Latest Odisha News
Browsing Tag

2 arrested

ପୁରୀରୁ ୧୬୪ ଗ୍ରାମ ବ୍ରାଉନସୁଗାର ଜବତ, ୨ ଯୁବକ ଗିରଫ

ପୁରୀ: ବାଟ ହୁଡ଼ୁଛନ୍ତି ଯୁବପିଢ଼ି । ବାଇୟା କରୁଛି ବ୍ରାଉନସୁଗାର । ପୁରୀରୁ ପୁଣି ଥରେ ଜବତ ହୋଇଛି ଧଳା ଜହର । ଆଜି ଅବକାରୀ ବିଭାଗର ସ୍କ୍ୱାଡ ପୁରୀର ଗଙ୍ଗାରାମ ନୂଆସାହିରୁ ୧୬୪ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ମାମଲାରେ ନୂଆସାହିର ୨ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ୨…

ଭଦ୍ରକ ପାଲଟିଛି ବ୍ରାଉନ୍ ସୁଗାର ବେପାରୀଙ୍କ ଭୂସ୍ୱର୍ଗ, ପୁଣି ୨ ଗିରଫ

ଭଦ୍ରକ: ପ୍ରତିଦିନ ଭଦ୍ରକ ଜିଲ୍ଲାରେ ସାମ୍ନାକୁ ଆସୁଛି ବ୍ରାଉନ ସୁଗାର କାରବାର ଜନିତ ଖବର । ଗତକାଲି ପୁରୁଣାବଜାର ପୋଲିସ ହାତରେ ଧରାପଡିଛନ୍ତି ଦୁଇ ବ୍ରାଉନ୍ ସୁଗର ଚାଲାଣକାରୀ । ସେମାନଙ୍କଠାରୁ ବ୍ରାଉନ୍ ସୁଗାର ଜବତ ହୋଇଥିଲାବେଳେ ଜାରି ରହିଛି ତଦନ୍ତ । ଗତକାଲି ଭଦ୍ରକ ଟାଉନ ଓ ଇଛାପୁର…

ରାଇରଙ୍ଗପୁରରେ ଧରାପଡିଲା ଗଂଜେଇ ଗାଡି, ୨ ଗିରଫ

ବାରିପଦା: ରାଜ୍ୟର ଫୁଙ୍ଗୁଳା ସୀମାରେ ରହିଛି ଅନେକ ଗଳାବାଟ । ସେହି ଗଳାବାଟ ଗଂଜେଇ ବେପାରୀଙ୍କ ପାଇଁ ପାଲଟିଛି ଭୂସ୍ୱର୍ଗ । ତେବେ ଏକ ଟ୍ରକରେ ଗଂଜେଇ ଚାଲାଣ କରିବା ଦୁଇ ଅଭିଯୁକ୍ତଙ୍କୁ ମହଙ୍ଗା ପଡିଛି । ରାଇରଙ୍ଗପୁର ଟାଉନ ପୋଲିସ୍ ପେଟ୍ରୋଲିଂ ଟିମ୍ ହାତରେ ଗଂଜେଇ ଚାଲାଣକାରୀଙ୍କ ସମେତ ୬…

ନୟାଗଡ଼ରୁ ପୁଣି ବ୍ରାଉନସୁଗାର ଜବତ, ୨ ଗିରଫ

ନୟାଗଡ଼: ଜ଼ିଲ୍ଲାରେ ଦିନକୁ ଦିନ ବ୍ରାଉନ ସୁଗାର ବେପାର ବୃଦ୍ଧି ପାଇବାରେ ଲାଗିଛି । ଆଜି ପୋଲିସ ନୟାଗଡ ଷ୍ଟେସନରୁ ଦୁଇ ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଛି । ଗିରଫ ୨ ଜଣ ହେଲେ ସିଦ୍ଧାନ୍ତ ନାୟକ ଓ ପ୍ରକାଶ ନାୟକ । ଏମାନେ ଖୋର୍ଦ୍ଧାର ବୋଲି ଜଣାପଡିଛି । ଏମାନଙ୍କ ଠାରୁ ୪ଗ୍ରାମ…

ଧଳା ଜହର ସୌଦାଗର ସାଜିଥିଲେ ମାଛ ବେପାରୀ !

