‘ୱାଲ୍ଡ ହାର୍ଟ ଡେ’ରେ ଜାଣନ୍ତୁ କିପରି ରଖିବେ ନିଜ ହୃଦୟକୁ ଫିଟ୍…
ନୂଆଦିଲ୍ଲୀ: ବିଶ୍ୱ ହୃଦୟ ସଂଗଠନ ପକ୍ଷରୁ ସେପ୍ଟେମ୍ବର ୨୯ ତଥା ଆଜିର ଦିନକୁ ସାରା ବିଶ୍ୱରେ ‘ବିଶ୍ୱ ହୃଦୟ ଦିବସ’ ରୂପେ ପାଳନ କରାଯାଇଥାଏ ।
ବିଶ୍ୱ ହୃଦୟ ଦିବସ ଅବସରରେ ଦୁନିଆର ସବୁ ଲୋକଙ୍କ ମଧ୍ୟରେ ନିଜ ହୃଦୟକୁ ସୁସ୍ଥ ଓ ଫିଟ୍ ରଖିବା ପାଇଁ ସଚେତନତା ସୃଷ୍ଟି କରିବା ଏହାର ମୂଳ…