ଆଜି ଅନ୍ତର୍ଜାତୀୟ ଅନୁବାଦ ଦିବସ ।
୧୯୫୩ ମସିହାରୁ ‘ଅନ୍ତର୍ଜାତୀୟ ଅନୁବାଦକ ସଂଘ’ ଆନୁକୂଲ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ୩୦ ତାରିଖରେ ‘ଅନ୍ତର୍ଜାତୀୟ ଅନୁବାଦ ଦିବସ’ ପାଳନ କରାଯାଉଛି । ଏହା ବିଶ୍ୱର ପ୍ରଥମ ଅନୁବାଦକ ସେନ୍ଟ ଜେରୋମ୍ଙ୍କ ଫିସ୍ଟ ଡେ ବା ଉତ୍ସବ ଦିନ । ହିବ୍ରୁ ଭାଷାରେ ରଚିତ ମୂଳ ‘ବାଇବେଲ୍କୁ’ ସେ ଲାଟିନ୍…