

୫୯୮ ପଏଣ୍ଟ ତଳକୁ ଖସିଲା ସେନସେକ୍ସ, ଘରୋଇ ବଜାର ଉପରେ ପଡିଲା ବିଶ୍ୱ ବଜାରର ପ୍ରଭାବ

ମୁମ୍ବାଇ: ବିଶ୍ୱର ବିଭିନ୍ନ ସେୟାର ବଜାରରେ ଏବେ ବିକ୍ରିର ପର୍ଯ୍ୟାୟ ଚାଲିଛି । ଯାହାର ଚାପ ଗୁରୁବାର ଭରତୀୟ ସେୟାର ବଜାର ଉପରେ ପଡିଛି । ଫଳରେ ସେୟାର ବଜାର ହ୍ରାସରେ ବନ୍ଦ ହୋଇଛି । ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନସେକ୍ସ ଇଣ୍ଡେକ୍ସ ୫୯୮.୫୭ ଅର୍ଥାତ ୧.୧୬ ପ୍ରତିଶତ ହ୍ରାସ ସହ…