ଭୁବନେଶ୍ୱରରେ ସଡ଼କ ଦୁର୍ଘଟଣା: ସ୍କୁଲ ଶିକ୍ଷୟତ୍ରୀ ମୃତ
ଭୁବନେଶ୍ୱର: ଭୁବନେଶ୍ୱରର ଗୋହିରା ଛକ ନିକଟରେ ହୋଇଥିବା ଏକ ଦୁର୍ଘଟଣାରେ ଜଣେ ଶିକ୍ଷୟତ୍ରୀ ପ୍ରାଣ ହରାଇଥିବା ବେଳେ ଜଣେ ପୂର୍ବତନ ପଧାନ ଶିକ୍ଷକ ଗଭୀର ଭାବେ ଆହତ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଜଟଣୀ ସ୍ଥିତ ଏମଡିଆରଏସ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଗୋକୁଳାନନ୍ଦ ଓ…