Latest Odisha News

BREAKING NEWS

[ଭିଡିଓ] ୟୁକ୍ରେନରେ ଫସିଲେ ଅନୁଗୁଳ ପୁଅ ଆଲୋକ ,ଉଦ୍ଧାର ପାଇଁ ପରିବାର କଲେ ନିବେଦନ

ଅନୁଗୁଳ : ୟୁକ୍ରେନ ଓ ଋଷ ମଧ୍ୟରେ ଜାରି ରହିଛି ଭୀଷଣ ଯୁଦ୍ଧ । ଏହି ସମୟରେ ୟୁକ୍ରେନରେ ଫସିଛନ୍ତି ଓଡିଆ ଯୁବକ ଯୁବତୀ । ଅନଗୁଳ ବଳରାମ ପ୍ରସାଦର ଆଲୋକ ସାମଲ ୟୁକ୍ରେନରେ ଏବିବିଏସ୍ ପାଠପଢୁଥିଲେ । ୟୁକ୍ରେନ ଉପରକୁ ଋଷ୍ ଆକ୍ରମଣ କରିବା ପରେ ଫସି ଯାଇଛନ୍ତି ଆଲୋକ ।

ୟୁକ୍ରେନରେ ଆଲୋକ ଫସି ରହିବା ଫଳରେ ପରିବାର ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି । ପୁଅକୁ ସୁରକ୍ଷିତ ଘରକୁ ଫେରାଇ ଆଣିବାକୁ ଆଲୋକଙ୍କ ପରିବାର ଲୋକ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି ।

Comments are closed, but trackbacks and pingbacks are open.