Latest Odisha News

BREAKING NEWS

Browsing Tag

Adar Poonawalla

ଲଣ୍ଡନ ଯିବା ପରେ ଆସିଲା ପୁନାୱାଲାଙ୍କ ଆଉ ଏକ ବୟାନ, ‘୩ ମାସରେ ସମସ୍ତଙ୍କୁ ଟିକାକରଣ ଅସମ୍ଭବ’

ନୂଆଦିଲ୍ଲୀ: ଦେଶ କରୋନାର ଦ୍ୱିତୀୟ ପ୍ରବାହ ସହ ଲଢ଼ୁଛି । ଦୈନିକ ୪ ହଜାରରୁ ଅଧିକ ସଂକ୍ରମିତ କରୋନାରେ ପ୍ରାଣ ହରାଉଛନ୍ତି । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ସହ ମୃତ୍ୟୁହାରକୁ ଦେଖି ଭ୍ୟାକ୍ସିନର ଚାହିଦା ବଢ଼ିଛି । କେତେକ ରାଜ୍ୟ ଭ୍ୟାକ୍ସିନ୍ ଅଭାବକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।…

ଖୁବ୍‌ ଶୀଘ୍ର ଲଣ୍ଡନରୁ ଭାରତ ଫେରିବେ ପୁନାୱାଲା

ମୁମ୍ବାଇ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ସିଇଓ ଆଦର୍ଶ ପୁନାୱାଲା କହିଛନ୍ତି ଯେ ସେ କିଛି ଦିନ ପରେ ଲଣ୍ଡନରୁ ଭାରତ ଫେରିବେ। ଭାରତରେ ଦିନକୁ ଦିନ ବଢୁଥିବା ଚାହିଦାକୁ ପୂରଣ କରିବା ପାଇଁ ସେ କୋଭିଡ୍‌ ଟିକା ଉତ୍ପାଦନ ଉପରେ ଥିବା ଚାପ ବିଷୟରେ କହିବା ପରେ ପୁନାୱାଲା ଏହି…

ସେରମ ଇନଷ୍ଟିଚ୍ୟୁଟ୍ ଅଗ୍ନିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ

ପୁଣେ : କରୋନା ଟିକା ପ୍ରସ୍ତୁତ କରୁଥିବା ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ କୋଠାରେ ହୋଇଥିବା ଅଗ୍ନିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ବିଲଡିଂ ମଧ୍ୟରୁ ଅନ୍ୟ ୬ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏବେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ଏନଡିଆରଏଫ ଟିମ୍‌…

କୋଭିସିଲ୍ଡକୁ DCGIର ମଞ୍ଜୁରୀ ପରେ କ’ଣ ପ୍ରତିକ୍ରିୟା ରଖିଲେ ଆଦର ପୁନାୱାଲା…

ନୂଆଦିଲ୍ଲୀ: କରୋନା ଭାଇରସ୍ ଭ୍ୟାକ୍ସିନକୁ ଅପେକ୍ଷା କରିଥିବା ଜନସାଧାରଣଙ୍କ ପାଇଁ ଖୁସି ଖବର। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ବାରା ବିକଶିତ ହୋଇଥିବା କୋଭିସିଲ୍ଡ ଏବଂ ଭାରତ ବାୟୋଟେକର ଭ୍ୟାକ୍ସିନ୍ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ଡ୍ରଗ୍ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆ (DCGI)…

ଡିସେମ୍ବର ସୁଦ୍ଧା ଭାରତକୁ ମିଳିବ ୧୦ କୋଟି କରୋନା ଟିକା

ନୂଆଦିଲ୍ଲୀ: ସାରା ବିଶ୍ୱକୁ କବଳିତ କରିଛି କରୋନା । ମହାମାରୀ ପାଇଁ ଚାରିଆଡେ ହା ହା କାର । କରୋନା ମୁକାବିଲା ପାଇଁ ପ୍ରାୟ ବିଭିନ୍ନ ଦେଶ ଟିକା ଉତ୍ପାଦନରେ ଲାଗି ପଡିଛନ୍ତି । ଭାରତ ମଧ୍ୟ ଏହି ପ୍ରୟାସ ଜାରି ରଖିଛି। ଏହାରି ଭିତରେ ଆସିଛି ଏକ ଖୁସି ଖବର । ଡସେମ୍ବର ସୁଦ୍ଧା ଭାରତକୁ ୧୦ କୋଟି…

ଏହି ଦିନ ଆସିବ କରୋନା ଟିକା‌, ସୂଚନା ଦେଲେ ପୁନାୱାଲା

ନୂଆଦିଲ୍ଲୀ: ଚାରିଆଡେ ବ୍ୟାପିଛି ମହାମାରୀ କରୋନା । ଏହାର ମୁକାବିଲା ପାଇଁ ପ୍ରାୟ ସବୁ ଦେଶ ଲାଗିପଡିଛନ୍ତି ଟିକା ବାହାର କରିବାରେ । ତେବେ କରୋନା ଟିକା କେବେ ଆସିବ, ତାକୁ ନେଇ ସସ୍‌ପେନ୍ସ ଜାରି ରହିଛି । ଏହାରି ଭିତରେ କରୋନା ଭ୍ୟାକସିନ୍ ପ୍ରସ୍ତୁତକର୍ତ୍ତା କମ୍ପାନୀ ସିରମ ଇନ୍‌ଷ୍ଟିଚ୍ୟୁଟ…

କରୋନା ଟିକା ଅଗ୍ରଗତି ସମ୍ପର୍କରେ ନବୀନ-ପୁନାୱାଲା ଆଲୋଚନା

ଭୁବନେଶ୍ୱର: ପୁଣେର ସେରମ ଇନ୍‌ଷ୍ଟିଚ୍ୟୁଟ ସିଇଓ ଆଦାର ପୁନାୱାଲାଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂରେ କୋଭିଡ ଟିକା ଅଗ୍ରଗତି ବିଷୟରେ ଦୁହେଁ ଆଲୋଚନା କରିଛନ୍ତି । ଅକ୍ସଫୋର୍ଡ ୟୁନିଭରସିଟି ସହ ମିଳିତ ସହଭାଗିତାରେ କୋଭିଡ ଟିକା ବିକାଶିତ କରୁଛି ସେରମ…