Latest Odisha News

BREAKING NEWS

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ; ଏନଡିଏ ପ୍ରାର୍ଥୀଙ୍କୁ ନବୀନଙ୍କ ସମର୍ଥନ

ଭୁବନେଶ୍ୱର: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନର ଅବ୍ୟବହିତ ପୂର୍ବରୁ ସୋମବାର ଦିନ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ (ବିଜେଡି) ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବ ବୋଲି ଘୋଷଣା କରିଛି ।

ଏନଡିଏ ପ୍ରାର୍ଥୀ ଭାବେ ରହିଛନ୍ତି ହରିବଂଶ ନାରାୟଣ ସିଂହ । ଏହାଛଡା ବିରୋଧି ଦଳଙ୍କ ପ୍ରାର୍ଥୀ ହୋଇଛନ୍ତି ଆରଜେଡି ସାଂସଦ ମନୋଜ ଝା ।

ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ବିଜେଡି ସୁପ୍ରିମୋଙ୍କ ସହ ଫୋନ ଯୋଗେ ବାର୍ତ୍ତାଳପ କରିବା ପରେ ସେ ଏଭଳି ଘୋଷଣା କରିଛନ୍ତି ।

ଅଧିକ ପଢନ୍ତୁ- ନବୀନଙ୍କୁ ସମର୍ଥନ ମାଗିଲେ ନୀତିଶ

ଗତ ସେପ୍ଟେମ୍ବର ୧୦ ତାରିଖରେ ଏହି ପଦ ଲାଗି ନିତିଶ ତାଙ୍କ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ ଦେବା ପାଇଁ ନବୀନଙ୍କୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.