ଭୁବନେଶ୍ୱର: ଓଡିଶା କ୍ରିକେଟ ଆସୋସିଏଶନ (ଓସିଏ) ବୁଧବାର ସୟେଦ ମୁସ୍ତାକ ଅଲୀ ଟି୨୦ ଟୁର୍ଣ୍ଣାମେଂଟ ପାଇଁ ୨୧ ଜଣିଆ ଦଳ ଘୋଷଣା କରିଛି । ଏହି ଦଳର ନେତୃତ୍ୱ ନେବେ ରାଜେଶ ଧୂପର । ଅକ୍ଟୋବର ୨୭ରେ ରାଜେଶଙ୍କ ନେତୃତ୍ୱରେ ଓଡିଶା ଟିମ ଲକ୍ଷ୍ନୌ ଯିବ । ଟୁର୍ଣ୍ଣାମେଂଟ ଲକ୍ଷ୍ନୌରେ ୪ରୁ ୯ ନଭେମ୍ବର ପର୍ଯ୍ୟନ୍ତ ଆୟୋଜିତ ହେବ । ନଭେମ୍ବର ୪ରେ ଓଡିଶା ତାର ପ୍ରଥମ ଏଲିଟ ଗ୍ରୁପ ମୁକାବିଲାରେ ଗୋଆକୁ ଭେଟିବ । ଏହା ପରେ ୫ରେ ତାମିଲନାଡୁକୁ, ୬ରେ ମହାରାଷ୍ଟ୍ରକୁ, ୮ରେ ପଞ୍ଜାବକୁ ଏବଂ ୯ରେ ପୁଡୁଚେରୀକୁ ଭେଟିବ ।
ଓଡିଶା ଟିମ୍: ରାଜେଶ ଧୂପର (ଅଧିନାୟକ), ଗୌରବ ଚୌଧୁରୀ, ଅନୁରାଗ ଷଡଙ୍ଗୀ, ଅଂଶୁମାନ ରଥ,ସନ୍ଦୀପ ପଟ୍ଟନାୟକ, ଶୁଭ୍ରାଂଶୁ ସେନାପତି, ଅଭିଷେକ ଯାଦବ, ପ୍ରତୀକ ଦାସ, ଗୋବିନ୍ଦ ପୋଦ୍ଦାର, ରାଜେଶ ମହାନ୍ତି, ତାରିଣୀ ଶା, ବି.ଶିବା, ଆଶୀଷ ରାୟ, ଦେବବ୍ରତ ପ୍ରଧାନ, ସର୍ବେଶ୍ୱର ମହାନ୍ତି, ପ୍ରୟାସ ସିଂ, ପପୁ ରାୟ, ହର୍ଷିତ ରାଠୋର, ବିକାଶ ରାଉତ, ଜୟନ୍ତ ବେହେରା ଓ ଅଭିଷେକ ରାଉତ ।
BREAKING NEWS
- Asian Games 2026:ପ୍ରଥମ ଦିନରେ ସୁଟିଂରେ ଡବଲ୍ ସିଲଭର;ଫାଇନାଲରେ ମହିଳା କ୍ରିକେଟ୍ ଦଳ, ହକିରେ ଉଭୟ ବର୍ଗରେ ଚମତ୍କାର ଆରମ୍ଭ
- Mahanadi Water Dispute:ଓଡ଼ିଶାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ,କହିଲେ-ଖୁବ ଶୀଘ୍ର ମହାନଦୀ ବିବାଦର ସମାଧାନ ହେବ;ଏପଟେ ବିଜେଡିର ପ୍ରଶ୍ନ କେତେ ପାଦ ଆଗକୁ ବଢ଼ିଛି…
- ଇନ୍କୋଇସ୍ ପକ୍ଷରୁ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର ୫.୦’: ଓଡ଼ିଶା ଉପକୂଳରେ ସମୁଦ୍ର ସଫେଇ ଓ ସଚେତନତା ଅଭିଯାନ
- stone crusher: ୪ ପଥର କ୍ରସର ୟୁନିଟକୁ NGT ଝଟକା;ଜଙ୍ଗଲ ଜମି ଜବରଦଖଲ ଅଭିଯୋଗ…
- Vigilance trap:ଲାଞ୍ଚ ନେଇ ଧରାପଡ଼ିଲେ ICDS ସୁପରଭାଇଜର ଓ JRA
- Sambalpur police encounter:ନିଶା ମାଫିଆକୁ ଏନକାଉଣ୍ଟର; ଦେଶୀ ବନ୍ଧୁକ ସହ ବିପୁଳ କଫ ସିରପ୍ ଜବତ
- Ajit Doval Career: ‘ଶେଷ ହୋଇଗଲା କ୍ୟାରିୟର୍…’, ଅଜିତ ଡୋଭାଲଙ୍କ ବଡ ଖୁଲାସା! ଯେତେବେଳେ ଭାରତୀୟ ଏଜେଣ୍ଟକୁ ଧରି ପକାଇଥିଲା ଚୀନ୍…
- BBSR Family Tragedy: ତୁରୀ, ମହୁରୀରେ କମ୍ପିଥାନ୍ତା, କାନ୍ଦ ବୋବାଳିରେ ଫାଟୁଛି; କେଡେ ନିଷ୍ଠୁର ଏ ଦଇବ! ଏକାସାଙ୍ଗରେ ପୁଅ-ଝିଅ, ଜ୍ବାଇଁ, ନାତି-ନାତୁଣୀ ସମସ୍ତଙ୍କୁ ନେଇଗଲା…
- Surama Padhy in Cape Town: ଦିବ୍ୟାଙ୍ଗଙ୍କ ପାଇଁ ସଂସଦ ହେଉ ଅଧିକ ସମାବେଶୀ; କେପ୍ଟାଉନ୍ରେ ଓଡ଼ିଶାର ଉଦାହରଣ ରଖିଲେ ବାଚସ୍ପତି ସୁରମା ପାଢ଼ୀ
- Odisha Silicon Valley: ନରାଜ ହେବ ଓଡ଼ିଶାର ‘ସିଲିକନ୍ ଭ୍ୟାଲି’; ସେମିକନ୍ ଇଣ୍ଡିଆରୁ ମିଳିଲା ୨୩,୬୦୦ କୋଟିର ନିବେଶ ପ୍ରସ୍ତାବ

Comments are closed.