ନୂଆଦିଲ୍ଲୀ: ଆଜି ଅଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ। ପାଖାପାଖି ପାଞ୍ଚ ଦଶନ୍ଧି ପରେ ପ୍ରଧାନମନ୍ତ୍ରୀ ଏଏମ୍ୟୁ କାର୍ଯ୍ୟକ୍ରମକୁ ସମ୍ବୋଧନ କରିଛନ୍ତି। ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏଏମ୍ୟୁ କୁଳପତି ତାଙ୍କୁ କିଛି ଦିନ ପୂର୍ବରୁ ଏକ ଚିଠି ଲେଖିଥିଲେ ଏବଂ କରୋନା ଟିକା ମିଶନ ସମୟରେ ତାଙ୍କୁ ସମସ୍ତ ସାହାଯ୍ୟ କରିବେ ବୋଲି ଆଶ୍ୱାସନା ଦେଇଥିଲେ। ଏଏମ୍ୟୁରେ ଏକ ମିନି ଇଣ୍ଡିଆ ଅଛି, ଉର୍ଦ୍ଦୁ-ହିନ୍ଦୀ-ଆରବୀ-ସଂସ୍କୃତ ଶିକ୍ଷା ଏଠାରେ ଦିଆଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଠାର ପାଠାଗାରରେ କୁରାନ ଅଛି ଏବଂ ଗୀତା-ରାମାୟଣର ଅନୁବାଦ ମଧ୍ୟ ଅଛି। ଏକ ଭାରତର ଶ୍ରେଷ୍ଠ ଭାରତର ଏଏମ୍ୟୁରେ ଭଲ ଛବି ଅଛି। ଏଠାରେ ଇସଲାମ ବିଷୟରେ ଗବେଷଣା କରାଯାଉଛି ଯାହା ଫଳରେ ଇସଲାମିକ ଦେଶମାନଙ୍କ ସହିତ ଭାରତର ଭଲ ସମ୍ପର୍କ ଆହୁରି ଦୃଢ ହେଉଛି।
BREAKING NEWS
- Madhya Pradesh Fire Tragedy: ଦୀପାବଳି ଦେଇଗଲା ଦୁଃଖ,୨ଅଗ୍ନିକାଣ୍ଡ,୨ପରିବାର,୧୨ମୃତ
- ରାଜ୍ୟର ଅଧିକାଂଶ ସ୍ଥାନରେ କମିଲା ସର୍ବନିମ୍ନ ରାତ୍ରି ତାପମାତ୍ରା, ଅନୁଭୂତ ହେଲା ହାଲୁକା ଶୀତ
- କୋଲକାତାରେ ୨୫ବର୍ଷୀୟ ଯୁବକଙ୍କୁ ହତ୍ୟା ଅଭିଯୋଗ, ଲିଭ୍-ଇନ୍ ପାର୍ଟନର ଗିରଫ
- ଦୀପାବଳି ପରେ ବିଗିଡ଼ିଲା ବାୟୁର ମାନ, ତାଳଚେରରେ ସର୍ବାଧିକ ୨୮୧ ଏକ୍ୟୁଆଇ
- ୮୮ଦିନ ସଂସଦର ମୌସୁମୀ ଅଧିବେଶନ ଚାଲିବାର ରେକର୍ଡ
- Cracker Blast:ବାଣ ଫୁଟାଇବା ବେଳେ ଅଘଟଣ:କେଉଁଠି ଛିଣ୍ଡିଗଲା ପାପୁଲି, କେଉଁଠି ବାଣ ବିସ୍ଫୋରଣରେ ଚାଲିଗଲା ନାବାଳକଙ୍କ ଜୀବନ
- ଆମେରିକା ଯୁଦ୍ଧ ନା ଶାନ୍ତି ବାଛିବ? ହ୍ୱାଇଟ୍ ହାଉସକୁ ଇରାନ ବୈଦେଶିକ ମନ୍ତ୍ରୀଙ୍କ କଡ଼ା ଚେତାବନୀ
- ୩ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ,ଶିଶୁପୁତ୍ର ମୃତ
- Indian seafarers evacuated:ସୁରକ୍ଷିତ ଭାବେ ଉଦ୍ଧାର ହେଲେ ୟେମେନରେ ଫସି ରହିଥିବା ୧୯ ଜଣ ଭାରତୀୟ ନାବିକ;ଭାରତ ଅଭିମୁଖେ ଯାତ୍ରା ଆରମ୍ଭ
- ଇସ୍ରାଏଲ୍ରେ ରାଜନୈତିକ ହଲଚଲ: ନେତନ୍ୟାହୁଙ୍କ ଦଳକୁ ସରକାରରେ ସାମିଲ ହେବାକୁ ଆମନ୍ତ୍ରଣ କଲେ ଗାଡି ଏସେନକଟ୍
Comments are closed.