ଭାରତ-ଇଂଲଣ୍ଡ ୪ର୍ଥ ଟେଷ୍ଟରେ ଭାଙ୍ଗିପାରେ ଅନେକ ରେକର୍ଡ
ଅହମ୍ମଦାବାଦ: ଭାରତ-ଇଂଲଣ୍ଡ ମଧ୍ୟରେ ୪ର୍ଥ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ମୋଟେରାରେ ଖେଳାଯିବ । ଏହି ମ୍ୟାଚରେ ଅନେକ ରେକର୍ଡ ଭାଙ୍ଗିବା ସମ୍ଭାବନା ରହିଛି । ସେଗୁଡିକ ହେଲା
୧.କୋହଲି ଭାଙ୍ଗିବେ ପଂଟିଙ୍କ ରେକର୍ଡ: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଂଟିଙ୍କ ଅଧିନାୟକ ଭାବେ ୪୧ ଶତକ…