Latest Odisha News

BREAKING NEWS

ଗୁରୁବାର ସୁପ୍ରିମକୋର୍ଟରେ ରଥଯାତ୍ରା ମାମଲାର ଶୁଣାଣି

ନୂଆଦିଲ୍ଲୀ: ରଥଯାତ୍ରାକୁ ନେଇ ଦ୍ୱନ୍ଦ୍ୱ ବଢୁଥିବା ବେଳେ ଆସନ୍ତା ଗୁରୁବାର ସୁପ୍ରିମକୋର୍ଟରେ ହୋଇଥିବା ମାମଲାର ଶୁଣାଣି ହେବ । ତେଣୁ ୧୮ ତାରିଖ ଅର୍ଥାତ୍ ଗୁରୁବାର ଉଚ୍ଚତମ ନ୍ୟାୟାଳୟର ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିବ ।

କରୋନା କଟକଣା ଭିତରେ ରଥଯାତ୍ରା ହେଲେ ସାମାଜିକ ଦୂରତା ଅସମ୍ଭବ । ତେଣୁ ଚଳିତବର୍ଷ ରଥଯାତ୍ରା ବାତିଲ କରିବାକୁ ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଦାଖଲ କରିଥିଲା ଓଡିଶା ବିକାଶ ପରିଷଦ । ଆସନ୍ତା ଗୁରୁବାର ସୁପ୍ରିମକୋର୍ଟଙ୍କ ୩ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ ।

Leave A Reply

Your email address will not be published.