Latest Odisha News
Browsing Tag

accident

ବିୟର ଫ୍ୟାକ୍ଟ୍ରିରେ ଦୁର୍ଘଟଣା, ଚାଲିଗଲା ଶ୍ରମିକଙ୍କ ଜୀବନ

ପାଟଣାଗଡ : ବଲାଙ୍ଗିର ବେଲପଡା ଥାନା ସରମୁହାଣ ଗାଁରେ ଥିବା ବିୟର ଫ୍ୟାକ୍ଟ୍ରିରେ ଦୁର୍ଘଟଣା । ଏଥିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ନୁନହାଡ ଗାଁର ବିଶ୍ବନାଥ ହଂସ । ସେ ଛାତ ଉପରେ ବିୟର ଫ୍ୟାକ୍ଟ୍ରିର କୁଲିଙ୍ଗ ପ୍ଲାଣ୍ଟ କାମ କରିବା ସମୟରେ ତଳକୁ ଖସିପଡ଼ିଥିଲେ । ଫଳରେ…

ଗଜପତି ରାଶିବାଡ ଘାଟିରେ ଓଲଟିଲା ଡାଲା ଅଟୋ, ଜଣେ ମୃତ, ୧୨ ଗୁରୁତର

ଗଜପତି : ଗଜପତି ଜିଲ୍ଲା ରାୟଗଡ଼ ଥାନା ରାଶିବାଡ଼ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା । ଡାଲା ଅଟୋ ଓଲଟି ଜଣେ ଶ୍ରମିକ ମୃତ୍ୟୁ ହୋଇଛି । ଏହାସହ ୧୨ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ ହେଲେ ସୁନ୍ଦରଗଡ଼ ରାଣୀଦେଲନା ଗାଁର ସୁରସେନ । ସୂଚନା ଅନୁସାରେ, ବଲାଙ୍ଗୀର, ସୁନ୍ଦରଗଡ଼ ଓ…

ଝିଅ ଦେଖି ଫେରିବା ବେଳେ ମାଡିଗଲା ହାଇଓ୍ବା, ଚାଲିଗଲା ୩ ଜଣଙ୍କ ଜୀବନ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅରିଗାଁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱା ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ ହେଲେ ଭେଡେନ ଥାନା ବାଏପୁର ଗାଁର ଗୌର ମାଝୀ, ଗୋବିନ୍ଦ ବଗର୍ତ୍ତି, ଜନାର୍ଦ୍ଦନ ବାରିକ ।…

ନବରଙ୍ଗପୁରରେ ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ, ୬ ଯାତ୍ରୀ ଗୁରୁତର

ନବରଙ୍ଗପୁର: ପାପଡାହାଣ୍ଡି ଥାନା ବାର୍ଲି ଗାଁ ନିକଟରେ ଏକ ପିକ୍‌ଅପ୍ ଭ୍ୟାନ ଓଲଟି ପଡିବାରୁ ୨୯ ଯାତ୍ରୀ ଆହତ ହୋଇଛନ୍ତି ।ଏମାନଙ୍କ ମଧ୍ୟରୁ ୬ ଯାତ୍ରୀ ଗୁରୁତର ଥିବା ଜଣାପଡିଛି । । ଆହତମାନଙ୍କୁ ପାପଡାହାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ୍ୟଥିବା ବେଳେ ଗୁରୁତରମାନଙ୍କୁ…

ରାଜଧାନୀରେ ସିରିଜ୍ ଦୁର୍ଘଟଣା, ଦୁଇ ଅଟକ

ଭୁବନେଶ୍ୱର: ଜାତୀୟ ରାଜପଥ ସିଆରପି ଓଭରବ୍ରିଜ୍ ଉପରେ କାର୍ ସିରିଜ୍ ଦୁର୍ଘଟଣା ଘଟାଇଛି । ନିଶାସକ୍ତ ଅବସ୍ଥାରେ ୪ଟି କାର୍‌କୁ ପିଟିଛନ୍ତି ୨ଜଣ ଯୁବକ । ନିଶାସକ୍ତ ଅବସ୍ଥାରେ ଯୁବକ ଦୁଇ ଜଣ ଗୋଟିଏ ପରେ ଗୋଟିଏ ଗାଡିକୁ ପିଟିଚାଲିଥିଲେ । ୪ଟି କାର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦୁର୍ଘଟଣାରେ…

ବାଇକକୁ ଧକ୍କା ଦେଲା ଦ୍ରୁତଗାମୀ କାର, ୨ ମୃତ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ମୋରଡା ଥାନା ଝିଙ୍କିରିଆ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଯାହା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ମାନେ ବେତନଟୀ ଥାନା ଅନ୍ତର୍ଗତ ଭାଲୁକଚୁଆ ଦୁର୍ଗାପୁର ଅଞ୍ଚଳର ବୋଲି ଜଣାପଡିଛି। ଏଯାବତ୍ ସେମାନଙ୍କର ପରିଚୟ ଜଣା ପଡ଼ିନାହିଁ। ସୂଚନା…

ଓଭରବ୍ରିଜ୍ ଉପରୁ ବସ୍ ଉପରେ ଖସି ପଡ଼ିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ଓଭରବ୍ରିଜ ଉପରୁ ଭାରସାମ୍ୟ ହରାଇ ଖସି ପଡ଼ିଲା ଟ୍ରକ୍ । ତଳେ ଯାଉଥିବା ବସ୍ ଉପରେ ଖସି ପଡ଼ିଲା ଲୁହାପଥର ବୋଝେଇ ଟ୍ରକ । ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୫୦ଜଣ ଯାତ୍ରୀ । ଏଭଳି ଦୁର୍ଘଟଣା ଘଟିଛି…

ଗୋରୁଭର୍ତ୍ତି ଟ୍ରକ୍ ଓଲଟି ୩ ଜଣଙ୍କ ସମତେ ୪୦ ଗାଈ ମୃତ

ଜଳେଶ୍ୱର: ଗୋ-ଚାଲାଣ ବେଳେ ଦୁର୍ଘଟଣା । ଚାଲିଗଲା ଜୀବନ । ଜଳେଶ୍ୱର ଜାତୀୟ ରାଜପଥ-୬୦ର ବସ୍ତା ବାଇପାସ୍ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଗାଈଙ୍କ ଜୀବନ ଯାଇଛି । ଗୋରଭର୍ତ୍ତି ଟ୍ରକଟି ପ୍ରଥମେ ଏକ ବୋଲେରୋକୁ ଧକ୍କା ଦେଇ…

ମୟୂରଭଂଜରେ ଓଲଟିଲା ଟ୍ରାକ୍ଟର, ୪ ମୃତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ମୁରୁଣିଆରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ୧୦ ଫୁଟ୍ ତଳକୁ ଖସି ପଡ଼ିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ୩୦ରୁ ଅଧିକ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକେ, ପୋଲିସ, ଅଗ୍ନିଶମ ବାହିନୀ କର୍ମଚାରୀ ଆହତମାନଙ୍କୁ…

ବରଗଡରେ ଓଲଟିଲା ବରଯାତ୍ରୀ ଗାଡି, ୨ ମୃତ, ୭ ଆହତ

ବରଗଡ଼: ବିଜେପୁର ସର୍ନାପାଲି ବ୍ରିଜରୁ ଖସିଲା ବରଯାତ୍ରୀଙ୍କୁ ନେଇ ଯାଉଥିବା ଅଟୋ । ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ଗୋବିନ୍ଦପାଲି ଅଞ୍ଚଳରୁ ବିଜେପୁର ମାରପଡ଼ାକୁ ବରଯାତ୍ରୀମାନେ…