Latest Odisha News

BREAKING NEWS

ପସନ୍ଦ

ପସନ୍ଦ
ସତ୍ୟନାରାୟଣ ଗନ୍ତାୟତ

ମୁଁ ଭୋଟ୍ ଦିଏ
ମୋ ପସନ୍ଦରେ!

ଠିକ୍ ଯେମିତି ନେତାଏ
ବର୍ଷ ବର୍ଷ ଧରି
ମୋ ପସନ୍ଦକୁ
ଲାତ ମାରି ଚାଲନ୍ତି
ସେମାନଙ୍କ ପସନ୍ଦରେ!
……………………….
ସୁହାସିତମ୍, କସ୍ତୁରୀ ନଗର
ରାୟଗଡା : ୭୬୫୦୦୧
ମୋବାଇଲ : ୯୪୩୭୯୦୯୬୭୫
sngantayat1964@gmail.com

ଓଡ଼ିଶା ସମ୍ବାଦର ସାହିତ୍ୟ ବିଭାଗକୁ ଲେଖାପଠାଇବାକୁ ଚାହୁଁଥିଲେ ତଳ ଆଇଡିରେ ମେଲ୍‍ କରନ୍ତୁ:
sahitya.odishasambad@gmail.com
(ଲେଖା ସହିତ ନିଜର ଏକ ଫଟୋ, ଜନ୍ମ ତାରିଖ, ମୋବାଇଲ ନମ୍ବର ପଠାଇବାକୁ ଭୁଲିବେନି)

Leave A Reply

Your email address will not be published.