Latest Odisha News

ସୁଶାନ୍ତ ରାଜପୁତ କେସ୍‌: ଭୂଷଣଙ୍କ ଉପରେ ରାଗିଲେ ସୋନୁ ନିଗମ, ତୁନେ ଗଲତ ଆଦମୀ ସେ ପଙ୍ଗା ଲେ ଲିୟା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡର ଅନେକ ଗୁମର କଥା ପଦାରେ ପଡିବାରେ ଲାଗିଛି । ଗାୟକ ସୋନୁ ନିଗମ ମଧ୍ୟ କେତେକ ଗୋଷ୍ଠୀ ଚକ୍ରାନ୍ତ କରୁଥିବା ନେଇ କହିଥିଲେ । ସୋମବାର ସୋନୁ କହିଥିଲେ ଏଥର ଟିସିରିଜ ଆଉ ଭୂଷଣ କୁମାର ବିଷୟରେ ଲୋକେ ଜାଣିବା କଥା । ମୁଁ ଚୁପ୍ ଥିଲି ଆଉ ରହିବାନି । ଭୂଷଣ ମୋ ମୁହଁ ଖୋଲାଇବାକୁ ଚାହୁଁଛି ।

ସୋନୁ ସୋସିଆଊ ସାଇଟରେ ଏକ ଭିଡିଓ ମେସେଜରେ କହିଛନ୍ତି, ଲାତୋଁ କି ମାଫିଆ ବାତୋଁ ସେ ମାନତି । ତୁନେ ଗଲତ ଆଦମି ସେ ପଙ୍ଗା ଲେ ଲିୟା ।୍ୱରୀନା କୁଓଁର ନାଁ ମନେ ଅଛିି ତ ? ତୋର କଳା କାରନାମାର ଭିଡିଓ ମୋ ପାଖରେ ଅଛି । ଆଉ ଥରେ ମୋ ବିରୁଦ୍ଧରେ ଷଡଯନ୍ତ୍ର କଲେ ମୋ ୟୁ ଟ୍ୟୁବ ଚ୍ୟାନେଲରେ ଏହି ଭିଡିଓ ଛାଡିଦେବି । ସୂଚନାଯୋଗ୍ୟ, ୨୦୧୮ରେ ମିଠୁ କ୍ୟାପେଂନରେ ଭୂଷଣ କୁମାର ଓ ସାଜିଦ ଖାଁଙ୍କ ବିରୋଧରେ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ ।

Leave A Reply

Your email address will not be published.