Latest Odisha News

ଆଜି ଲୋକସଭାରେ ଅନାସ୍ଥା ପ୍ରସ୍ତାବ: ଚର୍ଚ୍ଚାରେ ଭାଗନେବେ ଦେଶର ପ୍ରମୁଖ ରାଜନୈତିକ ଦଳ, ଚର୍ଚ୍ଚାରେ କହିବାକୁ ବିଜେଡ଼ିକୁ…

ନୂଆଦିଲ୍ଲୀ : ଆଜି ଲୋକସଭାରେ ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନେଇ ଚର୍ଚ୍ଚାହେବ । ବିରୋଧି ଦଳ ପକ୍ଷରୁ ଆଗତ ଏହି ଅନାସ୍ଥା ପ୍ରସ୍ତାବ ସପକ୍ଷରେ କେଉଁ ଦଳମାନେ ମତ ରଖିବେ ଏବଂ କେଉଁ ଦଳ ମାନେ ଶାସକ ଏନଡ଼ିଏ ସରକାରକୁ ସମର୍ଥନ କରି ଅନାସ୍ଥା ପ୍ରସ୍ତାବ ବିପକ୍ଷରେ ମତ ରଖିବେ ତାହା…

ହେରାପଞ୍ଚମୀ ଓ ରଥର ଦକ୍ଷିଣମୋଡ଼: ଲକ୍ଷ୍ମୀ ସାଆନ୍ତାଣୀଙ୍କ ବିଛେଦ ବେଦନା ଓ ମାନ ଅଭିମାନର ଦିନ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରସିଦ୍ଧ ରଥଯାତ୍ରା ବିଶ୍ୱବ୍ୟାପି ବ୍ୟାପ୍ତ, ଏହି ସମୟରେ ଭାବର ଠାକୁର ଭକ୍ତମାନଙ୍କ ମନକଥା ବୁଝିବା ସହ କିଛିଦିନ ପାଇଁ ନିଜର କର୍ମସ୍ଥଳୀରୁ ବିରତି ନେଇ ଚାଲିଆସନ୍ତି ଭକ୍ତଙ୍କ ଗହଣରେ ବଡଦାଣ୍ଡକୁ ଘୋଷ ଯାତ୍ରାରେ , ନିଜ ଭକ୍ତମାନଙ୍କୁ ଦେଖାଦେବା ସହ ମାଉସୀ ମା…

ଭଦ୍ରକ ସ୍କୁଲ ପିଲାଙ୍କ ଟ୍ରକ ଦୁର୍ଘଟଣାରେ ମୃତ୍ୟୁ ଘଟଣା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁକମ୍ପା ରାଶି ଘୋଷଣା,…

ଭଦ୍ରକ : ଭଦ୍ରକ ଉପକଣ୍ଠ ରାହାଞ୍ଜ ଛକ ନିକଟସ୍ଥ ୧୬ନଂ ଜାତୀୟ ରାଜପଥରେ ଘଟିଥିବା ମର୍ମନ୍ତୁଦ ଟ୍ରକ ଦୁର୍ଘଟଣାେରେ ୫ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶୋକସନ୍ତପ୍ତ ପରିବାରକୁ…

ଭଦ୍ରକ: ସ୍କୁଲରୁ ଫେରୁଥିବା ବେଳେ ଟ୍ରକ ଚଢିଗଲା, ୫ ଛାତ୍ରଛାତ୍ରୀ ମୃତ, ୫ଗୁରୁତର

ଭଦ୍ରକ : ସ୍କୁଲ ଫେରନ୍ତା ଛାତ୍ରଛାତ୍ରୀଙ୍କ ଉପରେ ଟ୍ରକ ଚଢିଯାଇ ୫ଜଣ ଛାତ୍ରଛାତ୍ରୀ ମୃତ୍ୟୁବରଣ କରିଥିବା ବେଳେ ୫ ଜଣ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତ ଛାତ୍ରଛାତ୍ରମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଭଦ୍ରକ ସହରର ରାଣୀତାଲ ହାଇସ୍କୁଲର…

‘ଧଡ଼କ୍’ରେ ସବୁଠୁ କମ ପାରିଶ୍ରମିକ ପାଇଛନ୍ତି ଜାହ୍ନବୀ !

ମୁମ୍ବାଇ : ଆଉ କିଛି ଘଣ୍ଟା ପରେ ରିଲିଜ୍ ହେବ ଶ୍ରୀଦେବୀ ତନୟା ଜାହ୍ନବୀଙ୍କ ବହୁଚର୍ଚ୍ଚିତ ସିନେମା ‘ଧଡ଼କ୍’ । ସିନେମା ହଲରେ ଧୁମ ମଚାଇବାକୁ ବେଶ୍ ତୟାର ହେଲେଣି ଧଡ଼କ୍ ଟିମ । ତେବେ ଜାଣିଛନ୍ତି କି ପୁରା ସିନେମାର ଷ୍ଟାରକାଷ୍ଟ ଓ ଟିମରେ ସବୁଠୁ କମ ପାରିଶ୍ରମିକ ମିଳିଛି ଜାହ୍ନବୀଙ୍କୁ !…

