Latest Odisha News

BREAKING NEWS

Browsing Tag

A column by Manamayee Rath

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଆଦୌ ରୂପାନ୍ତର ଚାହୁଁ ନଥିବା ପୃଥିବୀ ଏହି ଗୋଟିକ ଶେଷ ଚିଠି ହେଉ ତୁମ ପାଇଁ ପ୍ରକାଶ୍ୟରେ । 'ଶେଷ' ଶବ୍ଦଟି ହିଁ ଲୁହଉଦ୍ରେକକାରୀ କାରଣ ବିଦାୟର ଭାବଟି କେମିତି କେଜାଣି ଯୋଡ଼ି ହୋଇରହିଥାଏ ଏହା ସହ ପ୍ରଚ୍ଛନ୍ନ ଭାବରେ। ଦିନେ କେବେ କହୁଥିଲି ପ୍ରତିଟି ପରିଣତି ପୂର୍ଣ୍ଣତାରେ ସମ୍ପନ୍ନ ହେଉ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଦର୍ପଣରେ ଜହ୍ନ ଗତକାଲି ଜହ୍ନକୁ ପାଖରୁ ଦେଖିଲି । ମନ ତଳେ ଝୁଲୁଥିବା ଗୋଟେ ଜହ୍ନରାତିକୁ କଳ୍ପନାର ରଙ୍ଗରେ ରଙ୍ଗଉଥିବା ଅଭ୍ୟସ୍ତ ଆଖି ଆକାଶକୁ ଜହ୍ନର ଉଜ୍ଜ୍ୱଳତାରେ ଦେଖି ମୁଗ୍ଧ ହେବା ସ୍ୱାଭାବିକ । ହେଲା ବି । ଶିଶିର ସ୍ନାତ ବାୟୁମଣ୍ଡଳରେ ଆଖି ସହ ଯଦିଓ ସାଲିସ କରିପାରୁନଥିଲା ଅସୁସ୍ଥ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଚିହ୍ନା ଠିକଣା ସ୍ବପ୍ନର ପିଠି ମସୃଣ - ଠିକ୍ ସାପ ଭଳି । ଅନୁରାଗ ରଞ୍ଜିତ ହାତରେ ଯେତିକି ଥାପିବ ପାପୁଲି ତା ମୁଲାୟମ ଦେହରେ ସେ ଖସିବ ହିଁ ଖସିବ । ନୁହେଁ ? ଚୋଟ ଯେତେ ଥର ପଡ଼ୁ ଘୁଞ୍ଚେଇ ହୁଏନି ପାଦ ସୁରକ୍ଷା ଲୋଭରେ କେଉଁ ଏକ ଅଜଣା ଆକର୍ଷଣରେ । ଆତଙ୍କ ସହ ଅତର୍କିତ ଲଢ଼ିବାର ଏକ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଅସୀମକୁ ଦୃଷ୍ଟି  ଆକାଶକୁ କୋର୍ଟ ପିନ୍ଧେଇବାର ସ୍ପର୍ଦ୍ଧା କରିଥିଲି ଦିନେ । ତା'ର ମହାଶୂନ୍ୟତାକୁ ବେଢ଼େଇବାକୁ ଚାହିଁଥିଲି ଆବରଣ । ଚୁନା ଚୁନା ମେଘର ଆବେଗରେ ସଜେଇଥିଲି ତାର ଦେହ । ଖଞ୍ଜିଥିଲି ମଣିଷର ହାତ ଆଉ ରୋପିଥିଲି ପ୍ରେମର ସ୍ତବକ ସେହି ଦିବ୍ୟ ଆଙ୍ଗୁଠିର ବେଷ୍ଟନୀରେ । ବଢ଼େଇ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଅସ୍ତିତ୍ୱର ସଙ୍କଟ  ମୁଁ ବୋଲି ଯିଏ ସେ ସତରେ କିଏ ? କାହିଁକି ସେ ଯନ୍ତ୍ରଣାରେ ଅହରହ ଥାଏ ? ଯେତେଥର ଖୋଜିଛି , ଯେତେବେଳେ ଖୋଜିଛି , ଯେମିତି ବି ଖୋଜିଛି , ଯେଉଁ ଯେଉଁ ସ୍ଥାନରେ ତୁମ ସ୍ଥିତିକୁ ଅଣ୍ଡାଳିଛି ସେସବୁର ଆଧାର ହିଁ ମୋର ଯନ୍ତ୍ରଣା । ମୁଁ ଭୋଗୁଥିବା ଯନ୍ତ୍ରଣା ମୋ ପାଇଁ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ପ୍ରତିଶ୍ରୁତି ଶବ୍ଦ ନିଅଣ୍ଟ ପଡ଼େ ତୁମ ପାଇଁ ଅଭିବ୍ୟକ୍ତିର ଫର୍ଦ୍ଦ ତିଆରି କଲାବେଳେ । ଭାବର ଉଛୁଳା ପରିପ୍ରକାଶକୁ ଧରି ହୁଏନି ଶବ୍ଦର ଜାଲରେ । ରଙ୍ଗମାନେ ବି କମ୍ ଲୁଚକାଳି ଖେଳନ୍ତିନି ଉକୁଟେଇବା ପାଇଁ ତୁମକୁ କାନ୍ଭାସର ଦେହରେ ।ଇଚ୍ଛା କରେ ଜନ୍ମ ହେଉ ନୂଆ ନୂଆ ଶବ୍ଦ ଆଉ ରଙ୍ଗ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

