Latest Odisha News

ରାମ ମନ୍ଦିର ପାଇଁ ଆଦାୟ ହେଲାଣି ୧୯୦୦ କୋଟି ଟଙ୍କା

ଅଯୋଧ୍ୟା: ଅଯୋଧ୍ୟାର ରାମମନ୍ଦିର ପାଇଁ ଭକ୍ତମାନେ ଦାନ ସୂତ୍ରରେ ଟଙ୍କା ଦେଇ ଚାଲିଛନ୍ତି । ଟ୍ରଷ୍ଟ ପାଖରେ ଏ ପର୍ଯ୍ୟନ୍ତ ୧୯୦୦ କୋଟି ଟଙ୍କା ଗଚ୍ଛିତ ହୋଇ ସାରିଛି । ଶୁକ୍ରବାର କୋଷାଧ୍ୟକ୍ଷ ଗୋବିନ୍ଦ ଗିରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ୪ଦିନିକିଆ ଅଯୋଧ୍ୟା ଗସ୍ତରେ ଯାଇଛନ୍ତି ।

ମନ୍ଦିରର ମୂଳଦୂଆ କିପରି ହେବ ଶେଷରେ ଚୂଡାନ୍ତ ନକ୍ସା ପ୍ରସ୍ତୁତ କରାଯାଇଛି । ଖୁବ୍ ଶୀଘ୍ର ରାମ ମନ୍ଦିର କାର୍ଯ୍ୟ ଆରମ୍ଭ ହୋଇଯିବ ବୋଲି ମନ୍ଦିର ଟ୍ରଷ୍ଟର ସଦସ୍ୟ ଅନୀଲ ମିଶ୍ରା କହିଛନ୍ତି । ଏହା ବ୍ୟତୀତ ସରକାରଙ୍କ ଅଯୋଧ୍ୟା ପ୍ରକଳ୍ପ ନେଇ ମଧ୍ୟ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.