Latest Odisha News

BREAKING NEWS

Browsing Tag

accident

ବ୍ରାହ୍ମଣୀ ନଦୀରେ ଓଲଟିଲା ଯାତ୍ରୀବାହି ଡ଼ଙ୍ଗା, ୨ଜଣଙ୍କ ମିଳୁନି ପତ୍ତା

ରାଜନଗର : ବ୍ରାହ୍ମଣୀ ନଦୀରେ ଓଲଟିଲା ଯାତ୍ରୀବାହି ଡଙ୍ଗା । ଆଜି ସକାଳେ ଏକମାଣିଆ କେରଡ଼ାଗଡ଼ ଘାଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ଡ଼ଙ୍ଗା । ଡଙ୍ଗା ବୁଡ଼ି ୨ ଜଣ ନିଖୋଜ ଅଛନ୍ତି। ସୂଚନା ଅନୁଯାୟୀ, ଆଜି ସକାଳେ ୨୫ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି ଏକମାଣିଆ ପଞ୍ଚାୟତରୁ ରାଜନଗର…

ବଜାରରୁ ରାସନ କିଣି ଘରକୁ ଫେରୁଥିଲେ ବାପପୁଅ, ଟ୍ରକ୍ ଧକ୍କାରେ ଚାଲିଗଲା ଜୀବନ

ଅନୁଗୁଳ: ବଜାରରୁ ସଉଦା ଆଣି ଫେରିବା ବେଳେ ଦୁର୍ଘଟଣାରେ ବାପପୁଅଙ୍କ ମୃତ୍ୟୁ । ଅନୁଗୁଳ ଜିଲ୍ଲା ତାଳଚେର ବାଙ୍କଧରା ଛକ ନିକଟରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣାରେ ୩ ବର୍ଷର ପୁଅ ସହ ବାପାଙ୍କର ମୃତ୍ୟୁ ହୋଇଛି । ସୌଭାଗ୍ୟ ବଶତଃ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଭଣଜା । ସୂଚନା ଅନୁସାରେ, ତାଳଚେର…

ଘାଟିରେ ଅଟୋ ଓଲଟି ୩ ମୃତ, ୭ ଆହତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ କେରଡାଙ୍ଗ ଘାଟିରେ ଅଘଟଣ । ଅଟୋ ଓଲଟି ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । କୁରେଇସିଂର କାଲା ବୁଢ଼ା ଓ ବଡପଦା ଗ୍ରାମର ଡଲି କରଙ୍କ ସହ ୯ ବର୍ଷର ଛୁଆର ମୃତ୍ୟୁ ହୋଇଛି । କେରେଡାଙ୍ଗ ଘାଟିରୁ ୨୦ ଫୁଟ ରାସ୍ତା ତଳକୁ…

ପଛରୁ ମାଡ଼ି ଆସିଲା ଟ୍ରକ, ଚାଲିଗଲା ଯୁବକଙ୍କ ଜୀବନ

ବୌଦ୍ଧ :  ସକାଳୁ ସକାଳୁ ଅଘଟଣ । ମହାନଦୀ ପୋଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ ମାଡିଯିବାରୁ ଯୁବକଙ୍କ ମୃତ୍ୟୁ ହୋଇଛି । ଟ୍ରକଟି ରେଢ଼ାଖୋଲ ପଟୁ ବୌଦ୍ଧ ଆଡକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ବୌଦ୍ଧ ମହାନଦୀ ପୋଲ ନିକଟ ଦେଇ କୃପାସିନ୍ଧୁ…

କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜ୍ଜୁଙ୍କ କାରକୁ ଧକ୍କା ଦେଲା ଟ୍ରକ୍

ଶ୍ରୀନଗର: ଶନିବାର ଅପରାହ୍ଣରେ କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜ୍ଜୁଙ୍କ କାର୍ ଜମ୍ମୁକାଶ୍ମୀରରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଏକ ମାଲବାହୀ ଟ୍ରକ୍ ଧକ୍କା ଦେଇଥିବା ବେଳେ କେହି ମୃତାହତ ହୋଇ ନାହାନ୍ତି । ଦୁର୍ଘଟଣା ପରେ ତୁରନ୍ତ ସୁରକ୍ଷା କର୍ମୀ…