ଭୁବନେଶ୍ୱର: ମାଛ ବେପାର ସାଜିଥିଲା ଢାଲ । ମାଛ ବଦଳରେ ଚାଲିଥିଲା ବ୍ରାଉନ୍ ସୁଗାର କାରବାର । କୋଡ୍ ୱାର୍ଡ କିମ୍ବା ପୂର୍ବରୁ ହୋଇଥିବା ଡିଲ୍‌କୁ ନେଇ ଚାଲିଥିଲା ସିକ୍ରେଟ୍ ସର୍ଭିସ୍ । ଏପରିକି ପୋଲିସକୁ ଚକ୍‌ମା ଦେବା ପାଇଁ ଧଳା ଜହରର ସୌଦାଗାର ସାଜିଥିଲେ ମାଛ ବେପାରୀ । ରାଜଧାନୀର…

ବେଆଇନ ଲଟେରୀ ସଂସ୍ଥା ଉପରେ ଚଢଉ, ୨ ଗିରଫ

ପାରଳାଖେମୁଣ୍ଡି : ଆଜି ବେଆଇନ ଲଟେରୀ ସଂସ୍ଥା ଉପରେ ପୋଲିସ ପକ୍ଷରୁ ଅତର୍କିତ ଚଢ଼ାଉ ହୋଇଛି । ଦୀର୍ଘ ଦିନ ଧରି ଶ୍ରୀ ଲକ୍ଷ୍ମୀ ଗଣପତି ଲକି ଡ୍ର ସ୍କିମ ନାମରେ ବେଆଇନ ଭାବେ ଲଟେରୀ ସଂସ୍ଥା ଖୋଲି ଲୋକଙ୍କୁ ପ୍ରଲୋଭନ ଦେଖାଇ ଟଙ୍କା ଆଦାୟ କରି ଆସୁଥିବା ଅଭିଯୋଗ ହୋଇଆସୁଥିଲା । ବାରମ୍ବାର…

ରାଜଧାନୀରେ ଦୁଇ ମୋବାଇଲ ଲୁଟେରା ଗିରଫ

ଭୁବନେଶ୍ୱର : ଦୁଇ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି କମିସନରେଟ ପୋଲିସ । ସେମାନଙ୍କର ଠାରୁ ୨୦ଟି ମୋବାଇଲ ଓ ଲ୍ୟାପଟପ ଜବତ କରାଯାଇଛି । ଏହି ଦୁଇ ଅଭିଯୁକ୍ତ ହେଲେ ଅମିତ ଜେନା ଓ କାହ୍ନୁ ଚରଣ ମିଶ୍ର। ମିଳିଥିବା ସୂଚନା ଅନୁୟାୟୀ, ଏମାନେ ନିଛାଟିଆ ସ୍ଥାନରେ ଏକାକୀ ଯାଉଥିବା…

ମକର ବୁଡ଼ ପାଇଁ ଯାଇଥିବା ବେଳେ ଗଣଦୁଷ୍କର୍ମର ଶିକାର ହେଲେ ଯୁବତୀ

ବାରିପଦା : ଏକୁଟିଆ ମକର ବୁଡ଼ ପକାଇବାକୁ ଯାଇଥିବା ଗଣଦୁଷ୍କର୍ମର ଶିକାର ହେଲେ ଯୁବତୀ । ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ବାରିପଦାରୁ । ଏହି ଘଟଣାରେ ଟାଉନ ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ଯୁବତୀ ଜଣକ ଆଜି ଭୋରରୁ ଉଠି ଏକୁଟିଆ ମକର ବୁଡ ପକାଇବାକୁ…

୧୦୦୦ ଲିଟର କିରୋସିନ ଜବତ, ୨ ଭାଇ ଗିରଫ

ପୁରୀ: ଧରାପଡିଲା ବିପୁଳ ପରିମାଣର ଚୋରା କିରୋସିନ । ଏକ ଟ୍ରାକ୍ଟର ଯୋଗେ ୫ଟି ଟିଣ ଡ୍ରମରେ ବେଆଇନ୍ ଭାବେ ଏକ ହଜାର ଲିଟର କିରୋସିନ୍ ଚାଲାଣ ବେଳେ ପୋଲିସ ହାତରେ ଧରାପଡିଛି । ବେଆଇନ କରୋସିନ ପରିବହନ ଅଭିଯୋଗରେ କାକଟପୁର ଥାନା ପୋଲିସ ୨ ଭାଇଙ୍କୁ ଗିରଫ କରିଛି । ସେମାନେ ହେଲେ କାକଟପୁର…

ପିପିଇ କିଟ୍ ଭିତରେ ଗଞ୍ଜେଇ ଚାଲାଣ, ଧରିଲା ପୋଲିସ

ଭୁବନେଶ୍ୱର: ଗଞ୍ଜେଇ ଚାଲାଣର ନୂଆ ଫର୍ମୁଲା । କରୋନା ମହାମାରୀର ଫାଇଦା ଉଠାଇ ଆମ୍ବୁଲାନ୍ସ ଭିତରେ ପିପିଇ କିଟ୍ ଘୋଡାଇ ଗଞ୍ଜେଇ ଚାଲାଣ ହେଉଛି । ପୋଲିସ ଆମ୍ବୁଲାନ୍ସ ସହ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ ରଖିଛି । ଘଟଣା ଘଟିଛି ଗଂଜମା ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୁଢ଼ାମ୍ବରେ ।…