କନ୍ନପ୍ପାର ନୂଆ ପୋଷ୍ଟର, ପ୍ରଭୁ ଶିବଙ୍କ ଅବତାରରେ ଅକ୍ଷୟ କୁମାର…
ମୁମ୍ବାଇ: ସାଉଥ୍ ଫିଲ୍ମ 'କନ୍ନପ୍ପା'ର ନୂଆ ପୋଷ୍ଟର ଜାରି କରାଯାଇଛି।ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ମହାଦେବ ଭୂମିକାରେ ନଜର ଆସିବେ।
ନୂଆ ପୋଷ୍ଟରରେ ଖିଲାଡି କୁମାର ଗୋଟିଏ ହାତରେ ତ୍ରିଶୂଳ ଏବଂ ଅନ୍ୟ ହାତରେ ଡମ୍ବରୁ ଧରିଥିବାର ଦେଖାଯାଇଛି। ତାଙ୍କ କପାଳରେ ଭସ୍ମ ଲାଗିଛି। ଏହି ଫିଲ୍ମ…