Latest Odisha News

BREAKING NEWS

ଓଡିଶାର ଲିଚୁ ନିରାପଦ, କ’ଣ କହୁଛି ନମୁନା ପରୀକ୍ଷା

ଭୁବନେଶ୍ୱର: ଓଡିଶା ବଜାରରେ ବିକ୍ରି ହେଉଥିବା ଲିଚୁ ବିଷାକ୍ତ ନୁହେଁ, ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ଓ ଖାଇବା ଯୋଗ୍ୟ । ଏହାର ନମୁନା ପରୀକ୍ଷା କରି ଏଥିରେ କୌଣସି ପ୍ରକାରର ବିଷାକ୍ତ କେମିକାଲ୍ ନଥିବା ଭୁବନେଶ୍ୱରସ୍ଥିତ ଷ୍ଟେଟ ପବ୍ଲିକ ହେଲଥ ଲାବୋରେଟୋରୀ ରିପୋର୍ଟ ଦେଇଛି । କ’ଣ କହୁଛି…

ସହିଦ ଓଡ଼ିଆ ଯବାନଙ୍କ କଫିନରେ ବିଜେଡ଼ି ପତାକା: ଚର୍ଚ୍ଚା ଜୋର୍ ଧରିଲା

ଭୁବନେଶ୍ୱର: ସହିଦ ଓଡ଼ିଆ ଯବାନ ଅଜିତ ସାହୁଙ୍କ କଫିନ ଉପରେ ଶାସକ ବିଜେଡ଼ି ପତାକା ଘୋଡ଼ାଇଥିବାକୁ ନେଇ ବିରୋଧୀ ବିଜେପି ଶୁକ୍ରବାର ଦିନ ଏହି ଘଟଣାକୁ ଦୃଢ ନିନ୍ଦା କରିଛି । ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ବିଜେପି ସୈନିକ ସେଲର ପୂର୍ବତନ ଆବାହକ ବି କେ ବସ୍ତିଆ ଏହା ଅତ୍ୟନ୍ତ…

ଆଗାମୀ ୪୮ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ଘଡଘଡି ସହ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସଦ୍ୟତମ ରିପୋର୍ଟ ଅନୁଯାୟୀ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ଝଡତୋଫାନର ଆଶଙ୍କା ରହିଛି ।…

ପ୍ରକାଶ ପାଇଲା +୨ କଳା ଓ ବାଣିଜ୍ୟ ରେଜଲ୍ଟ,ପାସ୍ ହାର କମିଲା

ଭୁବନେଶ୍ୱର : ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଫଳାଫଳ ଶୁକ୍ରବାର ଦିନ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ ଭୁବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ଭବନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର…

ଜାଣନ୍ତୁ କ’ଣ ରହିଛି ଆମ୍ବର ଉପକାରିତା..

ଭୁବନେଶ୍ୱର: ଫଳର ରାଜା ଆମ୍ବ । ପିଲା ଠାରୁ ବୁଢା ସମସ୍ତେ ଖାଇବାକୁ ପସନ୍ଦ କରନ୍ତି । ଭୋଜନ ସହ ହେଉ ବା ଖାଲିରେ ହେଉ । ଖାଲି ପାଟିକୁ ସୁଆଦିଆ ନୁହେଁ,ଶରୀରର ଅନେକ ସମସ୍ୟା ମଧ୍ୟ ଏହା ଦୂର କରିଥାଏ । ଭିଟାମିନ, ମିନେରାଲ୍ସ ଏବଂ ପ୍ରୋଟିନରେ ଭରପୁର ଥିବା ଆମ୍ବର ସଠିକ ସେବନ ଦ୍ୱାରା ଛୋଟ ଛୋଟ…

ଓଡିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର : ବହୁ ଦିନର ପ୍ରତିକ୍ଷା ପରେ ପରିଶେଷରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଦିନ ଓଡିଶା ଉପକୂଳ ଛୁଇଁଛି । ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ବରିଷ୍ଠ ପାଣିପାଗ ବିଶେଷଜ୍ଞ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, “ମୌସୁମୀ ପ୍ରଭାବରେ…

ଜାଣନ୍ତୁ କ’ଣ ପାଇଁ ପୁଅ ତୈମୁରକୁ ଲଣ୍ଡନରେ ଛାଡି ମୁମ୍ବାଇ ଆସିଲେ କରିନା

ଭୁବନେଶ୍ୱର: ପରିବାର ସହ ଲଣ୍ଡନରେ ରିଲାକ୍ସ କରୁଛନ୍ତି କରିନା କାପୁର ଖାନ୍ । ସାଙ୍ଗରେ ଅଛନ୍ତି ସ୍ୱାମୀ ସୈଫ ଅଲ୍ଲୀ ଖାନ୍, ପୁଅ ତୈମୁର, ଭଉଣୀ କରିସ୍ମା କାପୁର ଓ ତାଙ୍କର ଦୁଇ ପିଲା । ଏମାନଙ୍କ ଏକାଠି ଖୁସି ମଜା କରୁଥିବା ସମୟର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଦେଖିବାକୁ ମିଳିଛି…

ଅନୁଗୁଳ: ହାତୀ ଆକ୍ରମଣରେ ୨ ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲା କଣିହାଁ ରେଞ୍ଜ ସୁଲେଇପାଳ ଅଞ୍ଚଳରେ ଶୁକ୍ରବାର ଦିନ ଏକ ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ମାନେ ହେଲେ ଦେବରାଜ ସାମଲ ଏବଂ ସୁଧାକର ମହାନ୍ତି। ମିଳିଥିବା ସୂଚନା ଅନୁଯାୟୀ ଦେବରାଜଙ୍କୁ ହାତୀ ଆକ୍ରମଣ କରିଥିବା ବେଳେ ଜୀବନ ବିକଳରେ ସେ…

ଲେଖି ନପାରିବା ଗୋଟେପ୍ରକାର ଲେଖକୀୟ ବିଳାସ

 ମିଶ୍ରରାଗ  ଲେଖି ନପାରିବା ଗୋଟେପ୍ରକାର ଲେଖକୀୟ ବିଳାସ କେଦାର ମିଶ୍ର ଲେଖା ନ ମାଡିବା ଯାଏ ଲେଖି ହୁଏନାହିଁ । ଏକଥା ଯେ କହିଥିଲେ, ସେ ଆମ ସାହିତ୍ୟର ସବୁଠୁ ବେଶୀ ଲେଖିଥିବା ଲେଖକଙ୍କ ଭିତରୁ ଅନ୍ୟତମ। ହଁ, ମୁଁ ଗୋପୀନାଥ ମହାନ୍ତିଙ୍କ କଥା କହୁଛି। ଗୋପୀ ବାବୁ ତାଙ୍କର ପ୍ରସିଦ୍ଧ…

ଗେରସ୍ତ

ଗେରସ୍ତ ପ୍ରସନ୍ନ କୁମାର ସ୍ୱାଇଁ ଆଃ କି ଗୃହପାଳିତ! ଅଭିମନ୍ତ୍ରିତ ଅନୁମୋଦିତ ଅନୁପ୍ରାଣିତ ଅନୁନାସିକ ସ୍ୱରଟିଏ। ସାରା ଫୁଲ ବଗିଚାର ମାଲିକ ସେ ପାଳଭୂତଟିଏ। ଖୋଳେ ନଈ ଗଢେ ପାହାଡ଼ ବାନ୍ଧେ ବଂଧ ତୋଳେ ଛନ୍ଦ କଣ ନଜାଣିଛିକି ଦିନ ରାତି ଆକାଶରୁ ମେଘ ପରି ଝରେ ନିରୀମାଖି…