ଉତ୍ତରାଖଣ୍ଡରେ ମର୍ମନ୍ତୁଦ ବସ ଦୁର୍ଘଟଣା: ବସ ପାହାଡ଼ ଖାତରେ ଖସି ୧୪ ମୃତ, ୧୮ ଆହତ

ଋଷିକେଶ : ଉତ୍ତରାଖଣ୍ଡର ସୂର୍ଯ୍ୟଧାମ ନିକଟରେ ଗୁରୁବାର ସକାଳେ ଏକ ବସ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୪ ଜଣ ଯାତ୍ରୀ ମୃତ ଏବଂ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି । ଏକ ଉତ୍ତରାଖଣ୍ଡ ଟ୍ରାନପୋର୍ଟ କର୍ପୋରେସନ ବସ ଉତ୍ତତରକାଶୀରୁ ୨୫ ଜଣ ଯାତ୍ରୀଙ୍କୁ ନେଇ ହରିଦ୍ୱାର ଯିବା ବେଳେ…

ବିଲେଇ ବଞ୍ଚେଇଲା ମାଲିକକୁ , ବିଷାକ୍ତ ନାଗସାପ ପଶିଲାନି ଘରକୁ

ମାଲକାନଗିରି/ଭୁବନେଶ୍ୱର : ଏଯୁଗରେ ମଣିଷ ମଣିଷକୁ ଧୋକା ଦେଇ ଚାଲିଛି । ପାଦେ ପାଦେ ପଦେ ପଦେ ବିଶ୍ୱାସଘାତକତାର ସନ୍ତକ ଆମକୁ ପ୍ରତିଦିନ ଦୃଷ୍ଟିଗୋଚର ହେବାରେ ଲାଗିଛି । ତେବେ ଜୀବଜନ୍ତୁ ମାନଙ୍କ ମଧ୍ୟରେ ବନ୍ଧୁତା ତଥା ବିଶ୍ୱସନୀୟତାର ଅନେକ ଜ୍ୱଳନ୍ତ ଉଦାହରଣ ଆମେ ଦେଖିଚାଲିଛନ୍ତି । ସେହିପରି…

ନିରାପତ୍ତା ବାହିନୀ ଏନକାଉଣ୍ଟରରେ ୭ ମାଓବାଦୀ ନିହତ, ମୃତାହତଙ୍କ ମଧ୍ୟରେ ୩ ମହିଳା ମାଓବାଦୀ

ମାଲକାନଗିରି/ଭୁବନେଶ୍ୱର : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡ଼ା-ବିଜାପୁର ମଧ୍ୟରେ ରହିଥିବା ଜଙ୍ଗଲରେ ଗତରାତିରେ ପୋଲସି-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିବାରୁ ୭ଜଣ ମାଓବାଦୀ ନିହତ ହୋଇଛନ୍ତି । ନିହତ ମାଓବାଦୀଙ୍କ ମଧ୍ୟରେ ୩ ଜଣ ମହିଳା ନକ୍ସଲପନ୍ଥୀ ରହିଥିବାର ସୂଚନା…

ପୁଣି ବଙ୍ଗୋପସାଗରରେ ଲଘୁଚାପ: ୨୧ରୁ ୨୫ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ

ଭୁବନେଶ୍ୱର : ଭାରତୀୟ ପାଣିପାଗ ବିଭାଗ (ଆଇ.ଏମ.ଡ଼ି)ର ସତର୍କ ସୂଚନାନୁଯାୟୀ ୨୧ ତାରିଖ ଠାରୁ ବଙ୍ଗୋପସାଗରେ ପୁଣି ଏକ ଲଘୁଚାପ ଘନିଭୂତ ହେଉଛି । ଫଳରେ ରାଜ୍ୟରେ ଶନିବାର ଠାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ ଉତ୍ତର…

ଧରାକୋଟ ରାଣୀ ସୁକନ୍ୟା ଦେବୀଙ୍କ ଦିବ୍ୟ ଛେରା ପହଁରା: ଦିନକ ପରେ ଦିଗପହଣ୍ଡିରେ ଗଡ଼େ ରଥ

ଜାତି, ଧର୍ମ, ଭାଷା ଓ ବର୍ଣ୍ଣ ନିର୍ବିଶେଷରେ ପୁରୀ ସମେତ ସମଗ୍ର ବିଶ୍ୱରେ ଅନୁଷ୍ଠିତ ହୋଇଥାଏ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା । ଏହି ପବିତ୍ର ଘୋଷଯାତ୍ରାରେ ବ୍ରାହ୍ମଣ-ଚଣ୍ଡାଳ, ଧନୀ-ଗରୀବ ତଥା ରଜା-ପ୍ରଜା ସମସ୍ତଙ୍କ ହୃଦୟରେ ଥାନ୍ତି କେବଳ ସେହି ଦାରୁବ୍ରହ୍ମ ରୂପୀ…