ନାବାଳିକା ବେକରେ ଲୁହାର ଶିକୁଳି ପକାଇଲେ ବାପା, ଜାଣନ୍ତୁ କାରଣ
କେନ୍ଦୁଝର: ବେକରେ ଲୁହା ଶିକୁଳି । ସେଥିରେ ଝୁଲୁଛି ତାଲା। ତେବେ କିଏ ଏହି ଝିଅ? କାହିଁକି ତାର ବେକରେ ଏଭଳି ଲୁହାର ଶିକୁଳି ପଡିଛି ଜାଣିଲେ ଆପଣ ବି ହାତବାକ ହୋଇ ପଦବେ।
ବେକରେ ଲୁହ ଶିକୁଳି ପଡିଥିବା ଏହି ନାବାଳିକା ଝିଅ ହେଉଛନ୍ତି କେନ୍ଦୁଝର ସଦର ଥାନା ବରଦାପାଳ ଗାଁର ଜାମଦା ମାଝିଙ୍କ…