Latest Odisha News

BREAKING NEWS

ଭୁବନେଶ୍ୱରରେ ୨୧ ହଜାର ଟପିଲା କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୪୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମଣ ୨୧ ହଜାର ଟପିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ।…

ଶ୍ରୀମନ୍ଦିର ନ ଖୋଲିବାକୁ ଯୁକ୍ତି ବାଢିଲେ ସରକାର

କଟକ : ପୁରୀରେ ସେବାୟତଙ୍କ ପରିବାରର ୩୩୨ ଜଣ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟର ୪୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶ୍ରୀଜୀଉମାନଙ୍କ ନିୟମିତ ନୀତିକାନ୍ତି ଚାଲିଛି । ମନ୍ଦିର ଭକ୍ତମାନଙ୍କ ପାଇଁ କାହିଁକି ଖୋଲାଯିବନି ଏ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ହାଇକୋର୍ଟରେ ହୋଇଥିବା ମାମଲାର ଜବାବ…

ଆଉ ଜଣେ ବିଧାୟକ କରୋନା ପଜିଟିଭ ଚିହ୍ନଟ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି। ସେ ମଧ୍ୟ ଘରେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ସୂଚନା ଦେଇଛନ୍ତି । ତାଙ୍କ ସମର୍ଥକ ମାନେ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ସୂଚନାଯୋଗ୍ୟ, ପୂର୍ବରୁ…

ନୋବେଲ୍ ଶାନ୍ତି ପୁରସ୍କାର ପାଇଁ କେତେଥର ମନୋନୀତ ହୋଇଥିଲା ଗାନ୍ଧିଜୀଙ୍କ ନାମ!

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀ ସମଗ୍ର ବିଶ୍ୱରେ ଅହିଂସାର ସର୍ବଶ୍ରେଷ୍ଠ ପୂଜାରୀ ଭାବରେ ଜଣାଶୁଣା । ଅହିଂସା ବଳରେ ଦେଶକୁ ସ୍ୱାଧୀନତା ଦେଇଥିବା ଗାନ୍ଧୀଜିଙ୍କୁ ଶାନ୍ତି ପାଇଁ ନୋବେଲ ପୁରସ୍କାର ପାଇଁ ୫ଥର ମନୋନୀତ କରାଯାଇଥିଲା। ହେଲେ ବାପୁଙ୍କୁ ଥରୁଟିଏ ଶାନ୍ତି ପୁରସ୍କାର ମଧ୍ୟ…

ଗାନ୍ଧିଜୀ ଓ ଲବଣ ସତ୍ୟାଗ୍ରହ

ଭୁବନେଶ୍ୱର: ୧୮୩୫ ମସିହାରେ ଇଂରେଜମାନେ ଲୁଣ ମାରିବା ଉପରେ ରୋକ ଲଗେଇଲେ । ଲୋକେ ଲୁଣ ମାରି ପାରିବେ ନାହିଁ ଏପରି ଏକ ଆଇନ କଲେ । କେବଳ ଇଂରେଜମାନେ ହିଁ ଲୁଣ ମାରିବା ପରେ ଏହାକୁ ବିକ୍ରି କରିବା ନିୟମ ଲାଗୁ ହେବାରୁ ଲୋକଙ୍କ ପକ୍ଷରେ ଏହା କିଣିବା ସମ୍ଭବ ହେଲାନି । ଏପରିକି ଭାରତୀୟମାନେ ଲୁଣ…

ପଥରର ପରିଶେଷ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ପଥରର ଏ ମୂକ ଆତ୍ମାକୁ ଅନୁଭବ କରିଛ କେବେ ? ବିଶାଳ ନଦୀବନ୍ୟାରୁ ତୁମ ସମାଜକୁ ଆଉ ଭାବୀବଂଶଧରବର୍ଗକୁ ରକ୍ଷା କରିବାକୁ ଯାଇ କେଉଁ ଦୂରପର୍ବତର ପଥର ଆମେ ଆସି ପାଲଟିଛୁ ତୁମ ବିରାଟବଂଧର ବିପୁଳାୟତନ । ଆମକୁ ନେଇ ନିର୍ମିତ ନାନାଦି ନଦୀବନ୍ଧତୁମ…

ପାଣିପାଗ ବିଭାଗର ସତର୍କ ସୂଚନା; ଏହି ୯ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୯ ଟି ଜିଲ୍ଲାରେ ବର୍ଷା ସହ ଘଡଘଡି ସମ୍ଭାବନା ରହିଥିବା ନେଇ ସୋମବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, କୋରାପୁଟ, ରାୟଗଡା, ଗଜପତି, କନ୍ଧମାଳ, ଗଞ୍ଜାମ, ନୂଆପଡା,…

ସୁଶାନ୍ତଙ୍କ ପାଇଁ ନ୍ୟାୟ ଦାବି କରି ହଙ୍ଗର ଷ୍ଟ୍ରାଇକ କରିବାକୁ ଧମକ ଦେଲେ ତାଙ୍କ ୨ ବନ୍ଧୁ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାରେ ସିବିଆଇ ତରଫରୁ କୌଣସି ଦୃଷ୍ଟାନ୍ତ ମୂଳକ ତଥ୍ୟ ସାମ୍ନାକୁ ଆସୁନାହିଁ। ତେବେ ଏଭଳି ପରିସ୍ଥିତିରେ ମୃତ ସୁଶାନ୍ତଙ୍କୁ ନ୍ୟାୟ ଦେବା ଜିଦରେ ଆଗକୁ ଆସିଛନ୍ତି ତାଙ୍କର ଦୁଇ ବନ୍ଧୁ । ଯଥାଶୀଘ୍ର ସୁଶାନ୍ତଙ୍କୁ ନ୍ୟାୟ ନମିଳିଲେ ତାଙ୍କର ଦୁଇ ବନ୍ଧୁ…

ବିଧାନସଭା ଉପ ବାଚସ୍ପତିଙ୍କୁ କରୋନା

ଅନୁଗୁଳ: ବିଧାନସଭା ଉପ ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁସାରେ, ତାଙ୍କୁ ଅଳ୍ପ ଜ୍ଵର ଥିବା ଯୋଗୁଁ ସେ ଟେଷ୍ଟ କରାଇଥିଲେ। ପରେ ତାଙ୍କୁ କରୋନା ଥିବା ସ୍ପଷ୍ଟ ହୋଇଥିଲା । ସେ ଭୁବନେଶ୍ୱରର ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇ…

ଖେଳକୁଦ ବୟସରେ ବିଛଣାରେ ପଡି ରହିଛି କୁନି ଝିଅ; କାରଣ ଜାଣିଲେ ଆଖିରୁ ଝରି ଆସିବ ଲୁହ !

ଯାଜପୁର: ଅସହ୍ୟ ହେଉଛି ଯନ୍ତ୍ରଣା । ତଥାପି ମୁକୁଳିବାକୁ ବାଟ ନାହିଁ । ଖେଳକୁଦ ବୟସରେ ଅକାମୀ ହୋଇଯାଇଛି ଶରୀର । ଯନ୍ତ୍ରଣାରେ ଛଟପଟ ହେଉଛି ଜୀବନ । ବିଦ୍ୟୁତ୍ ଆଘାତରେ ପୋଡିଯାଇ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଯାଜପୁର ବାରଗଡିଆ ଅଂଚଳର ୧୨ ବର୍ଷିୟା ପ୍ରିୟାଗ୍ନୀ ଦେଓ । ବିଦ୍ୟୁତ୍ ଆଘାତ…