Latest Odisha News

BREAKING NEWS

Browsing Tag

Adani

ଶରଦଙ୍କ ଶରଣରେ ଆଦାନୀ !

ଭୁବନେଶ୍ୱର: ଲଗାତର ରାହୁଲଙ୍କ ଟାର୍ଗେଟର ଶିକାର ହେଉଥିବା ଶିଳ୍ପପତି ଗୌତମ ଆଦାନୀ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିବା ପରେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା। ହିଣ୍ଡେନବର୍ଗ ରିପୋର୍ଟ ପରେ ଅଡ଼ୁଆରେ ପଡ଼ିଥିବା ଆଦାନି ହଠାତ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ କାହିଁକି ଭେଟିଲେ ତାକୁ ନେଇ…

ରାହୁଲଙ୍କ ଟାର୍ଗେଟରେ ସେଠ ଓ ସାହେବ

ଭୁବନେଶ୍ୱର: ଆଦାନୀ ପ୍ରସଙ୍ଗରେ ରାହୁଲ ପୁଣିଥରେ ବିଜେପିକୁ ଘେରିବା ଆରମ୍ଭ କରିଛନ୍ତି। ସୁରଟ ସେସନ୍ସ କୋର୍ଟ ରାହୁଲଙ୍କ ଆବେଦନକୁ ଖାରଜ କରିଥିଲେ ମଧ୍ୟ ରାହୁଲ ଚୁପ ବସିନାହାନ୍ତି। ଯେଉଁ ପ୍ରସଙ୍ଗକୁ ନେଇ ବିଜେପିକୁ ରାହୁଲ ସଂସଦରେ ଘେରୁଥିଲେ ସେହି ପ୍ରସଙ୍ଗକୁ ବାହାରେ ବାରମ୍ବାର ଉଠାଉଛନ୍ତି।…

ବିରୋଧୀଙ୍କୁ ଶବ୍ଦର ମାୟାଜାଲରେ ଛନ୍ଦିଲେ ରାହୁଲ

ଭୁବନେଶ୍ୱର: ଶବ୍ଦ ସଂଯୋଜନା ମାଧ୍ୟମରେ କଂଗ୍ରେସ ଛାଡିଥିବା ନେତାଙ୍କ ସମେତ ବିଜେପିକୁ ଟାର୍ଗେଟ କରିଛନ୍ତି ରାହୁଲ। ଟ୍ୱିଟ ମାଧ୍ୟମରେ ବଡ଼ ସୁନ୍ଦର ଢଙ୍ଗରେ ଶବ୍ଦକୁ ସଜେଇ କଂଗ୍ରେସ ଛାଡି ଯାଇଥିବା ନେତାଙ୍କ ସହ ବିଜେପିକୁ ଟାର୍ଗେଟ କରାଯାଇଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର। କଂଗ୍ରେସ…

ଅଦାନୀ ଷ୍ଟକ୍‌ ମାମଲାର ଜେପିସି ତଦନ୍ତ ପାଇଁ ବିରୋଧୀ ସାଂସଦଙ୍କ ‘ତ୍ରିରଙ୍ଗା ଶୋଭାଯାତ୍ରା’

ନୂଆଦିଲ୍ଲୀ : ବିଭିନ୍ନ ବିରୋଧୀ ଦଳର ସାଂସଦମାନେ ଗୁରୁବାର ସଂସଦରୁ ବିଜୟ ଚୌକ ପର୍ଯ୍ୟନ୍ତ ‘ତ୍ରିରଙ୍ଗା ଶୋଭାଯାତ୍ରା’ କରଛନ୍ତି। ଆଉ ଏହି ‘ତ୍ରିରଙ୍ଗା ଶୋଭାଯାତ୍ରା’ ଅଦାନୀ ଷ୍ଟକ୍‌ ମାମଲାର ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ପାଇଁ କରାଯାଇଥିଲା । ବିରୋଧୀ ଦଳଗୁଡ଼ିକ ପ୍ରଥମେ ପ୍ରତିବାଦ…

ବିଜେପିକୁ ରାହୁଲଙ୍କ ପୁଣି ଟାର୍ଗେଟ୍ ! ପଚାରିଲେ; ଅଦାନୀଙ୍କ ସେଲ୍ କମ୍ପାନିରେ ୨୦ ହଜାର କୋଟି କାହାର ?

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ପୁଣିଥରେ ବିଜେପିକୁ ଟାର୍ଗେଟ କରିଛନ୍ତି । ଆଉ ସେହି ସମାନ ପ୍ରଶ୍ନ ପୁଣିଥରେ ଦୋହରାଇଛନ୍ତି । ମାନେ, ଅଦାନୀଙ୍କ ସେଲ୍ କମ୍ପାନିରେ ୨୦ ହଜାର କୋଟି କାହାର? କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ନେଇ ଏଆଇସିସି କାର୍ଯ୍ୟାଳୟରେ ସିଇସି…

ମାସକ ତଳେ ଥିଲେ ୩ ନମ୍ବର ଧନୀ, ଏବେ ୩୦ ନମ୍ବରରେ ଆଦାନୀ

ନୂଆଦିଲ୍ଲୀ: ଦିନେ ଥିଲେ ଧନୀ ନମ୍ବର ୩ । ଏବେ ନମ୍ବର ୩୦ । ଏଥିପାଇଁ ଗୋଟିଏ ମାସ ବି ଲାଗିଲାନି । ମାସକ ତଳେ ବିଶ୍‌: ଧନୀ ତାଲିକାରେ ଆଦାନୀ ଗ୍ରୁପର ମୁଖ୍ୟ ଗୌତମ ଆଦାନୀ ୩ ନମ୍ବରରେ ଥିବାବେଳେ ଏବେ ୩୦ ନମ୍ବରକୁ ଖସି ଆସିଛନ୍ତି । ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚ ତାଙ୍କ କମ୍ପାନୀ…

ଆଦାନୀ ଧାମରା ପୋର୍ଟରେ କରୋନା ମୁକାବିଲା ଲାଗି ବ୍ୟାପକ ପ୍ରସ୍ତୁତି

ଧାମରା: ବିଶ୍ୱବ୍ୟାପୀ କରୋନା ଭାଇରସ୍‌କୁ ନେଇ ବିଭିନ୍ନ ସଚେତନମୂଳକ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଆଦାନୀ ଧାମରା ପୋର୍ଟ ଏଥିରୁ ବାଦ୍ ପଡ଼ିନାହିଁ । ପୋର୍ଟ କର୍ତ୍ତୃପକ୍ଷ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସମସ୍ତ ନିର୍ଦ୍ଦେଶାବଳୀକୁ ପାଳନ କରୁଛନ୍ତି । ଏହି ସଂକ୍ରାନ୍ତ ୨୮ ଜାନୁଆରୀ ୨୦୨୦…