କାକୁସ୍ଥ ପୃଥିବୀ  ସୋମବାର ନସରୁଣୁ ଚିଠି ପାଇଁ ଭାବ ସବୁ ଶବ୍ଦ ହୋଇ ଅଦୃଶ୍ୟରେ ବୁଣି ହେଉଥାଏ ମନର କେଉଁ ଏକ ଅପହଞ୍ଚ ଇଲାକାରେ । ଲେଖିବି ଲେଖିବି ହୋଇ ଡେଇଁଯାଏ ଅକ୍ଷରମାନଙ୍କ ମୋହକୁ ତୁମ ପାଇଁ ତିଆରି ହୋଇ ଚାଲିଥିବା ଅଭିମାନର ମଧୁର ଜଞ୍ଜାଳରେ । କହିପାର ନିଜକୁ ମୁଁ ବାରମ୍ବାର ଭୁଲୁଥାଏ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ସଖା ! ଏହି ସମ୍ବୋଧନ ତୁମ ପାଇଁ ପ୍ରଯୁଜ୍ୟ ବୋଲି ଖୁବ୍ ପିଲାବେଳୁ ବୁଝେଇ ଦେଇଥିଲେ ନନା । ମନେ ନାହିଁ ଆଜି ଯାଏଁ କେବେ ତୁମ ପାଖକୁ ଚିଠିଟେ ଲେଖିଛି ଖୁସିରେ । ଲୁହ ଆସିଲା କି ଆସିବାର ଉପକ୍ରମ କଲା ତ ଚିଠି ଲେଖିଯାଏ ମନରେ ନତୁବା କଲମ ଦେଇ କାଗଜ ଦେହରେ । ତୁମେ ତୁମର ସେହି ରଙ୍ଗା ଅଧରରେ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ମୁଗ୍ଧ ବିଭାବରୀ ଆଜି କାଲି ଲେଖି ହେଉନି ଚିଠି । ଅକ୍ଷର ପଛରେ ଥିବା ଛୋଟବଡ଼ କାହାଣୀମାନ ଯେମିତି ତ୍ରସ୍ତ ଭାବେ ମୋଡି ହୋଇ ରହିଛନ୍ତି ଫର୍ଦ୍ଦର କଡ଼କୁ । ମୋତେ ଦିଶୁନି ସଫେଦ କାଗଜ ଫର୍ଦ୍ଦ ଯାହାକୁ ମୁଁ କେବେ ଆକାଶ କରି ବିଛେଇ ଦେଇପାରେ ପୁଣି ଚିରୁଡ଼ାଏ ଚିରୁଡ଼ାଏ କରି କାନ୍ଭାସ ଆକାରରେ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଚିଠି ଲାଗି ଚିଠି  ପରିସ୍ଥିତି ଦରକାର କରୁଥିବା କଥାକୁ ସଠିକ ବଖାଣି ପାରେନି ବୋଲି ଛୁଆବେଳୁ ଲେଖି ବସିଲି ଚିଠି । ରାଗି ଯାଉଥିବା ନନାଙ୍କୁ ଚିଠି , ମାଡ଼ ଦେଉଥିବା ବୋଉକୁ ଚିଠି , ଅକାରଣରେ ମାଡ଼ ଖୁଆଉଥିବା ସହପାଠୀଙ୍କୁ ଚିଠି , ପିଲାଙ୍କ କଥାରେ ମୋ ପିଠିରେ କୁଆଛୁଆ ଉଡ଼ିଗଲା ଭଳି ମାଡ଼…