ଟ୍ରକ ପଛରେ ଧକ୍କା ଦେଇ ଜଳିଗଲା ଟ୍ରେଲର, ଚାଲିଗଲା ଦୁଇ ଜୀବନ

ଯାଜପୁର : ସକାଳୁ ସକାଳୁ ଦୁର୍ଘଟଣା । ଟ୍ରକ୍‌ ସହ ଧକ୍କା ଦେଇ ଜଳିଗଲା ଟ୍ରେଲର । ଘଟଣାସ୍ଥଳରେ ଡ୍ରାଇଭର ଜୀବନ୍ତ ଦଗ୍ଧ । ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ହେଲ୍ପର ଜୀବନ । ଏହି ଦୁର୍ଘଟଣା ଯାଜପୁର ଜିଲ୍ଲା  ୧୬ନଂ ଜାତୀୟ ରାଜପଥର ଭାଲୁଖାଇ ନିକଟରେ ଘଟିଛି । ସୂଚନା ମୁତାବକ,  ଆଜି ଭୋର…

ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୭ ଆହତ

ଭଦ୍ରକ: ଟ୍ରକ୍‌କୁ ପିଟିଲା ଯାତ୍ରୀବାହୀ ବସ୍‌ । ଦୁର୍ଘଟଣାରେ ୭ ଜଣ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଗତକାଲି ରାତିରେ ବସ୍‌ଟି ଭୁବନେଶ୍ୱରରୁ କୋଲକାତା ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ୭ ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା…

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଳିଗଲା ଟ୍ରକ; ଚାଲିଗଲା ଡ୍ରାଇଭରଙ୍କ ଜୀବନ

କାମାକ୍ଷାନଗର : ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା । ଡିଭାଇଡରରେ ପିଟି ହୋଇ ଜଳିଗଲା ଟ୍ରକ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାଟି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥର ମଠକରଗୋଳା ବାଲିସାହି ନିକଟରେ ଘଟିଛି । ସୂଚନା ଅନୁଯାୟୀ, ଯାଜପୁର…

ହାଇଓ୍ୱାକୁ ଧକ୍କା ଦେଲା ବସ୍‌; ଚାଲିଗଲା ୨ଜଣକ ଜୀବନ

ଭୁବନେଶ୍ୱର : ଭୋରୁ ଭୋରୁ ଅଘଟଣ । ହାଇଓ୍ୱାକୁ ଧକ୍କା ଦେଲା ବସ୍‌ । ବସ୍‌ଟି ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ବେଳେ ହାଇଓ୍ୱା ସହ ଧକ୍କା ହୋଇଥିଲା । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ଆଜି ଭୋର୍ ୪.୧୦ ସମୟରେ ଚାନ୍ଦିପୋଷ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।…

ସ୍କୁଲ୍ ପିଲାଙ୍କୁ ଧକ୍କା ଦେଲା ଇନୋଭା, ଚାଲିଗଲା ୩ ଛାତ୍ରଙ୍କ ଜୀବନ

ସୁବର୍ଣ୍ଣପୁର: ଶରଧାପାଲି ବିଦ୍ୟାଳୟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଇନୋଭା ଗାଡ଼ି ଧକ୍କାରେ ୩ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଛାତ୍ର ଗୁରୁତର ଅଛନ୍ତି । ସୂଚନା ଅନୁଯାୟୀ, ବିଦ୍ୟାଳୟରୁ ପରୀକ୍ଷା ଦେଇ ଛାତ୍ରଛାତ୍ରୀ ମାନେ ବାହୁାରୁଥିବା ବେଳେ ମୁଖ୍ୟ ଫାଟକ ସମ୍ମୁଖରେ…