ବିହାରରେ ସମସ୍ତଙ୍କୁ ଦିଆଯିବ ମାଗଣା କରୋନା ଟିକା; ସିଏମ୍ ନୀତୀଶ କୁମାର
ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ଘୋଷଣା କରିଛନ୍ତି ଯେ ସମଗ୍ର ବିହାର ରାଜ୍ୟକୁ ବିନା ମୂଲ୍ୟରେ କରୋନାଭାଇରସ ବିରୋଧରେ ଟିକାକରଣ କରାଯିବ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଟିକା ଘରୋଇ ଡାକ୍ତରଖାନାରେ ମଧ୍ୟ ମାଗଣାରେ ଉପଲବ୍ଧ ହେବ। ଏହା ସହିତ ରାଜ୍ୟ ସରକାରଙ୍କ…