Latest Odisha News

BREAKING NEWS

ସାଇ ଇଣ୍ଟରନ୍ୟାସନାଲ ପକ୍ଷରୁ ୩୦ ହଜାରରୁ ଅଧିକ ଲୋକଙ୍କ ଉପସ୍ଥିତିରେ UNWIND-୨୦୨୨ କାର୍ଯ୍ୟକ୍ରମ

ଭୁବନେଶ୍ୱର: ସାଇ ଇଣ୍ଟନ୍ୟାସନାଲ ପକ୍ଷରୁ ଅନୱିଣ୍ଡ (UNWIND) କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ୩୦ ହଜାରରୁ ଅଧିକ ଲୋକ ଏକାଠି ହୋଇଥିଲେ । ଏହି ଦିନିକିଆ କାର୍ଯ୍ୟକ୍ରମକୁ ମେଣ୍ଟରଙ୍କ ସହାୟତାରେ ପରିଚାଳନା କରିଥିଲେ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀ ।

SAI International Hosts UNWIND 2022 with a footfall of 30,000+ People

ପ୍ରତିଷ୍ଠାତା ଅଧ୍ୟକ୍ଷ ବିଜୟ କୁମାର ସାହୁଙ୍କ ଉଦ୍ୟମରେ ହେଉଥିବା UNWINDରେ ୧୦୦ରୁ ଅଧିକ ଖାଦ୍ୟ ଷ୍ଟଲରେ ବିଭିନ୍ନ ବିଦେଶୀ ଖାଦ୍ୟ ସାମିଲ୍ ହୋଇଥିଲା । UNWIND-୨୦୨୨ରେ ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ଓମକାର ରାଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଅବସରରେ ପ୍ରତିଭା ଆଶ୍ରମର ଅନ୍ତେବାସୀ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ୍ ପରିଦର୍ଶନ କରିବା ସହ UNWIND କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏହି ଅବସରରେ ସାଇ ଇଣ୍ଟରନ୍ୟାସନାଲ୍ ଏଜୁକେସନ୍ ଗ୍ରୁପର ଅଧ୍ୟକ୍ଷ ଡ. ଶିଳ୍ପୀ ସାହୁ ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.