ସର୍ଜରୀ କରି ସୁନ୍ଦରୀ ହେବାକୁ ଚାହିଁଥିଲେ ଏହି ମଡେଲ୍, ଦେଖନ୍ତୁ ଫଟୋ…
ନୂଆଦିଲ୍ଲୀ: ନିଜ ଗାଲକୁ ଦୁନିଆର ସବୁଠୁ ବଡ ଗାଲ ବୋଲି ଦାବି କରୁଥିବା ୟୁକ୍ରେନର ଜଣେ ମଡେଲ ଥ୍ରୋବ୍ୟାକ୍ ଚିତ୍ର ସେୟାର କରିଛନ୍ତି। ଯେଉଁଥିରେ ସେ କସମେଟିକ୍ ସର୍ଜରୀ କରିବା ପୂର୍ବ ଓ ପରର ଫଟୋ ଶେୟାର କରିଛନ୍ତି।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ୟୁକ୍ରେନର ଏହି ମଡେଲଙ୍କ ନାମ…